ହିନ୍ଦୁଜା ଗ୍ରୁପର ଅଧ୍ୟକ୍ଷ ଏସ୍ପି ହିନ୍ଦୁଜାଙ୍କ ପରଲୋକ
ଲଣ୍ଡନ: ପରଲୋକରେ ବିଶିଷ୍ଟ ଶିଳ୍ପପତି ତଥା ହିନ୍ଦୁଜା ଗ୍ରୁପର୍ ଅଧ୍ୟକ୍ଷ ଶ୍ରୀଚାନ୍ଦ ପରମାନନ୍ଦ ହିନ୍ଦୁଜା(ଏସ୍ପି)। ଗତକାଲି ଲଣ୍ଡନରେ ୮୭ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି। ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। ହିନ୍ଦୁଜାଙ୍କ ମୃତ୍ୟୁକୁ ନେଇ କମ୍ପାନୀର ମୁଖପାତ୍ର ଏକ ବିବୃତି ଜାରି କରି…