Latest Odisha News

BREAKING NEWS

ଖୁଲାସା ହେଲା ୱେବ୍ ସିରିଜ୍ ମିର୍ଜାପୁର-୩ ର ରହସ୍ୟ !

ନୂଆଦିଲ୍ଲୀ: ଦର୍ଶକଙ୍କ ମଧ୍ୟରେ ଜାରି ରହିଛି ୱେବ୍ ସିରିଜ୍ 'ମିର୍ଜାପୁର'ର କ୍ରେଜ୍। ଆମାଜନ୍ ପ୍ରାଇମ ଭିଡିଓର ୱେବ୍ ସିରିଜର ପ୍ରଥମ ଦୁଇଟି ସିଜନ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ଏବଂ ବର୍ତ୍ତମାନ ଏହାର ତୃତୀୟ ସିଜନର ଅପେକ୍ଷାରେ ଅଛନ୍ତି ଦର୍ଶକ। ମିର୍ଜାପୁର-୩ ର ସୁଟିଂ ପ୍ରାୟ ସଂପୂର୍ଣ୍ଣ…

ଲୁପ ଲାଇନରେ କାହିଁକି ଯାଇଥିଲା କରମଣ୍ଡଳ ? ବୟାନ ଦେଲେ ଲୋକୋ ପାଇଲଟ

ବାଲେଶ୍ୱର:କେମିତି ଘଟିଲା  ବାହାନଗା ରେଳ ଦୁର୍ଘଟଣା ? କାହିଁକି ଘଟିଲା ? ସାମ୍ନାକୁ ଆସିବ ପ୍ରକୃତ ଘଟଣା । ଏବେ ସୁସ୍ଥ ହେଉଛନ୍ତି    ଲୋକୋ ପାଇଲଟ ଗୁଣନିଧି ମହାନ୍ତି ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ହଜାରି ବେହେରା । ସେମାନଙ୍କ ପ୍ରାଥମିକ ବୟାନ ମଧ୍ୟ ରେକର୍ଡ ହୋଇଛି। ତଦନ୍ତ କାରୀ ଟିମ୍‌…

ରିଲିଜ ହେଲା କାର୍ତ୍ତିକ-କିଆରାଙ୍କ ଚଳଚ୍ଚିତ୍ର ‘ସତ୍ୟ ପ୍ରେମ କି କଥା’ର ଟ୍ରେଲର

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ 'ସତ୍ୟ ପ୍ରେମ କି କଥା'ର ଟ୍ରେଲର ରିଲିଜ ହୋଇଛି। ଭୁଲ ଭୁଲେୟା ପରେ 'ସତ୍ୟ ପ୍ରେମ କି କଥା' ଚଳଚ୍ଚିତ୍ର ସହ ଏହି ରୋମାଣ୍ଟିକ ଯୋଡିର ଅନସ୍କ୍ରିନ ରୋମାନ୍ସ ପୁଣିଥରେ ବଡ଼ ପରଦାରେ ନଜର ଆସିବ। 'ଶେହଜାଦା' ପରେ ବର୍ତ୍ତମାନ କାର୍ତ୍ତିକ…

ନୂଆପଡ଼ାରେ ଛତିଶଗଡ ବନ ବିଭାଗର ଚଢଉ; ବାଘ ଛାଲ ଜବତ, ୬ ଅଟକ

ନୂଆପଡା: ଜିଲ୍ଲା ଖଡ଼ିଆଳ ବନ ଖଣ୍ଡ ଅଧୀନ ସୁନାବେଡ଼ା ଅଭୟାରଣ୍ୟ ପାଟଧରା ଅଞ୍ଚଳରେ ଛତିଶଗଡ ବନ ବିଭାଗ ଚଢ଼ାଉ କରିଛି । ଚଢାଉ ବେଳେ ବାଘ ଛାଲ, ନଖ, ଦାନ୍ତ, ବଜ୍ର କାପ୍ତାର କାତି, ଦେଶୀ ବନ୍ଧୁକ, ଫାଶ ଜବତ କରିଛି  ।   ବାଘ ଶିକାର ସନ୍ଦେହରେ ଛଅ ଜଣ ଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି…

ସେଫ୍ ବିକାଶ ଖାନ୍ନାଙ୍କ ଏଆଇ ଟେକ୍ନୋଲୋଜିରେ ମୋନାଲିସା ଓ ଭାରତୀୟ ଖାଦ୍ୟ

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ-ସଞ୍ଚାଳିତ ଟେକ୍ନୋଲୋଜି ଓ ଇନୋଭେସନ୍ ବିଶ୍ୱରେ ଏକ ବୈପ୍ଳବିକ କ୍ରାନ୍ତି ଆଣି ମାନବ ଇତିହାସକୁ ପରିବର୍ତ୍ତନ କରିବା ପାଇଁ ଯାଉଛି। ବିଶ୍ୱର ବିଭିନ୍ନ ସ୍ଥାନରେ ବିଭିନ୍ନ ବ୍ୟକ୍ତି ଏଆଇକୁ ବିଭିନ୍ନ ଦିଗରେ ବ୍ୟବହାର କରୁଥିବା ଖବର ସାମ୍ନାକୁ ଆସିଛି।…

ଆହତଙ୍କ ପାଇଁ ବ୍ଲଡ଼ କ୍ୟାମ୍ପର ଆୟୋଜନ କଲେ ଅଭିନେତ୍ରୀ ଏଲିନା

ଭୁବନେଶ୍ୱର: ବାଲେଶ୍ୱର ବାହାନାଗାରେ ଘଟିଯାଇଥିବା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାକୁ ନେଇ ସାରା ବିଶ୍ୱ ଦୁଃଖ ପ୍ରକାଶ କରିଛି । ବିଶ୍ୱର ବହୁ ବଡ଼ ବଡ଼ ନେତାଙ୍କଠାରୁ ଆରମ୍ଭ କରି ବଲିଉଡ଼ର ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ତ୍ୱରିତ ଆରୋଗ୍ୟ…

ରେଳ ଟ୍ରାକ୍‌ରୁ ମିଳିଲା ପ୍ରେମ କବିତାର ନୋଟ୍ ବୁକ୍‌, ଦୁର୍ଘଟଣା ପାଇଁ ଅଧା ରହିଗଲା ପ୍ରେମ କାହାଣୀ

ଭୁବନେଶ୍ୱର : ମାତ୍ର କେଇ ସେକେଣ୍ଡ ଭିତରେ ଓଲଟି ଗଲା ପୃଥିବୀ । କେହି କିଛି ବୁଝିବା ଆଗରୁ ଶହଶହ ରେଳଯାତ୍ରୀ ପାଲଟିଗଲେ ଶବର ପାହାଡ଼ । ମୃତଦେହକୁ ଉଦ୍ଧାର କରାଯିବା ସହିତ ଟ୍ରେନ ଚଳାଚଳ ସ୍ୱଭାବିକ ହୋଇଥିବା ବେଳେ ଏବେ ଦୁର୍ଘଟଣାସ୍ଥଳରେ ପଡ଼ି ରହିିଛି ଅନେକ ଯାତ୍ରୀଙ୍କ ଜୋତା, ଚପଲ, ବ୍ୟାଗ,…

ଝିଅକୁ ଅଭିନେତ୍ରୀ ବନେଇବା ଜିଦ୍‌ରେ ହରମୋନ୍ ଔଷଧ ଖୁଆଉଥିଲା ମାଆ

ଓଡିଶା ସମ୍ବାଦ ବ୍ୟୁରୋ: ନିଜ ଝିଅକୁ ଅଭିନେତ୍ରୀ ବନେଇବା ଜିଦ୍‌ରେ ଦୀର୍ଘ ଦିନ ଧରି ହରମୋନ୍ ଔଷଧ ଖୁଆଉଥିଲା ମାଆ। ଯାହା ଝିଅର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଛି। ନାବାଳିକାର ବସୟ ମାତ୍ର ୧୬ ବର୍ଷ ଏବଂ ତାଙ୍କ ମାଆ ପ୍ରାୟ ଚାରି ବର୍ଷ ଧରି ଏହି ଔଷଧ ଦେଉଥିଲେ। ଏଭଳି ଏକ ଚକିତ ଜନକ ଘଟଣା…

ସାରା ଓଡ଼ିଶାବାସୀ ସ୍ୱତଃସ୍ପୃତ ଭାବେ ରକ୍ତଦାନ କରିଛନ୍ତି, ରକ୍ତର ଅଭାବ ନାହିଁ -ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଟ୍ରାଜେଡିରେ ପ୍ରାଣ ହରାଇଥିବା ୧୭୦ ମୃତଦେହର ପରିଚୟ ମିଳିଛି । ଉକ୍ତ ମୃତହଦେକୁ ତାଙ୍କ ପରିବାରକୁ ହସ୍ତାନ୍ତର ପାଇଁ ବ୍ୟବସ୍ଥା କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା  କହିଛନ୍ତି, …

ଟ୍ରେନ ଦୁର୍ଘଟଣା: ମୃତକଙ୍କ ପିଲାଙ୍କୁ ମାଗଣା ଶିକ୍ଷା ଯୋଗାଇବେ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ

ନୂଆଦିଲ୍ଲୀ:ଖାଲି ଦେଶ ନୁହେଁ ବିଶ୍ୱକୁ ସ୍ତମ୍ଭୀଭୂତ କରି ଦେଇଛି ବାହାନଗା ଟ୍ରେନ ଦୁର୍ଘଟଣା । ୨୭୫ ଜଣଙ୍କ ମୃତ୍ୟୁ ଘଟିଛି । ୧୧୦୦ ଆହତ ହୋଇଛନ୍ତି । ଭାରତୀୟ ରେଳ ଇତିହାସରେ ସବୁଠାରୁ ବଡ ଦୁର୍ଘଟଣା । ଏପରି ବିପତ୍ତି ସମୟରେ ଛୁଟି ଆସିଛି ଅନେକ ସହାୟତାର ହାତ । ଏହି ଦୁର୍ଘଟଣା ସବୁଠାରୁ…