ମନି ଲଣ୍ଡରିଂ ମାମଲାରେ ଗିରଫ ସତୈନ୍ଦ୍ର ଜୈନ୍ଙ୍କୁ ମିଳିଲା ଜାମିନ; ସର୍ତ୍ତ ରଖି ବେଲ୍ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଗିରଫ ଦିଲ୍ଲୀ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍ଙ୍କୁ ମିଳିଲା ଜାମିନ। ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ୬ ସପ୍ତାହେ ପାଇଁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଗତବର୍ଷ ମେ ମାସରୁ ଗିରଫ ହୋଇ ସେ ତିହାର ଜେଲ୍ରେ ରହୁଛନ୍ତି। ଜେଲ୍ର ୭…