Latest Odisha News

ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ ଅବଧି ୨୬ ତାରିଖ ଯାଏ ବୃଦ୍ଧି

ଭୁବନେଶ୍ୱର: ଏକାଦଶ ଶ୍ରେଣୀ ପାଇଁ ସାମ୍ସ (SAMS) ପୋର୍ଟାଲ ଜରିଆରେ ଆବେଦନ ତାରିଖକୁ ବୃଦ୍ଧି କରାଯାଇଛି । ଜୁନ୍ ୨୦ ତାରିଖ ପରିବର୍ତ୍ତେ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ଅବଧି ବୃଦ୍ଧି କରାଯାଇଥିବା ସୂଚନା ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପ୍ରଥମ ମେଧା ତାଲିକା…

ଦୁନିଆର ସବୁଠୁ ଛୋଟ ମଣିଷ: ବୟସ ୨୦ ବର୍ଷ, ଉଚ୍ଚତା ୨ ଫୁଟ

ଇରାନ: ତୁର୍କୀର ସୁଲତାନ କୋଶନ ଦୁନିଆର ସବୁଠୁ ଉଚ୍ଚତମ ବ୍ୟକ୍ତି ଭାବେ ପରିଚିତ । ତାଙ୍କର ଉଚ୍ଚତା ହେଉଛି ୮ ଫୁଟ ୩ ଇଞ୍ଚ । ତାଙ୍କ ନାମ ଗିନିଜ ବୁକ୍‌ରେ ମଧ୍ୟ ରେକର୍ଡ କରାଯାଇଛି । କିନ୍ତୁ ଆପଣ ଜାଣନ୍ତି କି ଦୁନିଆର ସବୁଠାରୁ ଛୋଟ ବ୍ୟକ୍ତି କିଏ? ଦୁନିଆର ସବୁଠାରୁ ଛୋଟ ବ୍ୟକ୍ତି ଇରାନରେ…

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ; ଏହି ଖାସ ୨୪ ବ୍ୟକ୍ତିଙ୍କୁ ଭେଟିବେ

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଏହି ଅବସରରେ ଖାସ ୨୪ ଜଣଙ୍କୁ ଭେଟିବେ । ପ୍ରଧାନମନ୍ତ୍ରୀଙ୍କର ଏହି ସରକାରୀ ଗସ୍ତ ଅବସରରେ ଭାରତ-ଆମେରିକା ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଡିଲ ହୋଇପାରେ । ଏଥିସହିତ ଆମେରିକା ଟପ କମ୍ପାନୀର ମୁଖ୍ୟଙ୍କୁ ଭେଟି ପାରନ୍ତି ।…

‘ତାରକ୍ ମେହେତା କା ଉଲ୍‌ଟା ଚଷମା’ର ପ୍ରଯୋଜକଙ୍କ ବିରୋଧରେ ଯୌନ ଶୋଷଣ ମାମଲା

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ହାସ୍ୟ ଧାରାବାହିକ ‘ତାରକ୍ ମେହେତାକା ଉଲ୍‌ଟା ଚଷମା’ର ପ୍ରଯୋଜକ ଅସିତ ମୋଦୀଙ୍କ ବିରୋଧରେ ଯୌନ ଶୋଷଣ ମାମଲା । ଏଥିସହିତ ଧାରାବାହିକର ଅପରେଶନ ହେଡ ସୋହେଲ ରମାଣି ଏବଂ କାର୍ଯ୍ୟନିର୍ବାହୀ ନିର୍ମାତା ଜତିନ ବଜାଜଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ହେଲେ…

ତାତିରୁ ତ୍ରାହି, କାଲିଠୁ ରାଜ୍ୟରେ ବର୍ଷା… ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଅସହ୍ୟ ତାତିରୁ ମିଳିବ ତ୍ରାହି । କାଲିଠୁ ରାଜ୍ୟରେ ହେବ ବର୍ଷା । ଏବେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଂଶ ସହ ଗ୍ୟାଙ୍ଗେଟିକ୍ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ୨ରୁ ୩ ଦିନ ମଧ୍ୟରେ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ,…

ପାତାଳୀ ଶ୍ରୀକ୍ଷତ୍ରରେ ରଥଯାତ୍ରା; ୨୦୦ ଫୁଟ ଉପରୁ ପହଣ୍ଡିରେ ଆସିଲେ ତିନି ଠାକୁୁର

ସୋନପୁର:ସୁବର୍ଣ୍ଣପୁର ଜିଲ୍ଲା ପାତାଳୀ ଶ୍ରୀକ୍ଷତ୍ରରେ ପାଳିତ ହୋଇଯାଇଛି ରଥଯାତ୍ରା ।   କୋଟ ସମଲାଇର ଛଳିଆ ପାହଡର ଶ୍ରୀମନ୍ଦିରରୁ  ଘୋଷଯାତ୍ରା ବାହାରି ଥିଲେ ଭାଇ ଭଉଣୀ ସହ ଶ୍ରୀଜଗନ୍ନାଥ  । ସବୁଜ ବନାନୀ ପରିବେଷ୍ଟିତ ଛଳିଆ ପାହଡର ଉପରୁ ତଳକୁ   ପହଣ୍ଡି ବିଜେ ହୋଇ ଆସିଥିଲେ ତିନି …

ଡିଗ୍ରୀ ହାସଲ ସମୟରେ ଛାତ୍ରୀ ହସିଦେଲେ: ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଦେଲେନି ଡ଼ିଗ୍ରୀ

ନ୍ୟୁୟର୍କ: ସାଧାରଣତଃ ଡିଗ୍ରୀ ହାସଲ ଗ୍ରହଣ କରିବା ସମୟରେ ପ୍ରତ୍ୟେକ ଛାତ୍ରଛାତ୍ରୀ ବେଶୀ ଉତ୍ସାହିତ ହୋଇପଡ଼ନ୍ତି । ଏଥିରେ କିଛି ନୂଆ କଥା ନାହିଁ । କିନ୍ତୁ ଆମେରିକାର ଏକ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ରୀ ଡିଗ୍ରୀ ଗ୍ରହଣ କରିବା ପାଇଁ ମଞ୍ଚଉପରକୁ ଯିବା ସମୟରେ ଖୁସିରେ ଟିକେ ହସିଦେବା ସହ…

ଛାଡପତ୍ର ପରେ ଭରଣପୋଷଣ ପାଇଁ ପତ୍ନୀଙ୍କୁ ଦେଲେ ୭ଟି ବସ୍ତାରେ ୫୫ ହଜାର କଏନ

ଜୟପୁର:ଜୟପୁରରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ କୋର୍ଟରେ ଏକ ଛାଡପତ୍ର ମାମଲାରେ ପତ୍ନୀଙ୍କୁ ଭରଣପୋଷଣ ପାଇଁ ବ୍ୟକ୍ତିଜଣଙ୍କ ୭ଟି ବସ୍ତାରେ ୫୫ ହଜାର କଏନ ପ୍ରଦାନ କରିଛନ୍ତି । ପତ୍ନୀ ଏଥିନେଇ ବିରକ୍ତ ହେବା ସହ ଏହା ମାନସିକ ଯନ୍ତ୍ରଣା ବୋଲି କହିଥିଲେ । ଜବାବରେ ପତି…

ଟ୍ରକ ଡ୍ରାଇଭରଙ୍କ କ୍ୟାବିନରେ ଏସି ଲାଗିବା ବାଧ୍ୟତାମୂଳକ ହେବ-ନୀତିନ ଗଡକରୀ

ନୂଆଦିଲ୍ଲୀ: ଟ୍ରକ  ଡ୍ରାଇଭରଙ୍କ କ୍ୟାବିନରେ ଏସି ଲଗାଇବା ହେବ ବାଧ୍ୟତାମୂଳକ । ଖୁବ ଶୀଘ୍ର ପ୍ରତି ଟ୍ରକରେ ଏସି ଲାଗିବ । ଏମିତି ଆଶ୍ୱସ୍ତିକର ଖବର ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ । କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏକ ଅଟୋ ଇଣ୍ଡଷ୍ଟ୍ରୀ…

ବଜରଙ୍ଗବାଲୀ ଭଗବାନ ନୁହନ୍ତି; ଏପରି କିଛି କହିଲେ ମନୋଜ ମୁନ୍ତାଶିର

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ଅଭିନେତ୍ରୀ କ୍ରିତି ସାନନଙ୍କ ଅଭିନିତ ଫିଲ୍ମ ‘ଆଦିପୁରୁଷ’ ଗତ ୧୬ ତାରିଖରେ ରିଲିଜ ହୋଇଯାଇଛି । ରିଲିଜ୍ ହେଉ ହେଉ ଏହାର ସଂଳାପ ଓ କାହାଣୀକୁ ନେଇ ବିବାଦ ଦେଖାଦେଇଛି । ଏଥିସହ ଫିଲ୍ମରେ ‘ରାମାୟଣ’ର ଚରିତ୍ର ସବୁକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି…