Latest Odisha News

BREAKING NEWS

ଆଜି ମହାପ୍ରଭୁଙ୍କ ଅଣସରର ତ୍ରୟୋଦଶୀ ତିଥି, ଅନୁଷ୍ଠିତ ହେବ ଘଣା ଲାଗି ନୀତି

ପୁରୀ: ମହାପ୍ରଭୁଙ୍କ ଅଣସରର ତ୍ରୟୋଦଶୀ ତିଥି ହୋଇଥିବାରୁ ଆଜି ମହାପ୍ରଭୁଙ୍କ  ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି କରାଯିବା। ତା ସହିତ ଠାକୁରଙ୍କର ଖଡ଼ି ପ୍ରସାଦ ଲାଗି ମଧ୍ୟ ଅନୁଷ୍ଠିତ ହେବ। ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜିଉଙ୍କୁ ଘଣା ଲାଗି କରାଯିବା ରେ ଖଳି ଲାଗି ହେବ ତା…

ଓଡ଼ିଶା ଓ ଛତିଶଗଡ଼ ପୁଲିସର ମିଳିତ ଛଡ଼ାଉ, ଗିରଫ ଶିକାର ଗ୍ୟାଙ୍ଗ, ବାଘ ଛାଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ

ଉମରକୋଟ: ଦର୍ଘଦିନ ଧରି ବନ୍ୟଜନ୍ତୁ ଶିକାର କରି ଛାଲ ଓ ନଖ ବିକ୍ରି କରି ମାଲାମାଲ ହେଉଥିଲେ। ଗୁପ୍ତ ସୂଚନା ପାଇଁ ଗାଁରେ ଦୁଇଟି ରାଜ୍ୟରେ ପୁଲିସ ପଶି ଛଢ଼ାଉ କରିବାରୁ ବାଘ ଛାଲ ସହ ଗିରଫ ହୋଇଛନ୍ତି ଶିକାରୀ। ଓଡ଼ିଶା ସୀମାନ୍ତ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡ଼ା ପଞ୍ଚାୟତର…

ଇଣ୍ଟରନେଟ୍ ମାଧ୍ୟମରେ ହୋଟେଲ ବୁକିଂ କରୁଥିଲେ ସାବଧାନ! ଚାଲିଛି ହୋଟେଲ ବୁକିଂ ସ୍କାମ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ଆମେ ପ୍ରତ୍ୟେକ କାର୍ଯ୍ୟ କିମ୍ବା ଜିନିଷ କିଣିବା ପାଇଁ ଅନଲାଇନ ଉପରେ ନିର୍ଭର କରୁ। ଏହା ବୃତ୍ତିଗତ କାର୍ଯ୍ୟ ହେଉ କିମ୍ବା ପିଲାମାନଙ୍କର ଶିକ୍ଷା, ଇଣ୍ଟରନେଟ୍ ସବୁ ସ୍ଥାନରେ ବ୍ୟବହୃତ ହୁଏ। ଆମେ ସହର ବାହାରେ କୌଣସି ସ୍ଥାନକୁ ଯିବାକୁ ହେଲେ ପ୍ରଥମେ ହୋଟେଲ…

‘କୂ’ ଆପ୍ ମାଧ୍ୟମରେ କରିପାରିବେ ରୋଜଗାର, ଲଞ୍ଚ୍ ହେଲା ପ୍ରିମିୟମ୍ ପ୍ରୋଗ୍ରାମ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯଦି ଆପଣ ଟ୍ୱିଟରର ମାସିକ କିମ୍ବା ବାର୍ଷିକ ଯୋଜନା ନେବାକୁ ଚାହୁଁନାହାଁନ୍ତି ତେବେ ଆମେ ଆପଣଙ୍କୁ ଏକ ମାଇକ୍ରୋବ୍ଲଗିଂ ସାଇଟ୍ ବିଷୟରେ କହିବୁ, ଯାହା ଏହାର ପ୍ରିମିୟମ୍ ପ୍ରୋଗ୍ରାମ ଲଞ୍ଚ କରିଛି। ଏହି ସାଇଟ ହେଉଛି 'କୂ' । ଏହି 'କୂ' ଆପ୍ ମାଧ୍ୟମରେ…

ମାଟି ପୂଜନର ଗଣପର୍ବ ରଜ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ପ୍ରକୃତି ଓ ପରମ୍ପରାର ଏକ ମଧୁର ସମନ୍ୱୟ ଲୁଚି ରହିଛି । ସୂକ୍ଷ୍ମ ଦୃଷ୍ଟିରେ ଦେଖିଲେ ମାଟି ଓ ମୌସୁମୀର ମିଳନ ଏକ ଅପୂର୍ବ ପୁଲକ ଭରି ଦିଏ କୃଷକ ମନରେ । ପୃଥିବୀର ମାତୃତ୍ଵ କାମନା କରି ଜୟ ଗୀତ ଗାନ କରେ କୃଷକ । ଆଦ୍ୟ ଆଷାଢର ପ୍ରଥମ ବାରିପାତରେ ପୃଥିବୀ…

ଜମ୍ମୁ-କାଶ୍ମୀରରେ ଏନ୍‌କାଉଣ୍ଟର, ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷାକର୍ମୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ସହ ଆତଙ୍କବାଦୀ ମଧ୍ୟରେ ଚାଲିଛି ଗୁଳିବିନିମୟ। ଭାରତ-ପାକ୍ ସୀମା ଏଲଓସି ନିକଟରେ ଥିବା କୁପୱାଡା ଜିଲ୍ଲା ନିକଟରେ ଚାଲିଛି ଏନକାଉଣ୍ଟର। ମିଳିଥିବା ସୂଚନା ଅନୁଯାୟୀ, ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସ ମିଳିତ ଭାବେ ଏହି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୪୭)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ସେ ଜଣେ ବଡ଼ ଇଂଜିନିୟର ଥିଲେ କି ନଥିଲେ, ମୁଁ ସେକଥା ଭାବୁନି । ମୁଁ କେବଳ ଏତିକି ଜାଣେ ସେଡ଼୍ରିକ୍ ରୋଡ଼୍ରିଗେଜ୍ ଜଣେ ଅତ୍ୟନ୍ତ ସଂବେଦନଶୀଳ, ଦୟାଶୀଳ ଏବଂ ନିତାନ୍ତ ଭଦ୍ର ବ୍ୟକ୍ତି ଥିଲେ । ଜଣେ ଉତ୍ତମ…

ମଣିପୁରରେ ପୁଣି ହିଂସା, କେନ୍ଦ୍ର ମନ୍ତ୍ରୀ ଆରକେ ରଞ୍ଜନ ସିଂଙ୍କ ଘରେ ନିଆଁ ଲଗାଇଲେ ଉଗ୍ରବାଦୀ

ଇମ୍ଫାଲ: ଗୁରୁବାର ରାତିରେ ମଣିପୁରର ଇମ୍ଫାଲରେ କେନ୍ଦ୍ର ମନ୍ତ୍ରୀ ଆରକେ ରଞ୍ଜନ ସିଂଙ୍କ ଘରେ ନିଆଁ ଲଗାଇ ଦେଲେ ଉଗ୍ରବାଦୀ। ଅଧିକାରୀଙ୍କ କହିବାନୁସାରେ ଘଟଣା ସମୟରେ କେନ୍ଦ୍ର ମନ୍ତ୍ରୀ ଘରେ ନଥିଲେ। କେବଳ ଏତିକି ନୁହେଁ ନ୍ୟୁ ଚେକଅନରେ ଦୁଇଟି ଘର ମଧ୍ୟ ପୋଡି ଦେଇଛନ୍ତି ହିଂସା…

କବିତା : ରଜ ମଉଜ 

ବାସନ୍ତୀ ଲତା ଜେନା  ରଜ ଆସିଛିରେ ସଜବାଜ ହୋଇ ଖୁସିର ପସରା ନେଇ ଜୀବନ ସରସ ପର୍ବ ପର୍ବାଣୀରେ ରଜ ଦିଏତ ବତାଇ। (ଘୋଷା) ରଜ ପୂର୍ବ ଦିନ ସାଜସଜ୍ଜା ହୁଏ ରଜ ପାଇଁ ଆୟୋଜନ ପାରମ୍ପରିକ ଏ ପ୍ରଚଳିତ ପର୍ବ ଖୁସି ଆଣି ଦିଏ ଦିନ ପହିଲି ରଜରେ ପ୍ରତ୍ୟୁଷରୁ ଉଠି ସ୍ନାନ ଶୌଚ ହେଉ ଥାଇ…

ଭାଷା ଭାଗବତ : ଭୁଲ୍‌ ହୁଏନି, ଆମେ କରୁଁ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ 'ପୁରୋହିତ 'ରୁ 'ପୌରୋହିତ୍ୟ' ଶବ୍ଦ ହେଉଥିଲେ ହେଁ ଜାତ ଲେଖିବା ବେଳେ ଆମ ହାତ ଲେଖିପକାଏ ' ପୌରହିତ୍ୟ' ମନ ସହିତ ସ୍ବହସ୍ତର ସଂପର୍କ ହୋଇଲେ ଅସ୍ଥିର ଏପରି ଭୁଲ୍‌ ବାରଂବାର କରଇ ସ୍ବହସ୍ତ ଆମର 'ଭୂଗୋଳ' ସହ ମିଶି 'ଇକ'…