ଓଟିଟିରେ ନଜର ଆସିଲେ ଐଶ୍ୱର୍ଯ୍ୟା: ରିଲିଜ୍ ହେଲା ପିଏସ-୨
ମୁମ୍ବାଇ: ଏବେ ବଲିଉଡ଼ର ଅନେକ ବଡ଼ ବଡ଼ ଅଭିନେତା ଅଭିନେତ୍ରୀ ଓଟିଟିରେ କାମ କରିବାକୁ ପସନ୍ଦ କରୁଛନ୍ତି । ଅନେକ କଳାକାର ଓଟିିଟିରେ କାମ କରିଥିବା ବେଳେ ଏବେ ଐଶ୍ୱର୍ଯ୍ୟା ରାୟ ମଧ୍ୟ ଓଟିଟିରେ ନଜର ଆସିଛନ୍ତି । ନିକଟରେ ଓଟିଟି ପ୍ଲାଟଫର୍ମରେ ତାଙ୍କର ଏକ ଫିଲ୍ମ ପିଏସ-୨ ରିଲିଜ୍ ହୋଇଯାଇଛି ।…