Latest Odisha News

BREAKING NEWS

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ମୁତୟନ ହେବେ କେନ୍ଦ୍ରୀୟ ସୁରକ୍ଷା ବଳ, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ମୁତୟନ ହେବେ କେନ୍ଦ୍ରୀୟ ସୁରକ୍ଷା ବଳ । ୪୮ ଘଣ୍ଟା ଭିତରେ ରାଜ୍ୟରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ । ଜୁଲାଇ ୮ ତାରିଖରେ ପଶ୍ଚିମବଙ୍ଗରେ ପଞ୍ଚାୟତ…

ମହିମା ପୀଠର ବିକାଶ ପାଇଁ ଖର୍ଚ୍ଚ ହେବ ୧୧୨ କୋଟି, ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ପ୍ରସ୍ତାବ

ଢେଙ୍କାନାଳ: ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର। କାୟାକଳ୍ପ ରେ ଆସିବ ପୁରା ପରିବର୍ତ୍ତନ। ଗତ ମେ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ୫T ଶ୍ରୀ ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ସାଧୁ ସନ୍ଥ ଓ ଭକ୍ତ ମାନଙ୍କ ସହିତ ପୀଠର ସମ୍ପୂର୍ଣ୍ଣ ରୁପାନ୍ତର…

ଛତିଶଗଡର ନାବାଳିକା ବଲାଙ୍ଗୀରରୁ ଉଦ୍ଧାର, ଯୁବକ ଗିରଫ

ବଲାଙ୍ଗୀର : ନିକଟରେ ଛତିଶଗଡ଼ର ଜଣେ ଯୁବକଙ୍କ ସହ ଫେରାର ହୋଇଯାଇଥିବା ଜଣେ ନାବାଳିକାକୁ ପୁଲିସ ସଫଳତାର ସହ ଉଦ୍ଧାର କରିଛି। ଫେରାର ହୋଇଯାଇଥିବା ନାବାଳିକା ଜଣଙ୍କୁ ବଲାଙ୍ଗୀର ଜିଲ୍ଲାରୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ନାବାଳିକା ଜଣକ ଘରୁ ନିଖୋଜ ହୋଇଯାଇଥିଲା।…

ସାଉଥ ସିନେମାରେ ଖଳନାୟକ ରୋଲ କରିବେ ଇମ୍ରାନ ହାସମୀ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ହୀରୋ ଇମ୍ରାନ ହାସମୀ ଖୁବ ଶୀଘ୍ର ଦକ୍ଷିଣ ଭାରତ ସିନେମାରେ ପାଦ ଥାପିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ସୁଜିତ ତାଙ୍କର ଆଗାମୀ ଗ୍ୟାଙ୍ଗଷ୍ଟାର ଫିଲ୍ମ ଓଜିରେ ଇମ୍ରାନଙ୍କୁ ଖଳନାୟକ ଭୂମିକା ଅଫର କରିଛନ୍ତି । ପବନ କଲ୍ୟାଣ ହୀରୋ ଭୂମିକାରେ ଅବତୀର୍ଣ୍ଣ ହେବେ । ଏହି…

ଅବହେଳାରୁ ବାହାନଗାରେ ଦୁର୍ଘଟଣା? ସିଗନାଲ ବ୍ୟବସ୍ଥାକୁ ନେଇ ଅବଗତ କରାଇଥିଲା ରେଳବାଇ ବୋର୍ଡ

ଭୁବନେଶ୍ୱର: ସିଗନାଲ ପଏଣ୍ଟର ରକ୍ଷଣାବେକ୍ଷଣ କାର୍ଯ୍ୟ ପରେ ସଠିକ୍ ପରୀକ୍ଷା ନକରି ସିଗନାଲ ଗିୟରକୁ ପୁନଃ ସଂଯୋଗ କରିବା ପାଇଁ ସିଗନାଲ କର୍ମଚାରୀମାନେ "ଶର୍ଟକଟ" ବ୍ୟବହାର କରୁଥିବାରୁ ରେଳବାଇ ବୋର୍ଡ ତାଗିଦ କରିଛି। ଜୁନ ୨ରେ ବାଲେଶ୍ବର ବାହାନାଗା ଟ୍ରେନ ଦୁର୍ଘଟଣା ପୂର୍ବରୁ ଏପରି ତାଗିଦ…

ଏମକେସିଜି ମେଡିକାଲର ପ୍ରଥମ ବର୍ଷ ପିଜି ଛାତ୍ରୀ ସୁଭାନୀଙ୍କ ସନ୍ଦେହଜନକ ମୃତ୍ଯୁ

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ କଲେଜର ପିଜି ପ୍ରଥମ ବର୍ଷ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଚର୍ମରୋଗ ବିଭାଗର ସୁଭାନୀ ପଟ୍ଟନାୟକ ନାମକ ଏହି ଛାତ୍ରୀଙ୍କୁ ତାଙ୍କ ହଷ୍ଟେଲ ରୁମ୍ରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପରେ ଡାକ୍ତରଖାନାରେ ଭର୍ତ୍ତି…

୧୯ ରେ ଲଢ଼ିବେ ସିନ୍ଦେ, ଉଦ୍ଧବ

ଭୁବନେଶ୍ୱର: ଚଳିତ ମାସ ୧୯ ତାରିଖରେ ମହାରାଷ୍ଟ୍ରରେ ମହଲଢ଼େଇ ଦେଖିବାକୁ ମିଳିବ। ୧୯ ତାରିଖରେ ଶିବସେନାର ପ୍ରତିଷ୍ଠା ଦିବସ ହୋଇଥିବାରୁ ସିନ୍ଦେ ଓ ଉଦ୍ଧବ ଗୋଷ୍ଠୀ ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଛନ୍ତି। ପୂର୍ବ ବର୍ଷ ଦୁଇ ଗୋଷ୍ଠୀ ଅଲଗା ଅଲଗା ଦଶହରା ରାଲି କରି ମୁହାଁମୁହିଁ…

୧୩୮ ଜଣଙ୍କ ବିବାହ ବିଚ୍ଛେଦ ରୋକିଥିବା ଓକିଲଙ୍କ ପରିବାର ଭାଙ୍ଗିଲା

ଅହମ୍ମଦାବାଦ: ଗୁଜରାଟର ଏକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ୧୬ ବର୍ଷ ଓକିଲାତି କ୍ୟାରିୟରରେ ୧୩୮ ଦମ୍ପତିଙ୍କ ବିବାହ ବିଚ୍ଛେଦ ରୋକିଥିବା ଜଣେ ଓକିଲଙ୍କ ବିବାହ କିନ୍ତୁ ତିଷ୍ଠି ପାରିନି । ଆର୍ଥୀକ ଅସୁବିଧା ଯୋଗୁ ତାଙ୍କର ବିବାହ ବିଚ୍ଛେଦ ଘଟିଛି । ତାଙ୍କ ଝିଅ ଏବେ ଓକିଲାତି…

କେଉଁଠି ପ୍ରଥମେ ବାତ୍ୟା ବିପର୍ଯ୍ୟୟ ସ୍ଥଳ ଭାଗ ଛୁଇଁଲା, ପବନର ବେଗ କେତେ ରହିଥିଲା?

ଅହମଦାବାଦ: ଗୁଜରାଟର ଜଖଉ ବନ୍ଦରରେ ବାତ୍ୟା 'ବିର୍ପଯ୍ୟୟ' ସ୍ଥଳଭାଗ ଛୁଇଁ ସାରିଛି। ଏହି ସମୟରେ ୧୨୫-୧୪୦ କିଲୋମିଟର ବଗେରେ ପବନ ବହୁଛି। ଏହା ପୂର୍ବରୁ ଗୁଜରାଟ ସରକାର ଉପକୂଳର୍ବତ୍ତୀ ଅଞ୍ଚଳର ୧୦ କିଲୋମିଟର ଦୂରତାରୁ ୭୪ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରି ସାରିଥିଲା। ସେମାନଙ୍କୁ ଏବେ…

ବିଜେପିକୁ ପ୍ରିୟଙ୍କା ଡର! ମୋଦି ଯିବେ ମଧ୍ୟପ୍ରଦେଶ

ଭୁବନେଶ୍ୱର: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କର୍ଣ୍ଣାଟକ ଢାଞ୍ଚାରେ ସେଠାରେ କାର୍ଯ୍ୟ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ଚେହେରା ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟପ୍ରଦେଶରେ ଜୋରଦାର ପ୍ରଚାର କରୁଛନ୍ତି। ଏପରିକି ଦଳ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀ ନର୍ମଦା…