Latest Odisha News

BREAKING NEWS

ଆଜିଠୁ ଦୁଇଦିନିଆ ଅନୁଗୁଳ ଗସ୍ତରେ ୫-ଟି ସଚିବ

ଅନୁଗୁଳ: ଆଜିଠୁ (ସୋମବାର) ଦୁଇଦିନିଆ ଅନୁଗୁଳ ଗସ୍ତରେ ଆସୁଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ। ଏହି ଗସ୍ତ ଅବସରରେ ଜିଲ୍ଲାର ୫ ଟି ବିଧାନସଭା କ୍ଷେତ୍ରରେ ୨୦ରୁ ଅଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି। ଆଜି ସକାଳ ୯ଟା ବେଳେ ପାଣ୍ଡିଆନ ହେଲିକପ୍ଟରରେ ଆସି ଗୋପାଳପ୍ରସାଦସ୍ଥିତ…

କବିତା : ମେଘ

ଗଜାନନ ମିଶ୍ର ଯାଇଛି ଛିଣ୍ଡି ମେଘଙ୍କ ଡେଣା! କଟି ଯାଇଛି ତଳ ଉପର ହେଉ ହେଉ ସବୁ ସୂତ୍ର ମାଟି ଆଉ ଆକାଶର! ଯେତେ ଯାହା ଗଛଙ୍କ ଡାଳ ପତ୍ର ଆଉ ଫୁଲଫଳ ସବୁ ଆତଙ୍କିତ। ଚାଲୁ ନି ଡଙ୍ଗା ପାଣିରେ କି ଉଡୁନି ପବନରେ ଜରି ପୋଷାକ। ବର୍ଷ ପରେ ବର୍ଷ ଝରକା କବାଟ ମେଲା ଆଉ ଚାଲିଛି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୭୧)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଭୟଭୀତ ହୋଇ ବୀରା ହଠାତ୍ ଉଠିପଡ଼ିଲା । ବେଡ଼୍‌ସିଟ୍‌ରେ ତା\'ର ଗୋଡ଼ ଦୁଇଟି ଛନ୍ଦି ହୋଇଯାଇଥିଲା, ଆଉ ସେ ଥରୁଥିଲା, ଭୀଷଣ ଭାବରେ । ଏସି ଚାଲୁଥିଲା । ମାତ୍ର ଏସିର ଥଣ୍ଡା ହାୱା ଯୋଗୁଁ ନୁହେଁ, ବରଂ ସେ ଦେଖିଥିବା…

ସରକାରୀ ଔଷଧ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି

ଭୁବନେଶ୍ୱର: ରବିବାର ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ସରକାରୀ ଔଷଧ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ଭୟଙ୍କର ଥିଲା ଯେ, ଗୋଦାମରେ ଥିବା ସବୁ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି। ସୂଚନାନୁସାରେ ମହିନ୍ଦ୍ରା ସୋ’ରୁମ ପଛ ସେକ୍ଟର-ଏ ରେ ଥିବା ଓଡ଼ିଶା ରାଜ୍ୟ…

ଭାଷା ଭାଗବତ : ବିଶ୍ବାସ ଭଂଗ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କେବେ ବିଶ୍ବାସ ହେଲେ ଭଂଗ ତା'ପରେ ଅନ୍ୟାନ୍ୟ ପ୍ରସଂଗ ହୁଅଂତି ତୁଚ୍ଛ ଓ ନଗଣ୍ୟ ଏପରି ମଣିଷର ମନ ବିଶ୍ବାସ ବଳେ ଚଳେ ବିଶ୍ବ ଘଟିଲେ ତହିଁର ବିନାଶ ହୋଇପାରେନି ଯୋଡ଼ାଯୋଡ଼ି ଦୂରତା ଯାଉଥାଏ ବଢ଼ି ଶୁଣାଇ ମଧୁର ବଚନ ନ କଲେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ ନୈମିତିକ -ବିଧି ଆଲୋଚନା ପ୍ରସଙ୍ଗରେ ଆଜି ଜାଣିବା ଏକ ବିଶେଷ ନୀତି "ଏକାଦଶୀ ନୀତି " । ପ୍ରତ୍ୟେକ ଏକାଦଶୀରେ ମଧ୍ୟାହ୍ନ ଧୂପ, ମଇଲମ, ଓ ସନ୍ଧ୍ୟା ଆଳତି…

ସିଧା ଲାଠି ଆକୃତିର ଚକାରେ ଗଢୁଛି ସାଇକେଲ

ନ୍ୟୁୟର୍କ: ସେ କାର ହେଉ କିମ୍ବା ବାଇକ୍‌, ବସ କିମ୍ବା ଟ୍ରକ୍‌, ଏରୋପ୍ଲେନ ବା ଟ୍ରେନ ପ୍ରତ୍ୟେକ ଯାନର ଚକା ଗୋଲାକାର ହୋଇଥାଏ । ଏହା ଉପରେ ଭାରୀ ଓଜନ ନେଇ ଯାଆସ କରିହୁଏ । କିନ୍ତୁ ଆପଣ କେବେ ଚକ ବିନା ସାଇକେଲ ଦେଖିଛନ୍ତି କି? ଆଜିକାଲି ଇଞ୍ଜିନିୟରମାନେ ଅନନ୍ୟ ଚିନ୍ତାଧାରା ଆଣୁଛନ୍ତି,…

କୋଟିପତି ହେଲେ ମହେଶ ବାବୁଙ୍କ ଝିଅ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ମହେଶ ବାବୁଙ୍କ ଝିଅ ସୀତାରା ଆଜିକାଲି ଖୁବ୍ ଚର୍ଚ୍ଚାରେ । ୧୧ ବର୍ଷିୟା ସିତାରା କୌଣସି ଷ୍ଟାରଠାରୁ କମ୍ ନୁହଁନ୍ତି । ଖୁବ୍ ଛୋଟ ବେଳୁ ସେ ସୋସିଆଲ ମିଡ଼ିଆରେ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି । ଇନ୍‌ଷ୍ଟାଗ୍ରାମରେ ତାଙ୍କର ୧.୩ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି…

ଡ଼େଲିଭରି ବୟଙ୍କଠାରୁ ପାର୍ସଲ ନେଲା ଶିମ୍ପାଞ୍ଜି , ଦେଲା ଟଙ୍କା

ୠଷ: ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ସମ୍ପର୍କ ବହୁତ ଗଭୀର । ଯଦିଓ ପଶୁମାନେ ମଣିଷର ଶବ୍ଦ ବୁଝିପାରନ୍ତି ନାହିଁ, କିନ୍ତୁ ମଣିଷ ସେମାନଙ୍କୁ ଏପରି ପ୍ରଶିକ୍ଷଣ ଦେଇଥାନ୍ତି ଯେ ପଶୁମାନେ ପ୍ରତ୍ୟେକ କାର୍ଯ୍ୟ ଠିକ୍ ଭାବେ କରିପାରନ୍ତି । ଏବେ ଏକ ଭାଇରାଲ୍ ଭିଡିଓରେ ଏହି ତାଲିମର ଏକ ଅନନ୍ୟ ଉଦାହରଣ…

ୟୁ ଟ୍ୟୁବରେ ଲିକ ହେଲା ଆଦିପୁରୁଷ, ୨.୩ ମିଲିୟନ ଲୋକ ଦେଖି ସାରିଲେଣି

ମୁମ୍ବାଇ: ବକ୍ସ ଅଫିସରେ ପ୍ରଭାସ, କୃତି ସେନନ ଓ ସୈଫ ଅଲି ଖାଁ ଅଭିନୀତ ଆଦିପୁରୁଷ ଆଶାନୁରୂପ ବ୍ୟବସାୟ କରିପାରି ନାହିଁ । ମହାକାବ୍ୟ ରାମାୟଣ ଉପରେ ଆଧରିତ ଏହି ଫିଲ୍ମକୁ ମେକର୍ସ ପକ୍ଷରୁ ଯେଉଁ ଭଳି ଭାବେ ପରିବେଷଣ କରାଯାଇଥିଲା ତାହା ଦର୍ଶକଙ୍କୁ ପସନ୍ଦ ଆସି ନ ଥିଲା । ଏବେ ପାଇରସୀ ୱେବସାଇଟ…