ବିଶ୍ୱର ସବୁଠୁ ପୁରୁଣା ଗଛ ଠାବ: ଯାହାର ନାଁ ଗ୍ରେଟ୍ ଗ୍ରାଣ୍ଡଫାଦର
ନ୍ୟୁୟର୍କ: ସାଧାରଣତଃ ଗୋଟେ ଗଛ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ବଞ୍ôଚଥିବା ପ୍ରାୟ ସମସ୍ତେ ଶୁଣିଥିବେ । ନିକଟରେ ଏପରି ଏକ ଗଛ ଠାବ କରାଯାଇଛି, ଯାହା ବିଶ୍ୱର ସବୁଠୁ ପୁରୁଣା ଗଛ ଭାବେ ରେକର୍ଡ଼ କରିଛି ।
ଅନୁସନ୍ଧାନକାରୀମାନେ ନିକଟରେ ଦକ୍ଷିଣ ଆମେରିକାର ଚିଲିରେ ଏହି ପୁରୁଣା ଗଛକୁ ଠାବ କରିଛନ୍ତି…