ଦେଶୀ ଷ୍ଟେଜରୁ ସିଧା କାନ୍ସର ରେଡ କାର୍ପେଟରେ ପହଞ୍ଚିଲେ ସ୍ୱପ୍ନା, ୩୦ କିଲୋ ଓଜନର ପିନ୍ଧିଲେ ଗାଉନ
ମୁମ୍ବାଇ: ଏଥର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏକରୁ ଅଧିକ ବଲିଉଡ ଅଭିନେତ୍ରୀଙ୍କ ଡେବ୍ୟୁ ଦେଖିବାକୁ ମିଳୁଛି । ବଲିଉଡ଼ର ଅଭିନେତ୍ରୀ ସାରା ଅଲି ଖାନ, ମନୁଷୀ ଚିଲାର ଡେବ୍ୟୁ କରିଛନ୍ତି । ବଲିଉଡ ଅଭିନେତ୍ରୀଙ୍କ ପରେ ଆଉ ଜଣେ କଳାକାରଙ୍କ ଡେବ୍ୟୁ ଦେଖିବାକୁ ମିଳିଛି । ସେ ହେଉଛନ୍ତି ହରିୟାଣାର…