‘ଶାସନ ବ୍ୟବସ୍ଥା’କୁ ନେଇ ଧର୍ମେନ୍ଦ୍ରଙ୍କ କଥାକୁ ଦୋହରାଇଲେ ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ?
ଭୁବନେଶ୍ୱର: ରାଜ୍ଯରେ ଶାସନ ଭାରକୁ ନେଇ ଧର୍ମେନ୍ଦ୍ର ଉପନିର୍ବାଚନ ପ୍ରଚାର ବେଳେ ଯେଉଁ ପ୍ରଶ୍ନ କରିଥିଲେ, ତାକୁ ଏବେ ବିଜେଡି ବିଧାୟକ ତଥା ଦଳର ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଦୋହରାଇଲେ କି?
ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ 'ଜାନକୀ-ବସନ୍ତ…