ଝାରସୁଗୁଡ଼ା ଉପନିର୍ବାଚନ; ପ୍ରଥମ ରାଉଣ୍ଡରେ ଦୀପାଳି ଆଗୁଆ
ଝାରସୁଗୁଡ଼ା: କିଏ ପିନ୍ଧିବ ବିଜୟ ମୁକୁଟ ? କାହାକୁ ବାଛିବେ ଝାରସୁଗୁଡ଼ାବାସୀ ? ଆଜି ସ୍ପଷ୍ଟ ହେବ ଫଳାଫଳ । ସକାଳ ସାଢେ ୮ଟାରୁ ଆରମ୍ଭ ହୋଇଯାଇଛି ଭୋଟ୍ ଗଣତି । ପ୍ରଥମ ରାଉଣ୍ଡର ଗଣତିରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗରେ ଥିବା ଜଣାଯାଇଛି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ…