ଦୁର୍ଘଟଣାରେ ‘ସରାଭାଇ ଭର୍ସେସ ସରାଭାଇ’ ଅଭିନେତ୍ରୀ ବୈଭବୀ ଉପାଧ୍ୟୟଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ପୁଣି ଟିଭି ଇଣ୍ଡଷ୍ଟ୍ରିକୁ ଝଟ୍କା । ବିବାହ ପୂର୍ବରୁ ଉଠିଲା କୋକେଇ । ଆଉ ନାହାନ୍ତି ଚୁଲବୁଲି ଅଭିନେତ୍ରୀ ବୈଭବୀ ଉପାଧ୍ୟୟ । ‘ସରାଭାଇ ଭର୍ସେସ ସରାଭାଇ’ ଫେମ୍ ଅଭିନେତ୍ରୀ ବୈଭବୀ ଉପାଧ୍ୟୟଙ୍କ ଏକ ଦୁର୍ଘଟଣା ମୃତ୍ୟୁ ଘଟିଛି ।
‘ସାରାଭାଈ ଭର୍ସେସ୍ ସାରାଭାଈ’ରେ…