Latest Odisha News

ବାହାନଗା ଟ୍ରେନ୍ ଦୁର୍ଘଟଣାର ତଦନ୍ତ କରିବେ ରେଲୱେ ସୁରକ୍ଷା କମିଶନର

ଭୁବନେଶ୍ୱର: ବାହାନଗା ବଜାର ଷ୍ଟେସନରେ କେମିତି ହେଲା ଦୁର୍ଘଟଣା ? କେଉଁ ପରିସ୍ଥିତିରେ ଟ୍ରାକ୍ ବଦଳାଇ ମାଲବାହୀ ଉପରେ ଚଢ଼ି ଦୁର୍ଘଟଣାଗ୍ରସ୍ତ ହେଲା କରମଣ୍ଡଳ ? ଦୁର୍ଘଟଣାସ୍ଥଳରେ ଟ୍ରାକ୍ ମରାମତି କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ କାହିଁକି ଓ କାହା ଭୁଲ୍ ପାଇଁ ଏତେ ବଡ଼଼ ଅଘଟଣ ଘଟିଲା…

ବିଶ୍ୱାସ ନ ହେଲେ ବି ସତ, ସ୍ୱୀଡେନରେ ହେବ ୟୁରୋପିଆନ ସେକ୍ସ ଚାମ୍ପିୟନଶିପ

ଷ୍ଟକହୋମ: ସେକ୍ସ ଏ ଭଳି ଏକ ଶବ୍ଦ ଯାହାକୁ ସର୍ବ ସମ୍ମୁଖରେ ଆଲୋଚନା କରିବା ଅନେକଙ୍କୁ କୁଂଠାବୋଧ ହୋଇଥାଏ । ତେବେ ୟୁରୋପ ଅନ୍ୟ ଦେଶଠାରୁ ପାଦେ ଆଗେଇଯାଇଛି । ରିପୋର୍ଟ ମୁତାବକ ସ୍ୱୀଡେନ ପ୍ରଥମ ଦେଶ ଭାବେ ୟୁରୋପିଆନ ସେକ୍ସ ଚାମ୍ପିୟନଶିପ ଆୟୋଜନ କରିବାକୁ ଯାଉଛିି । କ୍ରିକେଟ, ଫୁଟବଲ, ହକି…

ଏହିସବୁ ଜିଲ୍ଲା ପାଇଁ ରହଛି ଘଡଘଡି ସହ ବର୍ଷା ସମ୍ଭାବନା; ୫୦ କିମି ବେଗରେ ବହିପାରେ ପବନ

ଭୁବନେଶ୍ୱର:ଭାରତୀୟ ପାଣିପାଗ ବିଭାଗ(IMD) ପକ୍ଷରୁ ରବିବାର ୧୫ ଜିଲ୍ଲା ପାଇଁ ୟେଲାେ ୱାର୍ଣ୍ଣିଂ ଜାରି କରାଯାଇଛି । ସୋମବାର ସକାଳ ସୁଦ୍ଧା ଏହି ୧୫ ଜିଲ୍ଲା ପାଇଁ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି । ଏଥିସହିତ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ପାଣିପାଗ…

ଅଭୁଲା ଗୀତ : ନୀଳ ସିନ୍ଧୁ ତୀରେ

ସଙ୍ଗୀତ : ରଣଜିତ ରାୟ ଓ ବାଳକୃଷ୍ଣ ଦାଶ ଗୀତ : ନିକୁଞ୍ଜ କିଶୋର ଦାସ ଗାୟନ : ବାଣୀକଣ୍ଠ ନିମାଇଁ ଚରଣ ଚଳଚ୍ଚିତ୍ର :  ଶ୍ରୀଜଗନ୍ନାଥ, ୧୯୫୦ ନୀଳ ସିନ୍ଧୁ ତୀରେ ନୀଳ ସିନ୍ଧୁ ତୀରେ ନୀଳ ଅଚଳ ନୀଳ ବନ ରାଜି ଘେରା ଦେଉଳ ନୀଳ ଚକ୍ରେ ରଙ୍ଗ ନେତ ଚଞ୍ଚଳ…

କ’ଣ ସେହି ଆଣ୍ଟି-କୋଲିଜନ୍‌ ଡିଭାଇସ୍‌ ସିଷ୍ଟମ୍‌, ଯାହା ଟ୍ରେନକୁ ଦୁର୍ଘଟଣାରୁ ବଞ୍ଚାଇପାରେ

ଭୁବନେଶ୍ୱର: ବହାନଗା ରେଳ ଦୁର୍ଘଟଣ ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । କାହିଁକି ଦୁର୍ଘଟଣା ଘଟିଲା ତାହା ମଧ୍ୟ ସ୍ପଷ୍ଟ ହୋଇଛି । ତେବେ କବଚ ବା ଆଣ୍ଟି କୋଲିଜନ ଡିଭାଇସ ସିଷ୍ଟମ ନ ଥିବାରୁ ଏପରି ଦୁର୍ଘଟଣଶ ଘଟିଲା ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଥିଲେ…

‘୩ ଟ୍ରେନ୍ ନୁହେଁ, କେବଳ କରମଣ୍ଡଳ ହୋଇଥିଲା ଦୁର୍ଘଟଣାଗ୍ରସ୍ତ’: ରେଲୱେ ବୋର୍ଡ

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ବାହାନଗାରେ କିଭଳି ୩ଟି ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହେଲା । ଟ୍ରେନ୍ ଦୁର୍ଘଟଣାକୁ ନେଇ ନାନା କଥା କୁହାଯାଉଥିବା ବେଳେ ନେଇ ରେଲୱେ ବୋର୍ଡ ପ୍ରେସମିଟ୍ କରିଛି । ରେଲୱେ ପକ୍ଷରୁ କୁହାଯାଇଛି, ବାହାନଗା ବଜାର ଷ୍ଟେସନରେ ୪ଟି ଟ୍ରାକ୍ ରହିଥିବା ବେଳେ ୨ଟି ହେଉଛି…

ବାହନଗା ଟ୍ରେନ ଦୁର୍ଘଟଣା: କ୍ଷତିପୂରଣ ପାଇଁ ଆବଶ୍ୟକ ପ୍ରକ୍ରିୟାକୁ ସରଳ କଲା ଏଲଆଇସି

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ଘଟିଥିବା ଟ୍ରେନ ଦୁର୍ଘଟଣାକୁ ନେଇ ସାରା ବିଶ୍ୱରେ ଶୋକର ଛାୟା ଖେଳିଯାଇଛି। ଏହି ଦୁର୍ଘଟଣାରେ ୨୮୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୯୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଏହି ଦୁଃଖଦ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ଜୀବନ ବୀମା ନିଗମ (ଏଲଆଇସି)…

ମୃତ ଦେହ ପଠାଇବାର ସମସ୍ତ ଖର୍ଚ୍ଚ ବହନ କରିବେ ସରକାର

ଭୁବନେଶ୍ୱର: ବାଲେଶ୍ୱର ବାହାନଗାର ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ମୃତାହାତଙ୍କ ସମ୍ପୂର୍ଣ୍ଣ ତଥ୍ୟ ସରକାରୀ ଭାବେ ଘୋଷଣା କରାଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇ ମୃତକଙ୍କ ସଂଖ୍ୟା ୨୭୫ ବୋଲି ସ୍ପଷ୍ଟ କରିଛନ୍ତି  । ମୃତଦେହକୁ ଚିହ୍ନଟ କରିବା ପାଇଁ ଫଟୋ ଜାରି…

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା: ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣାରେ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଏଥିରେ ବର୍ତ୍ତମାନ ରେଳ ବ୍ୟବସ୍ଥାରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ବିଶ୍ଳେଷଣ କରି ବ୍ୟବସ୍ଥାକୁ ଆହୁରି ମଜଭୁତ କରିବାକୁ ଏକ କମିଟି ଗଠନ କରି ତଦନ୍ତ କରିବାକୁ ଦାବି ହୋଇଛି। ଏହି ଆବେଦନରେ…

କରମଣ୍ଡଳ ପରି ସମ୍ପର୍କାନ୍ତି ଏକ୍ସପ୍ରେସ ସାମ୍ନା କରିଥିଲା ଦୁର୍ଘଟଣା, ଅଘଟଣକୁ ରୋକିଥିଲା ଲୋକପାଇଲଟଙ୍କ ସତର୍କତା!

ନୂଆଦିଲ୍ଲୀ: ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାର ଆଭ୍ୟନ୍ତରୀଣ ତଦନ୍ତ ସିଗନାଲ ବ୍ୟବସ୍ଥାର ସମ୍ଭାବ୍ୟ ବିଫଳତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ସୂଚନା ମିଳିଛି ଯେ ପୂର୍ବରୁ ମଧ୍ୟ ଅନ୍ୟ ଏକ ସ୍ଥାନରେ ଏହିପରି ସିଗନାଲର ବିଫଳତା ଯୋଗୁଁ ଦୁର୍ଘଟଣା ଘଚିଥାନ୍ତା କିନ୍ତୁ…