ଲଗାନ୍ତୁ ଏହି ଗଛ: ଘରେ ହେବ ନୋଟର ବର୍ଷା
ଏମିତି କେତେଗୁଡିଏ ଗଛ ଅଛି ଯାହାକୁ ଧର୍ମ ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ବୋଲି ବର୍ଣ୍ଣନା କରାଯାଇଛି । ବାସ୍ତୁ ଶାସ୍ତ୍ର ଅନୁସାରେ ବି ଅନେକ ଗଛକୁ ଶୁଭଙ୍କର ବୋଲି ବିଚାର କରାଯାଇଛି । ବିଶ୍ୱାସ ରହିଛି, ଏସବୁ ଗଛକୁ ଘରେ ଲଗାଇଲେ ଅତ୍ୟନ୍ତ ଶୁଭ ଫଳାଫଳ ମିଳିଥାଏ, ଧନ ବୃଦ୍ଧି ବି ଘଟିଥାଏ ।…