Latest Odisha News

BREAKING NEWS

ଆଫଗାନ ଗଭର୍ଣ୍ଣରଙ୍କ ଅନ୍ତିମ ସଂସ୍କାର ବେଳେ ବିସ୍ଫୋରଣ: ୧୫ ମୃତ, ୫୦ ଆହତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଫଗାନିସ୍ତାନରେ ଚାଞ୍ଚଲ୍ୟ। ବଦଖଶାନ ପ୍ରଦେଶର ଗଭର୍ଣ୍ଣରଙ୍କ ଅନ୍ତିମ ସଂସ୍କାର ବେଳେ ବିସ୍ଫୋରଣ। ଏହି ବିସ୍ଫୋରଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଆହତ ହୋଇଥିବା ସୂଚନା ରହିଛି। ବଦଖଶାନ ପ୍ରଦେଶର ରାଜଧାନୀ ଫୈଜାବାଦରେ ଏହି ବିସ୍ଫୋରଣ ଘଟିଛି ବୋଲି ପ୍ରଦେଶର…

୫୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ହେବ କି ନାଁ ସୂଚନା ଦେଲେ ଆର୍‌ବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: ଦୁଇ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର ଘୋଷଣା ପରେ ପ୍ରାୟ ୫୦ ପ୍ରତିଶତ ନୋଟ୍ ବ୍ୟାଙ୍କ୍‌କୁ ଫେରିଆସିଲାଣି। ବାକି ଟଙ୍କା ଧୀରେ ଧୀରେ ଫେରୁଛି ବୋଲି ଆର୍‌ବିଆଇ ଗଭର୍ଣ୍ଣ ଶକ୍ତିକାନ୍ତ ଦାସ କହିଛନ୍ତି। ଏହାର ଭିତରେ ୫୦୦ ଟଙ୍କିଆ ନୋଟ୍‌କୁ ପ୍ରତ୍ୟାହାର ନେଇ ଗୁଜବ ଉଠିଲାଣି।…

ପୂର୍ବ କାଳରୁ ଝିଅମାନ ୧୭ ବର୍ଷର ମାଆ ହେଉଥିଲେ, ଗର୍ଭପାତ ସମ୍ପର୍କିତ ମାମଲାର ଶୁଣାଣି କରି ଏପରି କହିଲେ କୋର୍ଟ

ଗାନ୍ଧୀନଗର: ଗର୍ଭପାତ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଗୁଜରାଟ ହାଇକୋର୍ଟ ଯେଉଁ ବୟାନ ଦେଇଛନ୍ତି ତାକୁ ନେଇ ଚର୍ଚା ହେଉଛି। ପୂର୍ବ କାଳରେ ଝିଅମାନେ ୧୪-୧୫ ବର୍ଷରେ ବିବାହ କରୁଥିଲେ। ୧୭ ବର୍ଷରେ ମାଆ ହେଉଥିଲେ ବୋଲି କହିଛନ୍ତି କୋର୍ଟ। କେବଳ ସେତିକି ନୁହେଁ ଏକିଲଙ୍କୁ ମନୁ ଶ୍ରୁତି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୪୦)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ମୁଁ ଭାବୁଛି, ସେ ସ୍ୱପ୍ନଟା ଏପର୍ଯ୍ୟନ୍ତ ତା\' ମନରୁ ଯାଇନି । ଏମିତିରେ ବି ସେ ଖୁବ୍‌ ହାଲ୍‌କା ଫୁଲ୍‌କା, ଏବଂ ଜମା ବି ସିରିୟସ୍ ନୁହଁ...” ସମୀରା ଚୁପ୍‌ଚୁପ୍ କରି ସିଡ଼୍‌କୁ କହିଲା, “ହୁଁ, ମତେ ତ ଏତେ…

ପାଟଣାଗଡ଼ରେ ଚାଞ୍ଚଲ୍ୟ, ବୋମା ବିସ୍ଫୋରଣରେ ଯୁବକ ଗୁରୁତର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକରେ ବୋମା ବିସ୍ଫୋରଣ। ଉକ୍ତ ବ୍ଲକର ବିଲେଇସାଥୀ ଗାଁ ନିକଟରେ ପରିତ୍ୟକ୍ତ ଅବସ୍ଥାରେ ଏକ ପଲିଥିନ ଭିତରେ ଥିବା ବୋମା ହେଲା ବିସ୍ଫୋରଣ। ଏହି ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ ଉକ୍ତ ଗ୍ରାମର ହେମସାଗର…

ଭାଷା ଭାଗବତ : ପ୍ରକୃତି ବିଧାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସମ୍ପର୍କ୍କିତ କି ସଂପର୍କିତ ସମ୍ବର୍ଦ୍ଧିତ କି ସଂବର୍ଧିତ ବାଛିଲେ ଦ୍ବିତୀୟ ପ୍ରକାର ଲିପିର ଗତି ଦ୍ରୁତତର ହେବାର ଅଛି ସଂଭାବନା ତେବେ ବି ହେଉନାହିଁ ଘେନା ମନରେ କେଉଁ ଦୁର୍ଭାବନା ରଖି କରିଚାଲିଛୁଁ ମନା ଯେ କେହି…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକ ଆଲୋଚନାର ଶେଷ ପର୍ଯାୟରେ ଆଉ ଦୁଇଟି କରଣ ସେବା ଆଲୋଚିତ ହେବ। ପ୍ରଥମେ ବେହେରା କରଣ, ଓ ଦ୍ଵିତୀୟରେ ଚାଉଳବଛା କରଣ। ଏହି ବେହେରା କରଣ ସେବାଟି ମଧ୍ୟ ଏକ…

ଅଣସର ପିଣ୍ଡିରେ ଗୁପ୍ତନୀତି, ଆଜି ଶ୍ରୀଜିଉଙ୍କ ଫୁଲୁରି ତେଲ

ପୁରୀ : ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପଡିଛନ୍ତି ଚତୁର୍ଦ୍ଧାମୁର୍ତ୍ତି । ଅଣସର ଘରେ ଦଇତାପତି ଓ ମହାପାତ୍ର ସେବକ ମାନେ ନିଷ୍ଠାର ସହ କରୁଛନ୍ତି ଚିକିତ୍ସା। ଅଣସର ପିଣ୍ଡିରେ ଚାଲିଛି ଗୁପ୍ତନୀତି। ଜ୍ୟେଷ୍ଠ କୃଷ୍ଣ ପ୍ରତିପଦଠାରୁ ଚତୁର୍ଥୀ ତିଥି ମଧ୍ୟରେ…

ଓଟିପି ସେୟାର କରି ପାକିସ୍ତାନୀ ଗୁଇନ୍ଦା ଅଧିକାରୀ ସହ ଲିଙ୍କ ଅଭିଯୋଗ, ଗିରଫ କଲା ଏସଟିଏଫ୍

ଭୁୂୂବନେଶ୍ୱର: ପାକିସ୍ତାନୀ ଗୁଇନ୍ଦା କର୍ମଚାରୀଙ୍କ ସହ ଓଟିପି ସେୟାରିଂ ସ୍କାମର ତଦନ୍ତ ଚାଲିଥିବା ବେଳେ ବୁଧବାର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଆଉ ଏକ ଗିରଫ କରିଛି। ଗିରଫ ଯୁବକ ଜଣକ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ମହିତାମା ଗ୍ରାମର ପ୍ରଦ୍ୟୁମ୍ନ କୁମାର ସାହୁ(୩୨)।…

ତିନି ଦିନ ପରେ ବୋରଓ୍ବେଲରୁ ଉଦ୍ଧାର ହେଲା ସୃଷ୍ଟି; କିନ୍ତୁ ବଞ୍ଚିପାରିଲାନି

ଭୋପାଳ: ସିହୋରରେ ଏକ ବୋରୱେଲରେ ପଡ଼ିଥିବା ଅଢେଇ ବର୍ଷର ଝିଅକୁ ଉଦ୍ଧାର କରାଗଲା। ପ୍ରାୟ ୫୫ ଘଣ୍ଟା ପରେ ନାବାଳିକାକୁ ଉଦ୍ଧାର କରାଯାଇଥିଲା। ତେବେ ଶେଷରେ ଝିଅଟି ସବୁ ଦିନ ପାଇଁ ଆଖି ବୁଜି ଦେଇଛି। ମଙ୍ଗଳବାର ଅପରାହ୍ନରେ ନାବାଳିକା ଜଣକ ମୁଙ୍ଗାୱାଲି ଗାଁର ଏକ କ୍ଷେତରେ ୩୦୦ ଫୁଟ ଗଭୀର…