ଲୋକଙ୍କ ଆଗରେ ସଲ୍ମାନଙ୍କୁ ବିବାହ ପ୍ରସ୍ତାବ ଦେଲେ ରିପୋର୍ଟର
ମୁମ୍ବାଇ: ବଲିଉଡ଼ର ଭାଇଜାନ୍ ତଥା ସୁପରଷ୍ଟାର ସଲମାନ ଖାନଙ୍କୁ ରିପୋର୍ଟର ଦେଲେ ବିବାହ ପ୍ରସ୍ତାବ । ତାହାପୁଣି ସମସ୍ତଙ୍କ ସାମ୍ନାରେ । ଏହାର ଉତ୍ତର ମଧ୍ୟ ମଜାଳିଆ ଢଙ୍ଗରେ ଦେଇଥିଲେ ସଲମାନ । ରିପୋର୍ଟର ତାଙ୍କୁ ସିଧାସଳଖ ବିବାହ ପ୍ରସ୍ତାବ ଦେଇଥିବା ସମୟର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ…