ଟ୍ରେନ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କର ଏସସିବିରେ ମୃତ୍ୟୁ; ମୃତକଙ୍କ ସଂଖ୍ୟା ୨୮୯କୁ ବୃଦ୍ଧି
କଟକ: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୯କୁ ବୃଦ୍ଧି ପାଇଛି । କଟକ ଏସସିବିରେ ଚିକିତ୍ସିତ ହେଉଥିବା ଦୁର୍ଘଟଣାଗ୍ରସ୍ତ ଜଣେ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିବା ପରେ ଏହାର ସଂଖ୍ୟା ୨୮୮ରୁ ୨୮୯ରେ ପହଞ୍ଚିଛି। ମୃତକ ହେଉଛନ୍ତି ବିହାରର ବିଜୟ ପାଶୱାନ । ତାଙ୍କୁ…