Latest Odisha News

BREAKING NEWS

ନୂଆପଡ଼ାରେ ଟ୍ରମା କେୟାର୍ ସେଣ୍ଟର ପାଇଁ ୭୫.୭୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଧୂନିକ ଟ୍ରମା କେଆର୍ କେନ୍ଦ୍ର ନିର୍ମାଣ ନିମନ୍ତେ ରାଜ୍ୟ ସରକାର ୭୫.୭୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପ୍ରକଳ୍ପର ଖର୍ଚ୍ଚ ଆକଳନକୁ ପ୍ରଶାସନିକ ଅନୁମୋଦନ ଦେଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ…

ବାଥ୍‌ରୁମ ସାୱାର ଉପରେ ବସିଥିଲା ବିରାଟକାୟ ଅଜଗର

ଅଷ୍ଟ୍ରେଲିଆ: ସାପ ବିଷଧର ହେଉ ବା ବିଷହୀନ, ସାପର ନାଁ ଶୁଣିଲେ ଯେ କେହି ଲୋକ ଭୟଭୀତ ହୋଇପଡ଼ନ୍ତି । ଯଦି ଆପଣ ଅପ୍ରସ୍ତୁତ ଅଛନ୍ତି ଓ ଏତିକି ବେଳେ କୌଣସି ସାପ ଆପଣଙ୍କ ସାମ୍ନାକୁ ଆସିଗଲା, ହଠାତ୍ କ’ଣ କରିବେ ଆପଣ ? ଏ କ୍ଷେତ୍ରରେ ଅନେକ ଲୋକ ପ୍ରାଣବିକଳରେ ଦୌଡ଼ିଥାନ୍ତି । ତାଛଡ଼ା ଅନେକ ସମୟରେ…

ଆଦିପୁୁରୁଷକୁ ନେଇ ମୁହଁ ଖୋଲିଲେ ପ୍ରେମ ସାଗର:ରାବଣଙ୍କୁ ଖଳନାୟକ ଭାବେ ଚିତ୍ରଣ କରାଯାଇଛି

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହୋଇଛି । ଏହି ଫିଲ୍ମ ରିଲିଜ୍ ହେଉ ହେଉ ଦେଖାଦେଇଛି ବିବାଦ । ଓମ୍ ରାଉତଙ୍କ ଏହି ଫିଲ୍ମରେ ରାମାୟଣ ଓ ପ୍ରଭୁ ରାମଙ୍କୁ ଅପମାନିତ କରାଯିବା ସହ ଏହା ହିନ୍ଦୁଙ୍କ ଭାବାବେଗକୁ ଆଘାତ କରିଛି ବୋଲି ଅଭିଯୋଗ ହୋଇଛି ।…

କ୍ଷତ ବିକ୍ଷତ ଥିବା ହାତୀର ମୃତ ଦେହ ଉଦ୍ଧାର, ସ୍ଥାନୀୟ ଲୋକଙ୍କ ଦାବି

ଅନୁଗୁଳ: ଏକାଧିକ ଗୁଳି ବାଜି କ୍ଷତବିକ୍ଷତ ହୋଇଥିବା ଏକ ଦନ୍ତାହାତୀର ଶବ ଉଦ୍ଧାର ହୋଇଛି। ଅନୁଗୁଳ ବନ ଖଣ୍ଡ ଅଧୀନରେ ଥିବା ସାତକୋଶିଆର ଜିଲିନ୍ଦା ରେଞ୍ଜର ଏହି ଦନ୍ତା ହାତୀର ଗଳିତ ଶବକୁ ଉଦ୍ଧାର କରିଛନ୍ତି। ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଆସିଥିବା ସ୍ଥାନୀୟ ବ୍ୟକ୍ତିମାନେ ଏହି…

ଦିନକରେ ଦୁଇ ଅଘଟଣ; ରାୟଗଡ଼ାରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍, ଢେଙ୍କାନାଳରେ ଲାଗିଲା ନିଆଁ

ରାୟଗଡ଼ା/କାମାକ୍ଷାନଗର: ଭାରତୀୟ ରେଳବାଇ ପିଛା ଅଘଟଣ, ଦୁର୍ଘଟଣା ପିଛା ଛାଡ଼ୁନି । ଆଜି ଗୋଟିଏ ଦିନରେ ରାଜ୍ୟର ୨ଟି ସ୍ଥାନରେ ଟ୍ରେନ୍ ଦୁର୍ଘଟଣା ସାମ୍ନାକୁ ଆସିଛି । ରାୟଗଡ଼ାରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍ ହୋଇଥିବା ବେଳେ ଢେଙ୍କାନାଳରେ ମାଲବାହୀ ଟ୍ରେନରେ ନିଆଁ ଲାଗି ଯାଇଛି ।…

ମନରେଗାରେ ନିର୍ମିତ ଖେଳ ପଡ଼ିଆରେ ଅନିୟମିତତା ଅଭିଯୋଗ, କାମ ବନ୍ଦ କଲେ ଗାଁ ଲୋକେ

ବାଲେଶ୍ୱର: ଭୋଗରାଇ ବ୍ଲକ ଅନ୍ତର୍ଗତ ଡୁବାସାହି ଗାଁର ବାସିନ୍ଦା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ ମଧ୍ୟରେ ଏକ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ଏକ ନିର୍ମାଣ ପ୍ରକଳ୍ପକୁ ଅଟକାଇଛନ୍ତି। ଖବର ଅନୁଯାୟୀ, ଗୟା ପ୍ରସାଦ ଉଚ୍ଚ ବିଦ୍ୟାଳୟରେ ଏକ ଖେଳ…

ମଣିପୁର ହିଂସାକୁ ନେଇ ବର୍ଷିଲେ ସୁବ୍ରମଣିଆନ୍ ସ୍ୱାମୀ, କହିଲେ ‘ଅମିତ ଶାହଙ୍କୁ ଖେଳ ମନ୍ତ୍ରଣାଳୟକୁ ପଠାଅ’

ନୂଆଦିଲ୍ଲୀ: ଦେଢ଼ ମାସ ହେଲା ଜଳୁଛି ଉତ୍ତରପୂର୍ବ ରାଜ୍ୟ ମଣିପୁର । ଦୁଇ ସମ୍ପ୍ରଦାୟ ମଧ୍ୟରେ ଦେଖା ଦେଇଥିବା ଉତ୍ତେଜନା ଅନେକ ଜୀବନ ନେଲାଣି । ଯାହାକୁ ନେଇ ଉଦବେଗ୍ ପ୍ରକାଶ କରିଛନ୍ତି ବିଜେପି ନେତା ସୁବ୍ରମଣିଆନ୍ ସ୍ୱାମୀ । ସେ ଶନିବାର ଟ୍ୱିଟ୍ କରି ମଣିପୁରରେ କେନ୍ଦ୍ରୀୟ ଶାସନ ଲାଗୁ ସହ…

୧୭ ବର୍ଷୀୟ ପାଇଲଟ୍ ୫୨ ଟି ଦେଶ ପରିଦର୍ଶନ କରି କଲେ ବିଶ୍ୱ ରେକର୍ଡ଼

ବ୍ରିଟେନ୍‌: ଯେଉଁ ବୟସରେ ତାଙ୍କ ଜୀବନ ବିଷୟରେ କୌଣସି ନିଷ୍ପତ୍ତି ଗ୍ରହଣ କରିବାର ଅଧିକାର ନାହିଁ, ରାସ୍ତାରେ କାର ଚଲାଇବା ତାଙ୍କ ପାଇଁ ସମ୍ପୂର୍ଣ୍ଣ ନିଷେଧ ଓ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ମିଳିପାରିବ ନାହିଁ, ସେହି ବୟସରେ ଜଣେ ପିଲା ଏପରି କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି । ଡ୍ରାଇଭିଂ…

ଏସିଆନ ଗେମ୍ସ ଟ୍ରାଏଲ ତାରିଖ ଘୁଂଚାଇବାକୁ ଦାବୀ କଲେ ରେସଲର

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ଓ ବିଜେପି ଏମପି ବ୍ରିଜଭୂଷଣ ଶରଣ ସିଂଙ୍କ ବିପକ୍ଷରେ ଚାର୍ଜଶିଟ ଦାଖଲ ହେବା ପରେ ରେସଲର୍ସଙ୍କ ବିବାଦ ନୂଆ ମୋଡ ନେଇଛି । ଆନ୍ଦୋଳନ ପରେ ରେସଲରମାନେ ଏବେ ଏସିଆନ ଗେମ୍ସ ଟ୍ରାଏଲରେ ଅଂଶଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି । ଯାହାକୁ…

ରିଲିଜ୍‌ର ପ୍ରଥମ ଦିନ ପ୍ରାୟ ୧୫୦ କୋଟି ବ୍ୟବସାୟ କଲା ‘ଆଦିପୁରୁଷ’

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହୋଇଯାଇଛି । ଫିଲ୍ମ ରିଲିଜ୍‌ର ପ୍ରଥମ ଦିନରେ ହିଁ ଭଲ ବ୍ୟବସାୟ କରିଛି । ପ୍ରଥମ ଦିନ ପ୍ରାୟ ୧୫୦ କୋଟି ଟଙ୍କା ବ୍ୟବସାୟ କରିଛି । ଏହି ଫିଲ୍ମଟି ହିନ୍ଦୀ ବ୍ୟତୀତ ତେଲୁଗୁ, ମାଲାୟାଲମ୍ , ତାମିଲ, ଏବଂ କନ୍ନଡ…