ବଲିଉଡ୍ ଅଭିନେତା ମଙ୍ଗଲ ଢିଲନଙ୍କର କ୍ୟାନ୍ସରରେ ମୃତ୍ୟୁ
ମୁମ୍ବାଇ: ହିନ୍ଦୀ ଓ ପଞ୍ଜାବୀ ଫିଲ୍ମ ଅଭିନେତା ମଙ୍ଗଲ ଢିଲନଙ୍କର ଆଜି ସକାଳେ ପରଲୋକ ହୋଇଛି। ଗତ କିଛି ବର୍ଷ ହେଲା ସେ କ୍ୟାନସର ରୋଗରେ ଜୁଝୁଥିଲେ। ପଞ୍ଜାବର ଲୁଧିଆନା ସହରର ଥିବା ଏକ ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା ଚାଲିଥିଲା। ରବିବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏହି…