ଭିଏତନାମକୁ ‘ଆଇଏନଏସ କ୍ରିପାଣ’ ଯୁଦ୍ଧପୋତ ଉପହାର ଦେଲା ଭାରତ
ନୂଆଦିଲ୍ଲୀ:କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗତକାଲି ଅର୍ଥାତ ସୋମବାର ଭିଏତନାମ ରକ୍ଷାମନ୍ତ୍ରୀ ଜେନରାଲ ଫାନୱାନ ଗିୟାଙ୍ଗଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କିତ ପ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ବିଶେଷ କରି ଦୁଇ…