Latest Odisha News

BREAKING NEWS

ବିନ୍ଦି ଲଗାଇବାରୁ ଅପମାନିତ କଲେ ଶିକ୍ଷୟିତ୍ରୀ, ଫାଶୀ ଲଗାଇ ଆତ୍ମହତ୍ୟା କଲେ ଛାତ୍ରୀ

ଝାଡଖଣ୍ଡ: ଧାନବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଦଶମ ଶ୍ରେଣୀର ଛାତ୍ରୀ ମଥାରେ ବିନ୍ଦି ଲଗାଇବାରୁ ସମସ୍ତଙ୍କ ସାମ୍ନାରେ ଅପମାନିତ କଲେ ଶିକ୍ଷୟିତ୍ରୀ। ଏହି ଅପମାନ ସହି ନପାରି ଫାଶି ଲଗାଇ ଆତ୍ମହତ୍ୟା କଲେ ୧୬ ବର୍ଷୀୟା ଉଷା କୁମାରୀ। ପୋଲିସ ଛାତ୍ରୀଙ୍କ ନିକଟରୁ ଏକ…

ପଶ୍ଚିମବଙ୍ଗରେ ପୁଣି ନିର୍ବାଚନୀ ହିଂସା; ଜଣେ ମୃତ, ବରିଷ୍ଠ ପୋଲିସ ଅଧିକାରୀ ଆହତ

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଥମିବାର ନାଁ ନେଉନି । ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ପୁଣି ଉଗ୍ରରୂପ ନେଇଛି । ଦକ୍ଷିଣ ୨୪ ପ୍ରଗଣାର ଭଙ୍ଗୋରରେ ହିଂସା ଘଟଣା ସାମ୍ନାକୁ ଆସିଛି । ହିଂସାରେ ଜଣେ ଇଣ୍ଡିଆନ ସେକ୍ୟୁଲାର ଫ୍ରଣ୍ଟ(IFS)ର କର୍ମକର୍ତ୍ତାଙ୍କର ମୃତ୍ୟୁ…

କୁଆଖାଇରୁ ମିଳିଲା ନିଖୋଜ ଆଉ ୨ ଛାତ୍ରଙ୍କ ମୃତଦେହ

ଭୁବନେଶ୍ୱର: ଉଦ୍ଧାର ହେଲା  କୁଆଖାଇରେ ନିଖୋଜ ଆଉ ୨ ଛାତ୍ରଙ୍କ ମୃତଦେହ । ଗତକାଲି ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଆଜି ସକାଳୁ ୨ ଛାତ୍ରଙ୍କ ମୃତଦେହ ଦମକଳାବାହିନୀ ଉଦ୍ଧାର କରିଛି  । ସେମାନେ ହେଲେ ବାଲେଶ୍ବରର ରୋହିତ ପରିଡ଼ା(୨୪) ଏବଂ କଟକ ବାଲିକୁଦାର ପ୍ରତୀକ ଧଳସାମନ୍ତ(୨୩)…

୫୯ ବର୍ଷ ବୟସରେ ଅଷ୍ଟମ ଥର ପାଇଁ ପିତା ହେଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ

ବ୍ରିଟେନ: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ପତ୍ନୀ କାରୀ ଗତ ସପ୍ତାହରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ମଙ୍ଗଳବାର ଦିନ ଇନଷ୍ଟାଗ୍ରାମ ପୋଷ୍ଟରେ କାରି ଏହି ସୂଚନା ଦେଇଛନ୍ତି। କାରିଙ୍କ ବୟସ ଏବେ ୩୫ ବର୍ଷ ହୋଇଥିବା ବେଳେ ବୋରିସ୍ ଜନସନ ୫୯ ବର୍ଷ ବୟସରେ ଅଷ୍ଟମ ଥର…

ବଢିଲା ଅଡୁଆ, ବ୍ରିଜଭୂଷଣଙ୍କୁ ହୋଇପାରେ ଜେଲଦଣ୍ଡ: କୋର୍ଟରେ ହାଜର ହେବାକୁ ସମନ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଚାର୍ଜସିଟ୍ ଦାଖଲ କରିଛି। କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ଦିଲ୍ଲୀ ପୋଲିସ କହିଛି ଯେ ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଶୋଷଣ, ନିର୍ଯାତନା ଏବଂ ଦୁଷ୍କର୍ମ ଭଳି ସାଂଘାତିକ ଅଭିଯୋଗରେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୭୩)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଦୀର୍ଘଶ୍ୱାସ ଛାଡ଼ି ବୀରା ତା\' ଘଚାାକୁ ଚାହିଁ ଦେଖିଲା । ୮.୫୫ ମିନିଟ୍ ହେଲାଣି । ପ୍ରାୟ ଚାଲିଶ ମିନିଟ୍ ହେବ ଡାଇନିଂ ହଲ୍‌ରେ ବସି ତିନିଥର ଧରି କଫି ପିଇ ସେ ସିଡ଼୍ ଓ ରୋହାନ୍‌ଙ୍କୁ ଅପେକ୍ଷା କରିଛି । ଏ…

କବିତା : ମୁଁ ଛାର ମଣିଷ

ଭାରତୀ ସରିତା ମହାନ୍ତି ଲେଖିଥିଲ ଭାଗ୍ୟ ହେ ପରମେଶ୍ବର ସାଥୀ ହେବ ଆଖି ଲୁହ ମମତାର ମୂଲ ବୁଝିବେନି କେହି କାହିଁ ଜନ୍ମ ଦେଲ କୁହ। ଅମାବସ୍ୟା ପରେ ଆସଇ ପୂର୍ଣ୍ଣିମା ସୁଖ ପରେ ଆସେ ଦୁଃଖ ମଣିଷଟିଏ ଯେ ସାଜୁଛି ପଥର ତୁମକୁ ଲାଗୁଛି ସୁଖ। ପାପୀ ତରିଯାଏ ତୁମ ନାମ ଧରି କେମିତି…

ଜିଏସ୍‌ଟି ପରିଷଦର ନିଷ୍ପତ୍ତି, ଏଣିକି ସିନେମା ହଲ୍‌ରେ ଶସ୍ତା ହେବ ଖାଜ୍ୟପେୟ

ନୂଆଦିଲ୍ଲୀ: ଏଣିକି ସିନେମା ହଲ୍‌ରେ ଶସ୍ତା ହେବ ଖାଜ୍ୟପେୟ। ବର୍ତ୍ତମାନଠାରୁ ସିନେପ୍ଲେକ୍ସଗୁଡିକରେ ଥିବା ରେଷ୍ଟୁରାଣ୍ଟରେ ୧୮ ପ୍ରତିଶତ ସାମଗ୍ରୀ ଏବଂ ଜିଏସଟି ଲାଗୁ ଥିବାବେଳେ ଏହା ୫ ପ୍ରତିଶତକୁ ଖସିବ। ଏହି ପ୍ରସ୍ତାବରେ ମୋହର ମାରିଛି ଜିଏସଟି ପରିଷଦ। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ…

ଭାଷା ଭାଗବତ : ‘ ଛ ‘ ବର୍ଣ ବର୍ଜନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଚକ:ଛକ ଓ ଚୋଟ:ଛୋଟ ପ୍ରଭେଦ ହୋଇଗଲେ ନଷ୍ଟ ଚାଲ:ଛାଲ ଓ ଚାପ:ଛାପ ପାର୍ଥକ୍ଯ କରିଲେ ବିଲୋପ ଗୁଂଡାଟି ଲୋକକୁ ଚେଚୁଚି ଲୋକଟି ଲୋତକ ପୋଚୁଚି କଦଳୀ ବଢ଼ିଆ ପାଚିଚି ଖାଇଲେ ପାଟିକୁ ରୁଚୁଚି ଯେନକେନ ଏଠି ବଂଚିଚି ଭଲମଂଦ କିଏ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଏକ ବିଶେଷ ନୈମିତିକ ବିଧି ଯଥା ଏକାଦଶୀ ବିଶେଷ ନୀତି ଆଲୋଚନା କରିସାରିବା ପରେ ଆଉ ଏକ ବିଶେଷ ପରମ୍ପରା ଦୃଷ୍ଟିଗୋଚର ହୁଏ। ଯଥା: ବାର ଅନୁସାରେ ଏକାଦଶୀ ନୀତି :-…