Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧିରେ ଆମେ ଭୋଗ ମଣ୍ଡପ ଭୋଗର ଆଲୋଚନା ଜାରି ରଖିଛେ। ଏହି ଭୋଗଟି ସମ୍ପୂର୍ଣ୍ଣ ଭାବେ ବରାଦିଆ ଓ ବିକ୍ରୀ ପାଇଁ ଉଦ୍ଦିଷ୍ଟ ଥିବାରୁ ଏହାର ସ୍ୱରୂପ ଓ ପରିମାଣରେ କୌଣସି…

ଫୁଲରେ ଫୁଲରେ ଏରୋପ୍ଲେନ୍‌

ଦୁବାଇ: ଅନେକ ହୁଏତ ଶୁଣିିଥିବେ ଦୁବାଇର ମିରାକଲ୍ ଗାର୍ଡେନ ସତରେ ପୃଥିବୀରେ କାଳ୍ପନିକ ସ୍ୱର୍ଗର ଅନୁଭୂତି ଆଣିଦେଇଥାଏ । କାରଣ ଏଠି ଚାରିଆଡ଼େ ରଙ୍ଗବେରଙ୍ଗର ଓ ଅସରନ୍ତି ପ୍ରକାରର ଫୁଲର ପସରା ଦେଖିବାକୁ ମିଳେ । ତାସାଙ୍ଗକୁ ଫୁଲର ସୁନ୍ଦର ସୁନ୍ଦର କଳାକୃତି ଦର୍ଶକଙ୍କୁ ଆନମନା କରିଦିଏ । ଯିଏ…

ବ୍ୟାଙ୍କରୁ ବାହାରିଥିବା ଇ-ବର୍ଜ୍ୟବସ୍ତୁରେ କଳାକୃତି

ଜୟପୁର:ବର୍ତ୍ତମାନ ସମୟରେ ଆବର୍ଜନାକୁ କିଭଳି ପୁନଃ ବ୍ୟବହାର ଉପଯୋଗୀ ହେବ ସେ ନେଇ ବିଶେଷ ଗୁରୁତ୍ୱ ଦିଆଯାଉଛି । ବିଶେଷକରି ବିଭିନ୍ନ ପ୍ରକାର ବର୍ଜ୍ୟ ଇଲେକ୍‌ଟ୍ରୋନି୍‌କ୍ସ ସାମଗ୍ରୀର କିଭଳି ସଠିକ୍ ପରିଚାଳନା ହୋଇପାରିବ ତା ଉପରେ ରହୁଛି ପ୍ରାଥମିକତା । ଏନେଇ ଦେଶର ବିଭିନ୍ନ ଅଞ୍ଚଳରେ ଇ…

ଯୌନ ଶୋଷଣ ଅଭିଯୋଗ ମାମଲା, ଆଗୁଆ ଜାମିନ୍ ଆବେଦନ କଲେ ସୌରିନ ଭଟ୍ଟ

କଟକ: କଣ୍ଠଶିଳ୍ପୀ ସୌରିନ ଭଟ୍ଟ ବିରୋଧରେ ଯୌନ ଶୋଷଣ ମାମଲା । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ସୌରିନ ଭଟ୍ଟ । ଗିରଫଦାରୀକୁ ଏଡ଼ାଇବାକୁ ଯାଇ ସୌରିନ୍ ଭଟ୍ଟ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି । ଅନ୍ୟପଟେ ସୌରିନ ଭଟ୍ଟଙ୍କୁ କଟକ ମହିଳା ଥାନା ପୋଲିସ ଖୋଜୁଛି । ସୌରିନଙ୍କୁ…

ଏନ୍‌ଆଇସିୟୁରେ ଦୀପିକାଙ୍କ ନବଜାତ ପୁଅ

ମୁମ୍ବାଇ: ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଦୀପିକା କକ୍କର ନିକଟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଏହାକୁ ନେଇ ଦୀପିକା ଓ ତାଙ୍କ ସ୍ୱାମୀ ସୋଏବ ଖୁସି ହେବା ସହ ଉଭୟଙ୍କ ପରିବାରରେ ଆନନ୍ଦ ଦେଖାଦେଇଥିଲା । କିନ୍ତୁ ଏବେ ତାଙ୍କ ପୁଅଙ୍କ ଅବସ୍ଥା ଗୁରୁତର ରହିଛି । ଫଳରେ ସେ…

ଆଦିପୁରୁଷ ଫିଲ୍ମକୁ ନେଇ ବିବାଦ: ସେନ୍ସର ବୋର୍ଡ, ମେକର୍ସଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା

ମୁମ୍ବାଇ: ଆଦିପୁରୁଷ ଫିଲ୍ମକୁ ନେଇ ଏକ ଯାଚିକା ଉପରେ ଶୁଣାଣୀ କରି ଲକ୍ଷ୍ନୌ ହାଇକୋର୍ଟ ଏହାର ମେକର୍ସ ଓ ସେନ୍ସରବୋର୍ଡଙ୍କୁ ଭର୍ତ୍ସନା କରିଛନ୍ତି । ଆପଣମାନେ ଆଗାମୀ ପିଢ଼ୀଙ୍କୁ କଣ ବାର୍ତା ଦେବାକୁ ଚାହୁଁଛନ୍ତି । ରାମାୟଣ, କୁରାନ, ଗୁରୁ ଗ୍ରନ୍ଥ ସାହିବ ଏବଂ ଗୀତା ପରି ପୌରାଣିତ ଗ୍ରନ୍ଥକୁ…

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରରେ ୫ ଦିନିଆ ଶିକ୍ଷକ ଉନ୍ନତିକରଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର, ଓଡ଼ିଶା “ଇମ୍ପାକ୍ଟ ଓରିଏଣ୍ଟେଡ୍ ଏଜୁକେସନ୍” ଉପରେ ୫ଦିନିଆ ଶିକ୍ଷକ ଉନ୍ନତିକରଣ କାର୍ଯ୍ୟକ୍ରମ ଆୟୋଜନ ଆରାଯାଇଛି । ଗବେଷକ ଏବଂ ଶିକ୍ଷାବିତ୍ ଭଳି କ୍ୟାରିୟରରେ ଉତ୍କର୍ଷତା ପାଇବା ପାଇଁ ଶିକ୍ଷା ସହ ଆବଶ୍ୟକକୌଶଳ ବିଷୟରେ ଜଣାଇବା ଏହି…

ବାହୁବଳୀ ସିଙ୍ଗଡ଼ା ଖାଆନ୍ତୁ, ୭୧ ହଜାର ଟଙ୍କା ନିଅନ୍ତୁ

ଲକ୍ଷ୍ନୌ : ସମସ୍ତେ ଚାହାଁନ୍ତି ଅନ୍ୟମାନଙ୍କ ତୁଳନାରେ କିଛି ଭିନ୍ନ କରିବା । କାରଣ ଭିଡ଼ ଭିତରୁ ନିଆରା ପରିଚୟ ପାଇବା ପାଇଁ ଅନେକ ଆଗ୍ରହ ରଖନ୍ତି । ତେବେ ଉତ୍ତରପ୍ରଦେଶର ଜଣେ ମିଠାଦୋକାନୀ ଏଭଳି କିଛି ଭିନ୍ନ କରିବାକୁ ଉଦ୍ୟମ କରି ଚର୍ଚ୍ଚାକୁ ଆସିଛନ୍ତି । ୧୨ କେଜି ଓଜନର ସିଙ୍ଗଡ଼ାକୁ ଜଣେ…

ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକ ଶେଷ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାରର ସ୍ନାତକ ଶେଷ ସେମିଷ୍ଟାର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । କଳା ସମ୍ମାନରେ ପାସ୍ ହାର ୯୦.୫୯ ପ୍ରତିଶତ ରହିଥିବା ବେଳେ କଳା (ସାଧାରଣ)ରେ ପାସ୍ ହାର ୯୩.୦୧ ପ୍ରତିଶତ ରହିଛି । କଳାରେ ହାରାହାରି ମୋଟ୍ ପାସହାର ୯୦.୬୨ ପ୍ରତିଶତ ରହିଥିବା…

ଫ୍ଲପ୍ ପରେ ବି ପ୍ରଭାସଙ୍କ ଚାହିଦା କମୁନି : ‘ପ୍ରୋଜେକ୍ଟ କେ’ ପାଇଁ ନେବେ ୧୫୦ କୋଟି

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଅଭିନିତ ଫିଲ୍ମ ‘ଆଦିପୁରୁଷ’ ଫ୍ଲପ୍ ହୋଇଛି । ଏହି ଫିଲ୍ମ ଗତ ୧୬ ତାରିଖରେ ରିଲିଜ୍ ହେବା ମାତ୍ରେ ହିଁ ବିବାଦ ଦେଖାଦେଲା । ନିମ୍ନମାନର କାହାଣୀ ଓ ସଂଳାପକୁ ନେଇ ବିବାଦ ଉପୁଜିଲା । ବିଭିନ୍ନ ସ୍ଥାନରେ ଫିଲ୍ମକୁ ବ୍ୟାନ୍ କରିବାକୁ ମଧ୍ୟ ଦାବି ହେଲା ।…