Latest Odisha News

BREAKING NEWS

ଭାଷା ଭାଗବତ : ସତ୍ୟ-ସଂପୃକ୍ତ ବାଣୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯା ନୁହେଁ ନିଜ ଅନୁଭୂତି ତାହା ହିଁ ଲେଖୁଥିଲେ ନିତି ହୁଏନି ଭାଷାର ଉନ୍ନତି ଜାଗେନି ମନେ ଭାଷା-ପ୍ରୀତି ପଠିତ କଥା ଲେଖି ପୁଣି ପୃଷ୍ଠାରେ ଦେଲେ ସୁଦ୍ଧା ବୁଣି ଭାଷାର ବିକାଶ, ବର୍ଧନ ସ୍ଥଗିତ ରହେ ବହୁ ଦିନ…

ଜି-୨୦ ସମ୍ମିଳନୀ, ଚତୁର୍ଥ ଶିକ୍ଷା ୱାର୍କିଂ ଗ୍ରୁପ ଏବଂ ମନ୍ତ୍ରିସ୍ତରୀୟ ବୈଠକରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ

ପୁନେ: ମହାରାଷ୍ଟ୍ର ପୁନେରେ ଅନୁଷ୍ଠିତ ଚତୁର୍ଥ ଶିକ୍ଷା ୱାର୍କିଂ ଗ୍ରୁପ ଏବଂ ମନ୍ତ୍ରିସ୍ତରୀୟ ବୈଠକରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଜି-୨୦ ବୈଠକରେ ଉଦଘାଟନୀ ସମାରୋହରେ ବିଭିନ୍ନ ଦେଶର ମନ୍ତ୍ରୀ, ପ୍ରତିନିଧିମଣ୍ଡଳୀ ଓ ୟୁନେସ୍କୋ, ୟୁନିସେଫ ଓ ଓଇସିଡି ସହ କଲେ ଆଲୋଚନା।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ବିଷୟରେ ଆଲୋଚନା ଜାରି ରହିଛି। ଏହି କ୍ରମରେ ଶ୍ରୀଜୀଉମାନଙ୍କ ଅବକାଶ ନୀତି ସରିବା ପରେ ଠାକୁରମାନେ ସକାଳ ଭୋଗ ନଖାଇ ଆଗ ଭକ୍ତମାନଙ୍କୁ ଦର୍ଶନ ଦେଲେ, ତାପରେ ରୋଷ ହୋମ…

୨୪ ବିଜେଡି ବିଧାୟକଙ୍କୁ ନବୀନ ଭେଟିଥିବା ସୂଚନା, ଜୋର ଧରିଲା ଆଗୁଆ ନିର୍ବାଚନ ଚର୍ଚ୍ଚା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଜୁନ ୨୦ ତାରିଖରେ ନବୀନ ନିବାସରେ ୨୪ ଦଳୀୟ ବିଧାୟକଙ୍କ ସହ ବୈଠକ କରି ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ଆଗାମୀ ଦିନରେ ଟିକେଟ ପାଇବା ସମ୍ଭାବନା ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି। ଚଳିତ ବିଧାନସଭାର କାର୍ଯ୍ୟକାଳ ମେ'…

ବାହାନଗା ଦୁର୍ଘଟଣା ପରେ ବଡ଼ କାର୍ଯ୍ୟାନୁଷ୍ଠାନ, ବଡ଼ ପଦବୀରେ ଥିବା ଅଧିକାରୀଙ୍କର ହେଲା ବଦଳି

ଖଡଗପୁର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତୀୟ ରେଳ ବିଭାଗ ଦକ୍ଷିଣ ପୂର୍ବ ରେଳର ଖଡଗପୁର ଡିଭିଜନର ଡିଆରଏମ, ପିସିଏସଟିଇ, ପିସିଏସଓ ଏବଂ ପିସିସିସିଏମ ଭଳି ପଦାଧିକାରୀଙ୍କ ଅନ୍ୟତ୍ର ବଦଳି କରାଯାଇଛି। ଏବେ ନୂଆ ଡିଆରଏମ୍ ହେବ କେ.ଆର…

ୟୁଏସ କଂଗ୍ରେସରେ ଗୁଞ୍ଜରିତ ହେଲା ମୋଦୀ ମୋଦୀ ନାରା, ପ୍ରଧାନମନ୍ତ୍ରୀ କହିଲେ ‘ଏଆଇ’ର ଅର୍ଥ ଆମେରିକା,…

ଓ୍ୱାଶିଂଟନ: କ୍ୟାପିଟାଲ ହିଲରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ସଂସଦକୁ ସମ୍ବୋଧିତ କରିଛନ୍ତି। ସେ କ୍ୟାପିଟାଲ ହିଲରେ ପହଞ୍ଚିବା ମାତ୍ରେ ସଂସଦ ମୋଦୀ-ମୋଦିଙ୍କ ନାରାରେ ଗୁ଼ଞ୍ଜରିତ ହୋଇଥିଲା। ତାଙ୍କୁ ଏହି ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାର…

ଗଣତନ୍ତ୍ର ଲୋକଙ୍କ ଡିଏନରେ ଅଛି, ଭାରତରେ କୌଣସି ପ୍ରକାର ଭେଦଭାବ ହୁଏ ନାହିଁ: ପ୍ରଧାନମନ୍ତ୍ରୀ

ଓ୍ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଉଭୟ ଦେଶର ନେତା ମିଳିତ ସାମ୍ବାଦିକ ସମ୍ମିଳନୀରେ ଏକ ବିବୃତ୍ତି ଜାରି କରି ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଚରାଯାଇଥିଲା ଯେ ଭାରତ ସରକାର ସଂଖ୍ୟାଲଘୁମାନଙ୍କ ପାଇଁ…

ଆମେରିକାରୁ ପାକିସ୍ତାନକୁ ମୋଦୀଙ୍କ ଚେତାବନୀ, କହିଲେ ଆତଙ୍କବାଦ ବିରୋଧରେ ଠୋସ୍ ପଦକ୍ଷେପ ଜରୁରୀ

ନ୍ୟୁୟର୍କ: ଆମେରିକା ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହ୍ୱାଇଟ ହାଉସରେ ପହଞ୍ଚିଥିଲେ। ଏଠାରେ ତାଙ୍କୁ ରେଡ କାର୍ପେଟରେ ଏକ ବଡ଼ ସ୍ୱାଗତ କରାଯାଇଥିଲା। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପତ୍ନୀ ଜିଲ ବାଇଡେନ ମୋଦୀଙ୍କୁ ସ୍ବାଗତ କରିଥିଲେ।…

ବିଜୁଳି କାଟକୁ ନେଇ ବର୍ଷିଲା ବିଜେପି, କହିଲା ‘ଟାଟା ପାୱାର ସହ ଚୁକ୍ତି ବାତିଲ୍ କରୁ ରାଜ୍ୟ ସରକାର’

ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ମୁଖ୍ୟମନ୍ତ୍ରୀ ବୋଲି ସର୍ବଦା ବାଃ ବାଃ ନେଉଥିବାବେଳେ ବିଜୁଳି ସମସ୍ୟା ତାଙ୍କର ଅସଲ ମୁଖାକୁ ପଦାରେ ପକାଇଛି । ଓଡ଼ିଶାରେ ସର୍ବଦା ଅଘୋଷିତ ବିଦ୍ୟୁତ କାଟ ହେଉଥିବାରୁ ସାଧାରଣ ଉପଭୋକ୍ତା ଯମ ଯନ୍ତ୍ରଣା ଅନୁଭବ କରୁଛନ୍ତି । ରାଜ୍ୟ ସରକାରଙ୍କ ମୌଳିକ ଅଧିକାର…

ହୋମଗାର୍ଡଙ୍କ ଦୈନିକ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ହୋମଗାର୍ଡଙ୍କ ଦୈନିକ ଭତ୍ତା ବୃଦ୍ଧି କରିଛନ୍ତି । ଗୁରୁବାର ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ହୋମ୍ ଗାର୍ଡଙ୍କ ଡ୍ୟୁଟି କଲ୍ ଅପ୍ ଭତ୍ତା ଦୈନିକ ୪୨୩ ଟଙ୍କାରୁ ୫୫୩ ଟଙ୍କାକୁ ବୃଦ୍ଧି କରାଯାଇଛି ।…