Latest Odisha News

BREAKING NEWS

କାନ୍ସ ଫେଷ୍ଟିଭାଲରେ ଐଶ୍ୱର୍ଯ୍ୟା ପିନ୍ଧିଥିବା ଡ଼୍ରେସକୁ ନେଇ ଚର୍ଚ୍ଚା

ମୁମ୍ବାଇ: କାନ୍ସ ଫେଷ୍ଟିଭାଲରେ ଅଭିନେତ୍ରୀମାନେ ନିଜ ନିଜ ଜଲୱା ଦେଖାଉଛନ୍ତି । ଏଥିରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବି ସାମିଲ ହୋଇଛନ୍ତି । ଆଉ ସେ ଯେଉଁଭଳି ପୋଷାକ ପିନ୍ଧି କାନ୍ସ ଫେଷ୍ଟିଭାଲରେ ଓହ୍ଲାଇଥିଲେ ତାହା ଲୋକଙ୍କୁ ପସନ୍ଦ ଆସି ନ ଥିବା ଜଣାଯାଇଛି । କାନ୍ସ ଫେଷ୍ଟିଭାଲର ତୃତୀୟ…

ଚକ୍ରବ୍ୟୁହରେ ସିଦ୍ଦରମେୟା, ଫସିବେ ନା ଖସିବେ ?

ଭୁବନେଶ୍ୱର: ବହୁ ପ୍ରତିଯୋଗିତା ମଧ୍ୟରେ ରେସରେ ଜିତି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମେୟା। କିନ୍ତୁ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। ଦାୟିତ୍ୱ ଗ୍ରହଣ ସହ ମନ୍ତ୍ରୀମଣ୍ଡଳ ଗଠନ ଓ ସମନ୍ୱୟ ରକ୍ଷା…

ଭାଇରାଲ ହେଲା ବିରାଟ-ଅନୁଷ୍କାଙ୍କ ଭିଡିଓ କଲ

ହାଇଦ୍ରାବାଦ: ଚଳିତ ଆଇପିଏଲରେ ବିରାଟ କୋହଲିଙ୍କ ଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହଜରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ପ୍ଲେଅଫରେ ପ୍ରବେଶ କରିଛି । ଅନୁଷ୍କା ଅଧିକାଂଶ ସମୟ କୋହଲିଙ୍କ ମ୍ୟାଚ ଷ୍ଟାଡିୟମରେ ଉପଭୋଗ କରିବାକୁ ଭଲ ପାଇଥାନ୍ତି । ତେବେ ଏହି ମ୍ୟାଚ ସମୟରେ ସେ…

କର୍ଣ୍ଣାଟକ ପାଇଁ ନା ବିଜେପିକୁ ଦେଶରୁ ହଟାଇବାକୁ ‘ଶପଥ’?

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ ସହ ରାତି ପାହିଲେ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମେୟା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ ସହ ପିସିସି ସଭାପତି ଡି କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। କିନ୍ତୁ ଏହି ଶପଥ ଗ୍ରହଣ ଉତ୍ସବ କେବଳ କର୍ଣ୍ଣାଟକରେ କଂଗ୍ରେସ…

ଇନ୍ଦ୍ରଧନୁ ସାପ : ଦେଖିବାକୁ ସୁନ୍ଦର, ଜାଣନ୍ତୁ ଏହା କେତେ ବିପଜ୍ଜନକ

ନ୍ୟୁୟର୍କ: ଦୁନିଆରେ ଅନେକ ସାପ ଅଛନ୍ତି । ଆଉ ସେ ସାପ ବିଷଧର ହେଉ ବା ବିଷହୀନ, ସାପର ନାଁ ଶୁଣିଲେ ଯେ କେହି ଲୋକ ଭୟଭୀତ ହୋଇପଡ଼ନ୍ତି । କିଙ୍ଗ କୋବ୍ରା ପରି ଅନେକ ସାପ ଏତେ ବିପଜ୍ଜନକ ଯେ, ଯଦି ସେମାନେ ମଣିଷକୁ କାମୁଡ଼ନ୍ତି, ତେବେ କିଛି ମିନିଟ୍‌ରେ ମଣିଷର ମୃତ୍ୟୁ ହେବା ନିଶ୍ଚିତ । କିନ୍ତୁ…

୭୭ ବର୍ଷ ବୟସରେ ଜେଜେମା’ଙ୍କ ଅନନ୍ୟ ବିବାହ

ନ୍ୟୁୟର୍କ: ଆଜିକାଲି ଲୋକମାନେ ବିଭିନ୍ନ ଉପାୟରେ ବିବାହ କରିବା ଆରମ୍ଭ କରିଛନ୍ତି । ଅଧିକାଂଶ ନିଜ ପସନ୍ଦରେ ବିବାହ କରିବାକୁ ପସନ୍ଦ କରୁଛନ୍ତି । ସେହିପରି ଏବେ ଲୋକମାନେ ଏକାକୀ ବିବାହ କରୁଥିବା ଏକପ୍ରକାର ଟ୍ରେଣ୍ଡ୍ ପାଲଟିଛି । ଜଣେ ଆମେରିକୀୟ ଜେଜେମା ମଧ୍ୟ ସମାନ କାର୍ଯ୍ୟ କରି ଏବେ ଖୁବ୍…

ଟାଇଗର-୩’ର ସୁଟିଂ ସେଟ୍‌ରେ ଆହତ ହେଲେ ସଲମାନ

ମୁମ୍ବାଇ: ବଲିଉଡର ଭାଇଜାନ୍ ତଥା ସୁପରଷ୍ଟାର ସଲମାନ ଖାନ ଏବେ ତାଙ୍କ ନୂଆ ଚଳଚ୍ଚିତ୍ର ‘ଟାଇଗର-୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ସୁଟିଂ ଚାଲିଥିବା ବେଳେ ସଲମାନ ଆହତ ହୋଇଛନ୍ତି । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ପାଞ୍ଚ କିଲୋ ଓଜନର ଡମ୍ବଲ ଉଠାଇ…

୨ ହଜାର ମୂଲ୍ୟର ନୋଟ୍ ଫେରାଇ ନେବ ଆରବିଆଇ, ୩୦ ସେପ୍ଟେମ୍ବର ପୂର୍ବରୁ କରାଇ ନିଅନ୍ତୁ ଜମା

ମୁମ୍ବାଇ: ବଜାରରୁ ହଟିବ ୨ ହଜାର ମୂଲ୍ୟର ନୋଟ୍ । ୨୦୧୮-୧୯ରୁ ଆରବିଆଇ ୨ ହଜାର ଟଙ୍କିଆ ନୋଟ୍ ଛାପିବା ବନ୍ଦ କରି ଦେଇଥିବା ବେଳେ ଏବେ ବଜାରରୁ ଫେରାଇ ନେବାକୁ ଘୋଷଣା କରିଛି । ଆରବିଆଇର ଘୋଷଣା ଅନୁସାରେ, ୨ ହଜାର ମୂଲ୍ୟର ବୈଧ ରହିବ କିନ୍ତୁ ତାକୁ ସର୍କୁଲେସନରୁ ବାହାର କରି ଦିଆଯିବ ।…

ଗୋଲାପି ହ୍ରଦରେ ଚାଲୁଛି ଟ୍ରେନ୍‌: ଏହା ଅସଲି ନା ନକଲି ଲୋକେ ଦ୍ୱନ୍ଦ୍ୱରେ

ସାଇବେରିଆ: ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯାହା ପ୍ରଥମ ଦେଖାରେ ନକଲି ମନେ ହୋଇଥାଏ । କିନ୍ତୁ ତାହା ପ୍ରକୃତରେ ବାସ୍ତବ ହୋଇଥାଏ । ଏବେ ସୋସିଆଲ ମିଡ଼ିଆରେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସାଇବେରିଆର ଏକ ହ୍ରଦ ମଝିରେ ଟ୍ରେନ୍…

ବିଜେପିର ୨୦୨୪ କସରତ, କାଲି ବସିବ ରାଜ୍ୟ କାର୍ଯକାରିଣୀ ବୈଠକ

ଭୁବନେଶ୍ୱର: କେନ୍ଦ୍ରର ମୋଦି ସରକାରକୁ ୯ ବର୍ଷ ପୂରିବାକୁ ଯାଉଛି । ଯାହାକୁ ନେଇ ଘରେ ଘରେ ପହଞ୍ଚିବାକୁ ଯୋଜନା କରିଛି ବିଜେପି । ଏହି ସମୟରେ ରାଜ୍ୟ ବିଜେପି ଶନିବାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଡାକିଛି । ଯେଉଁଥିରେ କାର୍ଯ୍ୟକ୍ରମ ଖସଡ଼ା ପ୍ରସ୍ତୁତ ହେବ । ବିଜେପିର ଯୋଜନା ଅନୁସାରେ,…