Latest Odisha News

BREAKING NEWS

୮ ବର୍ଷ ବାଳକର କମାଲ: ୩ ମିନିଟ୍‌ରେ ୧୧୦୦ ପନ୍‌ଚ ମାରି ବିଶ୍ୱ ରେକର୍ଡ଼

ହରିୟାଣା: ଯେଉଁ ବୟସରେ ସାଙ୍ଗସାଥୀ ସହ ଖେଳିବା କଥା, ସେହି ବୟସରେ ବିଶ୍ୱ ରେକର୍ଡ଼ କରିବା କମ୍ କଥା ନୁହେଁ । ହରିୟାଣାର ଜଣେ ୮ ବର୍ଷର ବାଳକ ମାତ୍ର ୩ ମିନିଟ୍‌ରେ ୧୧୦୦ ପନ୍‌ଚ ମାରି ବିଶ୍ୱ ରେକର୍ଡ଼ କରି ସମସ୍ତଙ୍କୁ ଚକିତ କରିଛନ୍ତି । କେବଳ ସେତିକି ନୁହେଁ, ସେ ୮ଟି ବିଶ୍ୱ ରେକର୍ଡ଼ କରିବା…

ରାହାନେଙ୍କ ଲଢ଼ୁଆ ବ୍ୟାଟିଂ ଯୋଗୁ ଫଲୋଅନ ଏଡାଇଲା ଭାରତ

ଲଣ୍ଡନ: ଚଳିତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟଶିପ ଫାଇନାଲର ତୃତୀୟ ଦିବସରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଫଲୋଅନ ଏଡାଇବାରେ ସଫଳ ହୋଇଛି । ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୬୯ ରନ ଜବାବରେ ଭାରତ ୨୯୬ ରନ କରି ୧୭୫ ରନରେ ପଛୁଆ ରହିଛି । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଅଜିଙ୍କ୍ୟ…

ବାହାନଗା ଷ୍ଟେସନରେ ରିଲେ ରୁମକୁ ସିଲ୍ କଲା ସିବିଆଇ, ଏବେ ରହଣୀ କରିବନି ଟ୍ରେନ୍

ବାଲେଶ୍ୱର: କାହିଁକି ବାହାନଗା ଷ୍ଟେସନରେ ଏତେ ବଡ଼ ଦୁର୍ଘଟଣା ଘଟିଲା । ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ତଦନ୍ତର ଦ୍ୱିତୀୟ ଦିନରେ କିଛି ରେଲୱେ ଅଧିକାରୀଙ୍କ ମୋବାଇଲ୍ ଫୋନକୁ ଜବତ କରାଯାଇଥିଲା । ଆଜି ସିବିଆଇ ବାହାନଗା ଷ୍ଟେସନର ରିଲେ ରୁମକୁ ସିଲ୍ କରିଛି । ଫଳରେ ରିଲେ ରୁମ୍ ସିଲ୍…

‘ଆଦିପୁରୁଷ’ର ୧୦ ହଜାର ଟିକେଟ ମାଗଣାରେ ବାଣ୍ଟିବେ ‘ଦ କଶ୍ମୀର ଫାଇଲ୍ସ’ର ପ୍ରଡ୍ୟୁସର

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛି । ଏହି ଫିଲ୍ମ ଆସନ୍ତା ୧୬ ତାରିଖରେ ରିଲିଜ୍ ହେବ । ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ର ପ୍ରଡ୍ୟୁସର ଅଭିଷେକ ଅଗ୍ରୱାଲ ଫିଲ୍ମ ଆଦିପୁରୁଷର ୧୦ ହଜାର ଟିକେଟ ମାଗଣାରେ ବଣ୍ଟନ କରିବେ । ଏହି ଟିକେଟସବୁ ତେଲେଙ୍ଗାନାରେ…

‘ମୁଖ୍ୟମନ୍ତ୍ରୀଙ୍କ ଆଶା ଯାହା ଥିଲା ହୁଏତ ପୂରଣ କରି ପାରିନି’: ରୋହିତ ପୂଜାରୀ

ଭୁବନେଶ୍ୱର: ନବୀନଙ୍କ କ୍ୟାବିନେଟରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ବାଦ୍ ପଡ଼ିଛନ୍ତି ରୋହିତ ପୂଜାରୀ । ମନ୍ତ୍ରୀ ପଦ ଯିବା ପରେ ରେଢାଖୋଲ ବିଧାୟକ ରୋହିତ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଆଶୀର୍ବାଦ ଦେଇଛନ୍ତି । ବିଗତ ଦିନରେ…

ସ୍ୱାମୀଙ୍କୁ ପସନ୍ଦ ହେଲାନି ପୁଚୁକା ଗାଲ: ସ୍ତ୍ରୀ ଏମିତି କରି ବସିଲେ,ଏବେ ଯିଏ ଦେଖୁଛି ସେ ଡ଼ରୁଛି

ୠଷ: ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି । ଆଉ ସେମାନଙ୍କର ନିଜର ପସନ୍ଦ ଏବଂ ନାପସନ୍ଦ ବି ଅଛି । ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ତାଙ୍କ ସ୍ତ୍ରୀ ତାଙ୍କ ଅନୁସାରେ ରହୁ । ଏଥିପାଇଁ କାହାର ଶରୀର ପରିବର୍ତ୍ତନ କରିବାକୁ ଚାପ ପକାଇବା ଉଚିତ୍ ନୁହେଁ । ଏବେ ସେମିତି ଏକ ଘଟଣା ସାମ୍ନାକୁ…

ଅଭିନେତାଙ୍କ କାର ଧକ୍କାରେ ପ୍ରାଣ ହରାଇଲେ ତାମିଲ ନିର୍ଦ୍ଦେଶକ ସରନ୍ ରାଜ

ମୁମ୍ବାଇ: ତାମିଲ ଅଭିନେତା ତଥା ନିର୍ଦ୍ଦେଶକ ସରନ୍ ରାଜ ଆଉ ନାହାନ୍ତି । କେ କେ ନଗରରେ ଏକ କାର ଦୁର୍ଘଟଣାରେ ଅଭିନେତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୯ ବର୍ଷ ହୋଇଥିଲା । ଗତ ୮ ତାରିଖ ରାତି ପ୍ରାୟ ସାଢ଼େ ୧୧ଟାରେ ସରନ୍ ଏକ ବାଇକ୍‌ରେ ଘରକୁ ଫେରୁଥିଲେ…

ବିବାହ ପୋଷାକ ପିନ୍ଧି ହୋଟେଲ ଖାଇବାକୁ ଗଲେ ମାଙ୍କ ସହ ୬ ଝିଅ

ଉଭୟ ପିତାମାତା ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର । କିନ୍ତୁ ସେମାନେ ମାଆ ସହିତ ଯେତେ ଜଡ଼ିତ, ପିତାଙ୍କ ସହିତ ସେତେ ଜଡ଼ିତ ହୋଇ ନଥାନ୍ତିି । ଏହି କାରଣରୁ, ସେମାନେ ନିଜ ମାଙ୍କ ସହିତ ଏକାଠି ବହୁତ ମଜା କରନ୍ତି । ସେହିପରି ମା ଏବଂ ଝିଅ ସାଙ୍ଗ ପରି ମିଶିଥାନ୍ତିି । ଏବେ ଜଣେ ମହିଳା ତାଙ୍କର ୬…

ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କୁ ସମ୍ମାନ ଜଣାଇ ଘୁଞ୍ଚିଲା ରିଲିଜ୍ ତାରିଖ, ୧୩ରେ ପରଦାକୁ ଆସିବ ‘ଲଭ୍ ଇନ୍ ଲଣ୍ଡନ’

ଭୁବନେଶ୍ୱର: ବାହାନାଗା ଟ୍ରେନ୍ ଦୁର୍ଘଟଣାରେ ମୃତାହତଙ୍କୁ ସମ୍ମାନ ଜଣାଇ ଓଡ଼ିଆ ଫିଲ୍ମ ‘ଲଭ ଇନ୍ ଲଣ୍ଡନ’ର ରିଲିଜ୍ ତାରିଖ ଘୁଞ୍ଚାଇ ଦିଆଯାଇଛି । ଏହି ଫିଲ୍ମ ୯ ତାରିଖରେ ରିଲିଜ୍ ହେବାର ଥିଲା । କିନ୍ତୁ ଏହା ଆସନ୍ତା ୧୩ ତାରିଖରେ ପରଦାକୁ ଆସିବ । ଏଥିସହ ଫିଲ୍ମର ଲାଭାଂଶର ୧୦ ଭାଗ ପୀଡିତଙ୍କ…

କ୍ରାଇମ ସିନ ରିକ୍ରିଏଟ ପାଇଁ ବ୍ରିଜଭୂଷଣଙ୍କ ଘରେ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ରେଫେରୀ ଜଗବୀର ସିଂ ସାକ୍ଷୀ ଦେବା ପରେ ଅଡୁଆରେ ପଡିଛନ୍ତି ସାଂସଦ ତଥା କୁସ୍ତିସଂଘ ଅଧ୍ୟକ୍ଷ  ବ୍ରିଜଭୂଷଣ  । ଦିଲ୍ଲୀ ପୋଲିସ କ୍ରାଇନ ସିନ ରିକ୍ରିଏଟ କରବା ପାଇଁ ଜଣେ ମହିଳା ପହିଲମାନଙ୍କୁ ନେଇ ତାଙ୍କ ଘରେ ପହଞ୍ଚିଛନ୍ତି । କୁସ୍ତିସଂଘ ଅଧ୍ୟକ୍ଷ ବ୍ରିଜ…