Latest Odisha News

BREAKING NEWS

ନ୍ୟାୟ ପାଇଁ ସ୍ବାମୀ କାର ଆଗରେ ଶୋଇପଡ଼ିଲା ସ୍ତ୍ରୀ

ପୁରୀ: ଗୋପ ବ୍ଳକ ପରିସରରେ ଗୁରୁବାର ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି, ଯେତେବେଳେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଗାଡି ଆଗରେ ଶୋଇ ନ୍ୟାୟ ପାଇଁ ଆକୁଳ ନିବେଦନ କରିଥିଲେ। ଏହି ଦୃଶ୍ୟକୁ ଦେଖିବା ପାଇଁ ଶହ ଶହ ଲୋକଙ୍କ ଭିଡ ଜମିଥିଲା। ମହିଳା ଜଣକ କାକଟପୁର ଥାନା…

ଦୁଇ ଥର ସରପଞ୍ଚ ହେଲେ, କେତେ ଗରିବଙ୍କୁ ଘର ଯୋଗାଇଲେ କିନ୍ତୁ ନିଜ ଭଙ୍ଗା କୁଡ଼ିଆ ସଜାଡି ପାରିଲେନି

ଢେଙ୍କାନାଳ: କ୍ଷମତା ଥିଲା । ଅର୍ଥ ରୋଜଗାର କରବାର ଯଥେଷ୍ଟ ସୁଯୋଗ ଥିଲା । ହେଲେ ସେ ଆସିଥିଲେ ସେବା କରିବା ପାଇଁ  । ଜନତାଙ୍କ ସେବା । ତେଣୁ ଅର୍ଥ ଆଉ କ୍ଷମତାର ପ୍ରଲୋଭନ ତାଙ୍କୁ ବାଟବଣା କରିପାରି ନ ଥିଲା । ପୁରୁଣା ଡ୍ରେସ ହଳେ ପିନ୍ଧି ପୁରୁଣା ସାଇକେଲରେ ବୁଲୁଥିବା ଏଇ ବ୍ୟକ୍ତିଙ୍କୁ…

ଦୋକାନ ଘର ଦେବା ନାଁରେ ୯ ଲକ୍ଷ ଠକେଇ, ରିଅଲ ଇଷ୍ଟେଟ ସଂସ୍ଥାର ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱକ: ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲୁ) ଓଡ଼ିଶା ହୋମ୍ସ ଓ କମର୍ସିଆଲ୍ସ ପ୍ରା.ଲି.ର ନିର୍ଦ୍ଦେଶକ ସରୋଜ କୁମାର ପଣ୍ଡାଙ୍କୁ ଗିରଫ କରିଛି । ଅଭିଯୋଗ ଅନୁସାରେ, ସରୋଜଙ୍କ ସଂସ୍ଥା ଭୁବନେଶ୍ୱର ଅଶୋକନଗରରେ ଦୋକାନ ଘର ଯୋଗାଇ ଦେବା ଲାଗି ବ୍ୟବସାୟୀଙ୍କ ଠାରୁ ୯ କୋଟି ଟଙ୍କା ନେଇଥିଲା ।…

ଖରା ଛୁଟି ଦାବି କରି ଅଙ୍ଗନବାଡି କର୍ମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ; ଜାଣନ୍ତୁ କ’ଣ ରହିଛି ଯୁକ୍ତି

କଟକ: ହାଇକୋର୍ଟରେ ଅଙ୍ଗନବାଡି କେନ୍ଦ୍ର ପାଇଁ ଗ୍ରୀଷ୍ମ ଅବକାଶ ନେଇ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି। ବିଭିନ୍ନ ଅଂଶୀଦାରଙ୍କ ଚିନ୍ତାକୁ ହୃଦୟଙ୍ଗମ କରି ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏହି ପ୍ରସଙ୍ଗକୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କରି ଏକ ସୁଚିନ୍ତିତ ନିଷ୍ପତ୍ତିରେ…

ମଣିପୁର ହିଂସା; ପି. ଡୋଙ୍ଗଲ ଡିଜିପି ପଦରୁ ବିଦା, ରାଜୀବ ସିଂ ହେଲେ ନୂଆ ପୋଲିସ ଡିଜି

ଇମ୍ଫାଲ୍: ଅଶାନ୍ତ ମଣିପୁରରେ ସ୍ଥିତି ସ୍ୱାଭାବିକକୁ ଆଣିବାକୁ ସରକାର ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ତ୍ରିପୁରା କ୍ୟାଡରର ଆଇପିଏସ୍ ରାଜୀବ ସିଂଙ୍କୁ ପୂର୍ବତ୍ତୋର ରାଜ୍ୟ ମଣିପୁରର ନୂଆ ଡିଜିପି ଭାବେ ନିଯୁକ୍ତ କରାଯାଇଛି । ପି. ଡୋଙ୍ଗଲଙ୍କ ସ୍ଥାନରେ ମଣିପୁରର ନୂଆ ପୋଲିସ ଡିଜି…

ସମୁଦ୍ରରେ ନିଖୋଜ ଛାତ୍ରୀଙ୍କୁ ଖୋଜୁଛି ଏୟାରକ୍ରାପ୍ଟ 

ବ୍ରହ୍ମପୁର: ଗଞ୍ଜାମ ଆର୍ଯ୍ୟପଲ୍ଲୀ ନିକଟରେ ସମୁଦ୍ରରେ ନିଖୋଜ ଛାତ୍ରୀଙ୍କୁ ଖୋଜିବା  ନିୟୋଜିତ ହୋଇଛି ଏୟାରକ୍ରାପ୍ଟ । କୋଷ୍ଟ ଗାର୍ଡ ମଧ୍ୟ ଏହି ଉଦ୍ଧାର କାମରେ ସାମିଲ ହୋଇଛନ୍ତି । ମଝି ସମୁଦ୍ର ଭିତରେ ପଇଁନ୍ତରା ମାରି ନିଖୋଜ ଛାତ୍ରୀଙ୍କୁ ଖୋଜିବାକୁ ଚେଷ୍ଟା କରୁଛି ଏୟାରକ୍ରାପ୍ଟ …

ପାୱାର କଟ୍ ନୁହେଁ ଯାନ୍ତ୍ରିକ ତ୍ରୁଟି ପାଇଁ କଟୁଛି ଲାଇନ୍: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟବ୍ୟାପି ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ରହୁ ନଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ପୁଣି ଥରେ କହିଛନ୍ତି ରାଜ୍ୟରେ ପାୱାର କଟ୍ ହେଉ…

ରାହୁଲଙ୍କ ଉପରେ ବର୍ଷିଲେ ବିଜେପି ସାଂସଦ ରବିଶଙ୍କର ପ୍ରସାଦ: କହିଲେ, ‘ବିଦେଶ ମାଟିରେ ବିଳାପ କରୁଛନ୍ତି ’

ନୂଆଦିଲ୍ଲୀ: ବିଦେଶରେ ଗର୍ଜୁଛନ୍ତି ବିରୋଧୀ ନେତା ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବର୍ଷୁଛନ୍ତି । ସଦସ୍ୟତା ରଦ୍ଦଠାରୁ ଆରମ୍ଭ କରି ଫୋନ ଟ୍ୟାପିଂ ପର୍ଯ୍ୟନ୍ତ ଏକାଧିକ ପ୍ରସଙ୍ଗକୁ  ବିଦେଶ ମାଟିରେ ଥୋଇ ସହାନଭୂତି ସାଉଁଟିବାକୁ ଚେଷ୍ଟା କରୁଛନ୍ତି । ଏବେ ରାହୁଲ…

ବାୟୁସେନାର ‘ସୂର୍ଯ୍ୟ କିରଣ’ ପ୍ରଶିକ୍ଷଣ ବିମାନ ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପାଇଲଟ୍

ଚମରାଜନଗର: ବାୟୁସେନାର ସୂର୍ଯ୍ୟ କିରଣ ପ୍ରଶିକ୍ଷଣ ବିମାନ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। କର୍ଣ୍ଣାଟକ ଚମରାଜନଗର ଜିଲ୍ଲା ବୋଗାପୁର ଗାଁରେ ବିମାନଟି ଖସିପଡ଼ିଛି। ନିୟମିତ ପ୍ରଶିକ୍ଷିଣ ପାଇଁ ବିମାନଟି ଉଡ଼ାଣ ଭରିଥିବା ବେଳେ କ୍ରାସ୍ ହୋଇ ତଳେ ପଡ଼ିଯାଇଛି। ତେବେ ସ୍ୱୌଭାଗ୍ୟର କଥା ହେଲା…

ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ମଣିପୁର ହିଂସାର ତଦନ୍ତ କରିବ ସିବିଆଇ ସ୍ୱତନ୍ତ୍ର ଟିମ

ଇମ୍ଫାଲ: ମଣିପୁରରେ ସୃଷ୍ଟି ହୋଇଥିବା ଜାତିଗତ ଦଙ୍ଗାକୁ ରୋକିବାକୁ ନିୟନ୍ତ୍ରଣ କରିବାକୁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ହିଂସା ମାମାଲରେ ନ୍ୟାୟିକ ତଦନ୍ତ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଇମ୍ଫାଲ୍‌ରେ ସାମ୍ବାଦିକ ସମ୍ମିଳନୀକୁ ସୂଚନା ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ…