ଭାଗବାଣ୍ଟି ମୁଖ୍ୟମନ୍ତ୍ରୀ ହେବେ ! ସିଦ୍ଧରମୈୟା ପ୍ରଥମ ୨ ବର୍ଷ, ଶିବ କୁମାର ଶେଷ ୩ ବର୍ଷ!
ବାଙ୍ଗାଲୋର:କର୍ଣ୍ଣାଟକରେ କଂଗ୍ରେସର ବିପୁଳ ବିଜୟ ପରେ ତେଜୁଛୁ ବିବାଦ । ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି । କିଏ ହେବ ମୁଖ୍ୟମନ୍ତ୍ରୀ ? ନେତା ବାଛିବାକୁ ନେଇ ଏବେ ଦ୍ୱନ୍ଦ୍ୱରେ ଦଳ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଛନ୍ତି ଦୁଇ ଜଣ ଦାବିଦାର ।…