ଅଘୋଷିତ ବିଦ୍ୟୁତ କାଟକୁ ବିରୋଧ, ଆନ୍ଦୋଳନକୁ ବ୍ଯାପକ କରୁଛି ବିରୋଧୀ ବିଜେପି
ଭୁବନେଶ୍ୱର: ଅଘୋଷିତ ବିଜୁଳି କାଟକୁ ବିରୋଧ କରି ଗୁରୁବାର ବିଭିନ୍ନ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିଛି ଭାରତୀୟ ଜନତା ପାର୍ଟି। ବାଲେଶ୍ୱରର ବାଲିଆଠାରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହାତରେ ପ୍ଲାକାର୍ଡ ଧରି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।…