Latest Odisha News

BREAKING NEWS

ପୂଜାପାଣି ଛିଞ୍ଚି ଦେବାରୁ ମା’କୁ କଟୁରୀରେ ହାଣିଦେଲା ପୁଅ

ପାରାଦ୍ଵୀପ: ଭୂତୁମୁଣ୍ଡାଇ ଗ୍ରାମ କୂମ୍ଭାର ସାହିରେ ବିଭତ୍ସ ହତ୍ୟା। ମାନସିକ ବିକୃତ ପୁଅ ନିଜ ମା’ କୁ ହାଣି ହତ୍ୟା କରିଛି ।ପୁଅର ଆକ୍ରମଣରେ ମା’ର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମା’ ସୁଲୋଚନା ଦେବୀ ନୂଆଗଡ ସ୍କୁଲର ଶିକ୍ଷୟତ୍ରୀ। ସୁଲୋଚନାଙ୍କ ସାନପୁଅ ଅଂଶୁମାନ ଓରଡଫ ହାପିନା । ସକାଳୁ…

କୋହଲି ଆଘାତପ୍ରାପ୍ତ, ଡବ୍ଲ୍ୟୁଟିସି ଫାଇନାଲରେ ଖେଳିବା ନେଇ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ଖେଳୁଥିବା ବିରାଟ କୋହଲି ଗୁଜରାଟ ଟାଇଟନ୍ସ ବିପକ୍ଷରେ ଆଘାତପ୍ରାପ୍ତ ହୋଇଛନ୍ତି । ଫଳରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ତାଙ୍କ ଖେଳିବା ନେଇ ସଂଶୟ ସୃଷ୍ଟି ହୋଇଛି । ଗୁଜରାଟ ବିପକ୍ଷ ମ୍ୟାଚରେ ପରାଜିତ ହୋଇ ବାଙ୍ଗାଲୋର…

ଚେନ୍ନାଇ-ଗୁଜରାଟ ଆଇପିଏଲ ପ୍ଲେ ଅଫ ଆଜି

ଚେନ୍ନାଇ: ଆଇପିଏଲ ଏବେ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ମଙ୍ଗଳବାର ସନ୍ଧ୍ୟାରେ ୪ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ଓ ଗତ ସଂସ୍କରଣର ବିଜେତା ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ । ଏହି ମ୍ୟାଚର ବିଜେତା ସିଧାସଳଖ ଫାଇନାଲରେ ପ୍ରବେଶ କରିବ । ଅପରପକ୍ଷରେ ପରାଜିତ ଟିମକୁ ଆଉ ଏକ…

୧୮ ବର୍ଷ ପରେ ଭୋଟର ତାଲିକାରେ ଆପେ ଆପେ ଚଢିଯିବ ନାଁ; ଖୁବଶୀଘ୍ର ଆସୁଛି ବିଲ୍

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ଜନଗଣନାକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ଶାହ କହିଛନ୍ତି, ସରକାର ସଂସଦରେ ଏକ ବିଲ ଆଣିବାକୁ ଯାଉଛନ୍ତି । ଏହି ବିଲ ଅନୁଯାୟୀ, ଜନ୍ମମୃତ୍ୟୁ ପଞ୍ଜୀକରଣକୁ ଭୋଟର ଲିଷ୍ଟରେ ଯୋଡିବାର ଯୋଜନା ରହିଛି । ସୋମବାର ଗୃହମନ୍ତ୍ରୀ ଅମିତ ଶାହ ରେଜିଷ୍ଟ୍ରାର…

ଆଉ ନାହାନ୍ତି ବ୍ଲକବଷ୍ଟର RRRର ଖଳନାୟକ

ମୁମ୍ବାଇ: ଡାଇରେକ୍ଟର ଏସଏସ ରାଜମୌଳୀଙ୍କ ବ୍ଲକ ବଷ୍ଟର ଫିଲ୍ମ RRRର ଖଳନାୟକ ରେ ଷ୍ଟିବନସନ (Ray Stevenson)  ଆଉ ନାହାନ୍ତି ।  ୫୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ମେ’ ୨୫ ତାରିଖ ସେ ତାଙ୍କର ୫୯ତମ ଜନ୍ମଦିନ ପାଳନ କରିଥିଲେ ।   ରେ’ଙ୍କ  ପିଆର ଏଜେନ୍ସି ଇଣ୍ଡିପେଣ୍ଡେଣ୍ଟ…

ଜମିବାଡି ପାଇଁ ଭାଇ ଭୁଲିଗଲା ରକ୍ତ ସମ୍ପର୍କ; ପରିବାରର ୪ ଜଣଙ୍କୁ ହତ୍ୟା କଲା

ବରଗଡ: ଦିନେ ଥିଲା ଭାଇ  । ହେଲେ ଆଜି ସେ ସାଜିଲା ଯମ । ଭୁଲିଗଲା ରକ୍ତର ସମ୍ପର୍କ । ଭୁଲିଗଲା ମାନବିକତା । ସ୍ନହ ଶ୍ରଦ୍ଧା ଭଲପାଇବାଠାରୁ ବଡ ହେଲା  ଜମି । କେତେହାତ ଜମି ପାଇଁ ଭାଇର ବଂଶ ବୁଡାଇ ଦେଲା ଭାଇ । ଏମିତି ଦୁଃଖଦ ତଥା ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲାରେ ।…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୩)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଖୁବ ଡରିଯାଇଥଲେ ବି ସେ ଝିଅଟା ପୁଣି ତାତ୍ସଲ୍ୟ କରି କହିଲା, “ମୁଁ କିଛି ଭୁଲ୍ କହିନି । ଦେଖ ଏମାନେ କେମିତି ବ୍ୟବହାର କରୁଛନ୍ତି । ଅସଭ୍ୟ, ଅମାର୍ଜିତ...!” ସମୀରାକୁ ଏତେ ବେଳଯାଏଁ ଅଟକେଇ ରଖିଥିବା…

କବିତା : ଚେର

ମାନସ ରଞ୍ଜନ ମହାପାତ୍ର ସବୁ ଯଦି ଠିକ୍ ଅଛି ମୁଁ କାହିଁକି ବ୍ୟସ୍ତ, କାହାପାଇଁ କେଉଁ କଥାଟି ମୁଁ କହି ପାରୁନାହିଁ କାହାକୁ ? ସମୟ ଯଦି ଧୋଇନିଏ ସବୁକିଛି ମୋ ପୁରୁଣା କ୍ଷତ ସବୁ ଶୁଖୁନି କାହିଁକି ନା ମୁଁ ଆଗକୁ ବଢି ପାରୁଛି ନା ଫେରି ପାରୁଛି ପଛକୁ ଅନେକ ପୁରୁଣା ସାଥୀ…

ଭାଷା ଭାଗବତ : ଚାରିଥାକିଆ ଯୁକ୍ତାକ୍ଷର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଚାରିଥାକିଆ ଯୁକ୍ତାକ୍ଷର ଓଡ଼ିଆ ନିମଂତେ ଦୁର୍ଭର ନିଷ୍କ୍ରିୟ, ଅଷ୍ଟ୍ରିଆ, ତାନ୍ତ୍ରିକ ' ସ୍କ୍ରୁଟିନି ', ତେଜସ୍କ୍ରିୟ ଦେଖ ଏଭଳି ଶବ୍ଦ ଶିଖେ ଶିଶୁ ମଥାରେ ପଶୁ କି ନ ପଶୁ ତିନିଥାକିଆ ଯୁକ୍ତାକ୍ଷର ରହିଛି ଅନେକ ପ୍ରକାର…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଗୁଡିକ ତାଲିକା ଭୁକ୍ତ ହୋଇ ସମୁଦାୟ ୧୨୦ ଗୋଟି ପ୍ରଚଳିତ ଓ ବନ୍ଦ ହୋଇଯାଇଥିବା ସେଵା ବା ସେବକ ଗୋଷ୍ଠୀ ବିଷୟରେ ପ୍ରମାଣ ମିଳୁଛି। ସେଥି ମଧ୍ୟରୁ ଆମେ ଆଜି…