Latest Odisha News

BREAKING NEWS

୫୧୨୬୦ ନକଲି ସିମ୍ କାର୍ଡ ବାତିଲ, ଜାଣନ୍ତୁ କେଉଁମାନଙ୍କର ହୋଇଛି?

ଭୁବନେଶ୍ୱର: ଟେଲିକମ୍ୟୁନିକେସନ ବିଭାଗ (ଡିଓଟି) ଟେଲିକମ୍ ସିମ୍ ସବସ୍କ୍ରାଇବର ଯାଞ୍ଚ ପାଇଁ ନକଲି / ଜାଲ୍ ମୋବାଇଲ୍ ସଂଯୋଗକୁ ବିଶ୍ଳେଷଣ, ଚିହ୍ନଟ ଏବଂ ବିଚ୍ଛିନ୍ନ କରିବା ପାଇଁ ଏଏସଟିଆର ନାମକ ଫେସିଆଲ୍ ରେକଗନିସନ୍ ଟୁଲକୁ କାର୍ଯ୍ୟକାରୀ କରିଛି। ଏହା ସହାୟତାରେ ସାଇବର ଅପରାଧକୁ କମ୍…

ବିଜେଡି-ବିଜେପି ମୁହାଁମୁହିଁ ବେଳେ ନୀତୀଶଙ୍କୁ ଭେଟି ନରେନ୍ଦ୍ର ମୋଦୀଙ୍କୁ ବଡ଼ ବାର୍ତ୍ତା ଦେଲେ ନବୀନ

ଭୁବନେଶ୍ୱର: ଜନତା ଦଳ (ୟୁନାଇଟେଡ୍) ଦାବି କରିଛି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ବିରୋଧରେ ବିରୋଧୀ ଏକତା ଦଳର ନେତା ହୋଇଛନ୍ତି। ଏହି କ୍ରମରେ ସେ ଦେଶରେ ବିଭିନ୍ନ ନେତାଙ୍କୁ ଭେଟୁଛନ୍ତି। ଆଉ ମଙ୍ଗଳବାର ନୀତୀଶ କୁମାର ମୁଖ୍ୟମନ୍ତ୍ରୀ…

ନିମନ୍ତ୍ରଣ କାର୍ଡ଼ରେ ଅଜବ ସର୍ତ୍ତ : ଅତିଥିଙ୍କ ମଧ୍ୟରେ ଅସନ୍ତୋଷ, କହିଲେ ଏହା ଅପମାନଜନକ

ସମସ୍ତଙ୍କ ପାଇଁଁ ବିବାହ ହେଉଛି ସ୍ୱତନ୍ତ୍ର । ଏହି ଦିନକୁ ସ୍ମୃତି କରି ରଖିବାକୁ ସମେସ୍ତ ଚାହାଁନ୍ତି । ସେଥିଲାଗି ବହୁ ଦିନ ପୂର୍ବରୁ ପ୍ରସ୍ତୁତି ଚଳାଇଥାନ୍ତି । ବିବାହ ପୋଷାକ କିଣିବାଠାରୁ ଆରମ୍ଭ କରି ମଣ୍ଡପ ସାଜ୍ଜସଜ୍ଜା ସହିତ ଭୋଜିର ବ୍ୟବସ୍ଥା ମଧ୍ୟ କରାଯାଇଥାଏ । ଏଥିସହ ଅତିଥିମାନଙ୍କୁ…

ଡୁ ପ୍ଲେସି, ମ୍ୟାକ୍ସୱେଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ: ମୁମ୍ବାଇ ସମ୍ମୁଖରେ ୨୦୦ ରନର ଟାର୍ଗେଟ

ୱାଙ୍ଖେଡ: ଚଳିତ ଆଇପିଏଲରେ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦୦ ରନର ବିଜୟ ଲକ୍ଷ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ରଖିଛି । ଟସ ଜିତି ରୋହିତ ଶର୍ମା ବାଙ୍ଗାଲୋରକୁ ପ୍ରଥମେ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ । ବିରାଟ କୋହଲି (୧)ଓ ଅଞ୍ଜୁ…

ଇମ୍ରାନ ଖାଁଙ୍କ ଗିରଫ ହେବା ପରେ ସମର୍ଥକଙ୍କ ଲଙ୍କାକାଣ୍ଡ, ଗୃହଯୁଦ୍ଧ ଅଭିମୁଖେ ପାକିସ୍ତାନ

ଇସଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଗିରଫ କରାଯିବା ପରେ ପିଟିଆଇ ସମର୍ଥକମାନେ ଉଗ୍ର ହୋଇ ଉଠିଛନ୍ତି । ଏପରିକି ସେନା ମୂଖ୍ୟାଳୟ ଉପରେ ମଧ୍ୟ ସେମାନେ ଆକ୍ରମଣ କରିଛନ୍ତି । କ୍ୱେଟାରେ ପ୍ରଦର୍ଶନକାରୀମାନଙ୍କୁ ଘଉଡାଇବା ବେଳେ ଜଣେ ମୃତ ଏବଂ ଅନେକ ଆହତ ହୋଇଛନ୍ତି…

ନିଆରା ଢଙ୍ଗରେ ବ୍ୟାଡ଼ମିଣ୍ଟନ ଖେଳ: ଗୋଟିଏ ରାକେଟ୍‌ରେ ଖେଳୁଛନ୍ତି ଦୁଇ ଯୁବତୀ

ସୋସିଆଲ ମିଡ଼ିଆରେ ଅଜବ ଅଜବ ଜିନିଷ ଦେଖିବାକୁ ମିଳିଥାଏ । ଆଉ କିଛି ଚମତ୍କାର ଖେଳ, ଷ୍ଟଣ୍ଟ, ଏପରିକି କିଛି ବ୍ୟକ୍ତିଙ୍କର ପ୍ରତିଭାର ଭିଡିଓ ମଧ୍ୟ ଦେଖିବାକୁ ମିଳିଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହୋଇଛି, ଯେଉଁଥିରେ ଦୁଇ ଜଣ ଯୁବତୀ ଗୋଟିଏ…

ତିନି ମାଓବାଦୀ ନିପାତ ପରେ ଉଚ୍ଚସ୍ତରୀୟ ବୈଠକ, ଅପରେସନ ସଫଳ ହୋଇଛି କହିଲେ ଡିଜିପି

ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ଓଡ଼ିଶା ପୁଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଏବଂ ଆଇନ ଶୃଙ୍ଖଳା ଏଡିଜି ରାଧାକୃଷ୍ଣ ଶର୍ମା ନିକଟରେ କଳାହାଣ୍ଡିର ଏମ୍ ରାମପୁରରେ ହୋଇଥିବା ଏନକାଉଣ୍ଟର ସମ୍ପର୍କରେ…

ହାତୀ ସୁରକ୍ଷା ଚିନ୍ତା, ଜଙ୍ଗଲରେ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ଆଜି ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁକୁ ରୋକିବା ଲାଗି ବିଦ୍ୟୁତର ବିକଳ୍ପ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କ ଜଏଣ୍ଟ ଟାସ୍କ ଫୋର୍ସକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ସରକାରଙ୍କ ପକ୍ଷରୁ ରିଟ୍…

କୁକୁର କଲା ରିଲ୍ସ , ଲୋକେ ଦେଖି ଆଶ୍ଚର୍ଯ୍ୟ

ଭାରତରେ ଟିକ୍‌ଟକ୍ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଅନେକ ପ୍ଲାଟଫର୍ମ ଏହାର ସ୍ଥାନ ନେବାକୁ ଚେଷ୍ଟା କଲା । କିନ୍ତୁ ଶେଷରେ ଇନଷ୍ଟାଗ୍ରାମର ଚାହିଦା ବେଶୀ ବଢିଗଲା । ଏବେ ସବୁଠୁ ଅଧିକ ରିଲ୍ସର ଧାରା ଆରମ୍ଭ ହୋଇଛି ଇନଷ୍ଟାଗ୍ରାମରେ । ରିଲ୍ସ କରିବାକୁ ଏବେ ସମସ୍ତେ ପାଗଳ ହୋଇଯାଇଛନ୍ତି । କେବଳ…

ବିରୋଧ ସତ୍ତ୍ୱେ ଭଲ ବ୍ୟବସାୟ କରୁଛି ‘ଦ କେରଲା ଷ୍ଟୋରି’

ମୁମ୍ବାଇ: ଫିଲ୍ମ ‘ଦ କେରଲା ଷ୍ଟୋରି’ ଏବେ ଖୁବ୍ ଚର୍ଚ୍ଚାରେ । ଫିଲ୍ମଟି ଏତେ ବିରୋଧ ସତ୍ତ୍ୱେ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ଫିଲ୍ମର ଚତୁର୍ଥ ଦିନର କଲେକ୍ସନ ନିକଟରେ ରିଲିଜ୍ ହୋଇଥିବା ସଲମାନ ଖାନ୍‌ଙ୍କ ‘କିସି କା ଭାଇ କିସି କି ଜାନ’କୁ ପଛରେ ପକାଇ ଦେଇଛି । ଖୁବଶୀଘ୍ର କଲେକ୍ସନରେ…