Latest Odisha News

BREAKING NEWS

ଆଜି ରସଗୋଲା ଦିବସ : ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନ ଭଞ୍ଜନ କରିବେ ପ୍ରଭୁ ଶ୍ରୀଜଗନ୍ନାଥ

ଭୁବନେଶ୍ୱର : ଆଜି ରସଗୋଲା ଦିବସ । ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲାର ବେଶ ଗୁରୁତ୍ୱ ରହିଛି । ରଥଯାତ୍ରା ସମୟରେ ଅଭିମାନିନୀ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଜଗନ୍ନାଥ ରସଗୋଲା ଖୋଇବା ବିଧି ହେଉଛି ବଡ଼ଦେଉଳର ୬୦୦ରୁ ଅଧିକ ବର୍ଷର ପୁରୁଣା ବିଧି । ସେଥିପାଇଁ ପ୍ରତିବର୍ଷ ନୀଳାଦ୍ରିବିଜେ ଦିନକୁ…

ଆଜି ନୀଳାଦ୍ରିବିଜେ: କ’ଣ ଏହି ପରମ୍ପରା ଜାଣନ୍ତୁ…

ପୁରୀ: ଆଜି ଶ୍ରୀଜିଉଙ୍କ ନୀଳାଦ୍ରିବିଜେ। ଏହାପରେ ରତ୍ନସିଂହାସନକୁ ଫେରିଯିବା ସହିତ ସହିତ ଶେଷ ହୋଇଯିବ ରଥଯାତ୍ରା। ତେବେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମା'ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବାକୁ ହେବ। ଦେବୀ ଲକ୍ଷ୍ମୀ ତାଙ୍କୁ ଭିତରକୁ ଛାଡ଼ିବେ…

ଟ୍ରକକୁ ଧକ୍କା ଦେଲା ଓଏସଆରଟିସି ବସ୍: ୮ ଆହତ, ୩ ଗୁରୁତର

କୁଚିଣ୍ଡା: ରାତି ବେଳେ ପୁଣି ବସ ଦୁର୍ଘଟଣାର ଶିକାର। କେନ୍ଦୁଝରରୁ ବଲାଙ୍ଗୀର ଯାଉଥିବା ଯାତ୍ରୀବାହୀ ବସ ଦୁର୍ଘଟଣାର ଶିକାର ହୋଇଛି। ରାସ୍ତା କଡରେ ଟ୍ରକଟି ଛିଡା ହୋଇଥିବା ବେଳେ ବସଟି ପିଟି ହୋଇଯାଇଥିଲା। ତେଣୁ ଦୁର୍ଘଟଣା ଘଟିଛି। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ବାଇପାସ…

ମହାନାଟକର ଅନ୍ତିମ ଅଧ୍ୟାୟ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ‘ଅନନ୍ୟ ଶଙ୍ଖକ୍ଷେତ୍ର’ ଶ୍ରୀଗୁଣ୍ଡିଚା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଔଦାର୍ଯ୍ୟ-ଲୀଳାର ସଫଳ ସମ୍ବତ୍ସର ତଥା ମାଧୁର୍ଯ୍ୟ-ଲୀଳାର ମଞ୍ଜୁଳ ମହୋତ୍ସବ । ବାହୁଡ଼ା ପରଦିନ ଏକାଦଶୀ ତିଥିରେ ରଥ ଉପରେ ହୁଏ ଐଶ୍ୱର୍ଯ୍ୟ-ଲୀଳାର ଶ୍ରେଷ୍ଠ ପ୍ରଦର୍ଶନ- ସୁନାବେଶ…

ପୁଷ୍ଟିଶସ୍ୟ ଏବଂ ମଧୁମେହ ନିୟନ୍ତ୍ରଣ

ମହମ୍ମଦ ଇମ୍ରାନ୍ ଅଲୀଙ୍କ ଆଲେଖ୍ୟ ଖାଦ୍ୟ, ବସ୍ତ୍ର, ବାସଗୃହ ଆମ ଜୀବନର ଅତି ଆବଶ୍ୟକୀୟ ଜିନିଷ ଅଟେ । ଏହି କ୍ରମରେ ଖାଦ୍ୟ ସର୍ବ ପ୍ରଥମେ ଆସିଥାଏ । ଅନେକ ଲୋକଙ୍କ ମତରେ ଯେଭଳି ଖାଦ୍ୟ ସେହିଭଳି ଚିନ୍ତାଧାରା ଏବଂ ଚରିତ୍ର । ବିଜ୍ଞାନ ଅନୁଯାୟୀ ଆମ ସ୍ୱାସ୍ଥ୍ୟ, ଆମ ଖାଦ୍ୟ, ପାନୀୟ ତଥା…

ଡାଇମଣ୍ଡ ଲିଗ: ୮୭.୬୬ ମିଟର ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ହାତେଇଲେ ନୀରୋଜ ଚୋପ୍ରା

ନୂଆଦିଲ୍ଲୀ: ଦେଶର ସୁନା ପୁଅ ନୀରଜ ଚୋପ୍ରା ପୁଣି ଥରେ ଇତିହାସ ସୃଷ୍ଟି କରିଛନ୍ତି। ସେ ଲୋଜାନ ଡାଇମଣ୍ଡ ଲିଗ୍ ଟାଇଟଲ୍ ଜିତିଛନ୍ତି। ନୀରଜ ୮୭.୬୬ ମିଟର ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ହେଉଛି 'ଗୋଲଡେନ୍ ବୟ' ନୀରଜଙ୍କ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ। ଏହାପୂର୍ବରୁ ସେ ମେ…

କବିତା : ନୀଳାଦ୍ରୀ ବିଜେ

ଗଦାଧର ସାହୁ ରତ୍ନ ସିଂହାସନ ଖାଲି ଖାଲି ଲାଗେ ଆସ ହେ ମଣିମା ଆସ, ଶୀରି ମନ୍ଦିରର ଶିରି ବଢାଇବ ତୁମରି ଅଧର ହସ । ଭାଇ ଭଉଣୀଙ୍କୁ ସଙ୍ଗତରେ ନେଇ କାହିଁ ଯାଇଥିଲ କୁହ, ପ୍ରଶ୍ନ ପଚାରିବେ କବାଟ କିଳିକି ଲକ୍ଷ୍ମୀଙ୍କୁ ଉତ୍ତର ଦିଅ । ପ୍ରଶ୍ନର ଉତ୍ତର ଭାବିଚିନ୍ତି ଦେବ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୨)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ହଁ ! ଆମେ ଦେଖିଥିଲେ? ତା\'ହେଲେ ଯାତ୍ରୀଙ୍କୁ ଖଲାସ କରିବାର ପ୍ରକ୍ରିୟା ସେ ସିନେମାରେ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଦେଖେଇବାର କାରଣ କ’ଣ?” ସିଡ଼୍ ପଚାରିଲା । “ହଁ, ପ୍ରଥମ କଥା ହେଲ, ଟାଇଟାନିକ୍ ଜାହାଜଟି…

ଭାଷା ଭାଗବତ : ଗ୍ରଂଥ ବିଶ୍ଳେଷଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆମୂଳଚୂଳ ବିଶ୍ଳେଷଣ ନିମଂତେ ଆଲୋଚକଗଣ ନୁହଂତି ଯେହେତୁ ଆଗ୍ରହୀ ପୁସ୍ତକ ଥାଏ ପଡ଼ିରହି ନ କରି ଗ୍ରଂଥ ଅଧ୍ୟୟନ ଗଂଥକାରଂକୁ ଦେଲେ ମାନ ସୁଜ୍ଞାତ ହୁଏ ତାଂକ ମୁଖ ପୃଷ୍ଠାକୁ ଚରୁଥାଂତି ପୋକ କବିଂକୁ କରିଦେଲେ ମୂର୍ତି…

‘ବାହାନଗା ଟ୍ରେନ ଦୁର୍ଘଟଣାର ସିଆରଏସ ରିପୋର୍ଟ ସାର୍ବଜନୀନ କରିବୁ ନାହିଁ’

ନୂଆଦିଲ୍ଲୀ: ବାଲେଶ୍ୱର ରେଳ ଦୁର୍ଘଟଣାରେ କମିଶନ ଅପ୍ ରେଲଓ୍ବେ ରିପୋର୍ଟ ବା ସିଆରଏସ ରିପୋର୍ଟକୁ ସାର୍ବଜନୀନ କରିବନି ଭାରତୀୟ ରେଳବାଇ। ଦୁର୍ଘଟଣାର ସିବିଆଇ ତଦନ୍ତକୁ ଏହା ପ୍ରଭାବିତ ନକରିବା ପାଇଁ ବରିଷ୍ଠ ଅଧିକାରୀମାନେ ଶୁକ୍ରବାର ଖବର ସରବରାହ ସଂସ୍ଥା ପିଟିଆଇକୁ ସୂଚନା ଦେଇଛନ୍ତି। ଏ ନେଇ…