୧୦୬ ବର୍ଷ ବୟସରେ ବି ବୃଦ୍ଧା ଆଙ୍କୁଛନ୍ତି ସୁନ୍ଦର ଟାଟୁ
ଫିଲିପାଇନ୍ସ: ସାଧାରଣତଃ ୭୦-୮୦ ବର୍ଷ ବୟସ ପରେ ଲୋକଙ୍କ ଅବସ୍ଥା ଏପରି ହୋଇଯାଏ ଯେ, ସେମାନେ ଠିକ୍ ଭାବେ ଉଠିବା, ବସିବା ଏବଂ ଚାଲି ପାରନ୍ତି ନାହିଁ । ବିଶେଷକରି ଆଖି ଏବଂ କାନର ଶକ୍ତି ବହୁତ ଦୁର୍ବଳ ହୋଇଯାଏ । ତଥାପି, ଜଣେ ମହିଳା ଅଛନ୍ତି ଯିଏ ୧୦୬ ବର୍ଷ ବୟସରେ ମଧ୍ୟ ଟାଟୁ କରିବା ଭଳି…