ରାଜସ୍ଥାନରେ ବିଜେପିର ଜନ ଆକ୍ରୋଶ ଯାତ୍ରା ବନାମ ଗେହଲଟଙ୍କ ମାଗଣା ଯୋଜନା
ଭୁବନେଶ୍ୱର: ରାଜସ୍ଥାନ ରାଜନୀତି ବର୍ତ୍ତମାନ ରୋଚକ ମୋଡ଼କୁ ଆସିଯାଇଛି। ଦୀର୍ଘ ବର୍ଷର ଟ୍ରେଣ୍ଡ ଅନୁଯାୟୀ ରାଜସ୍ଥାନରେ ପ୍ରତି ପାଞ୍ଚ ବର୍ଷରେ ସରକାର ପରିବର୍ତ୍ତନ ହୁଏ। ତେଣୁ ବର୍ତ୍ତମାନ କଂଗ୍ରେସ ସରକାର ଥିବାରୁ ଆଗକୁ ବିଜେପି ଶାସନକୁ ଫେରିବା ପାଇଁ ସବୁ ଉଦ୍ୟମ କରୁଛି।
ରାଜସ୍ଥାନ…