Latest Odisha News

BREAKING NEWS

ମୃତ୍ୟୁ ଲୁଟି ନେଲା ଖୁସି; କନ୍ୟାକୁ ସିନ୍ଦୂର ପିନ୍ଧାଇ ଟଳି ପଡିଲେ ବର

ପାଟନା: ମୃତ୍ୟୁ କେତେ ଅସହିଷ୍ଣୁ ? କେତେ ଅବିବେକୀ ? ଆଖିର ସ୍ୱପ୍ନ ଆଉ ଓଠର ହସକୁ କେତେ ସହଜରେ ଆଖି ପିଛୁଳାକେ  ପୋଛି ନେଇପାରେ ମୃତ୍ୟୁ ? ଏ ପ୍ରଶ୍ନ ଆମର ନୁହେଁ, ବିହାରର ଏହି ଦୁଃଖଦ ଘଟଣା ଶୁଣିଲେ ଆପଣ ମଧ୍ୟ ଏହା  ଭାବିବେ  । ମେ ୩ ତାରିଖର ଘଟଣା । ବିହାରର ଭାଗଲପୁରରେ ଚାଲିଥିଲା ଏକ…

ମନ୍ଦିରକୁ ହଜାର ହଜାର ନଡ଼ିଆ କାହିଁକି ଦେଲେ ସୋରଡ଼ା ବିଧାୟକ ?

ବ୍ରହ୍ମପୁର: ନୃସିଂହ ଚତୁର୍ଦ୍ଦଶୀ ଅବସରରେ ମାନସିକ ପୂରଣ ଲାଗି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଆନ୍ଧ୍ରପ୍ରଦେଶର ସୀମାଞ୍ଚଳମରେ ନଡ଼ିଆ ଅର୍ପଣ କରିଛନ୍ତି । ପ୍ରାୟ ୧୫ ହଜାର ହଜାର ନଡ଼ିଆ ନୃସିଂହନାଥଙ୍କ ନିକଟରେ ସମର୍ପଣ କରିଛନ୍ତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । ଏନେଇ ପ୍ରତିକ୍ରିୟା…

ଶ୍ରୀଜିଉଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

କଟକ : ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି । ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ଜାତୀୟ ସମ୍ମିଳନୀରେ ଯୋଗ ଦେବାର ସୂଚନା ରହିଛି ।ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଜଷ୍ଟିସ ଡି ୱାଇ…

ଜମ୍ମୁରେ ଆତଙ୍କୀ ଆକ୍ରମଣ; ୫ ଯବାନ ସହିଦ

ଶ୍ରୀନଗର:ଜମ୍ମୁ-କଶ୍ମୀରରେ ସୁରକ୍ଷାବଳ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଆତଙ୍କୀଙ୍କ ବୋମା ମାଡରେ ୫ ଯବାନ ସହିଦ ହୋଇଛନ୍ତି । ଅନ୍ୟଜଣେ ଗୁରୁତର ଅବସ୍ଥାରେ ଜଣେ ଚିକିତ୍ସିତ ହେଉଛନ୍ତି । ପ୍ରଥମେ ଗୁରୁତର ଅବସ୍ଥାରେ ୪ ଜଣ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  ।…

ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କ ଦୁଇଦିନିଆ କର୍ମଶାଳା ତଥା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାର ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କୁ ନେଇ ଆୟୋଜିତ ହୋଇଥିବା ଦୁଇଦିନିଆ କର୍ମଶାଳା ତଥା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି କର୍ମଶାଳାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ…

୨ ଦିନରେ ୪ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ପୁରୀ ବିଚରେ ଲାଗିଲା ଲାଲ୍ ପତାକା

ପୁରୀ: ମହୋଦଧୀରେ ୨ ଦିନରେ ୪ ଜଣଙ୍କ ମୃତ୍ୟୁ ପରେ ବେଳାଭୂମିରେ ଲାଲ୍ ପତାକା ପୋତିଛି ପ୍ରଶାସନ । ସ୍ୱର୍ଗଦ୍ୱାର ନିକଟ ସମୁଦ୍ରରେ ଉଚ୍ଚ ଜୁଆର ସହ ସମୁଦ୍ର ପାଣିର ଶକ୍ତି ଅଧିକ ରହୁଛି । ଲାଲ୍ ପତାକା ପୋତି ସମୁଦ୍ର ସ୍ନାନକୁ ବାରଣ କରିଛି ପ୍ରଶାସନ । ବୁଧବାର ୨ ଓ ଗୁରୁବାର ୨ ଜଣ ଏମିତି ଦୁଇ…

ସମ୍ଭାବ୍ୟ ବାତ୍ୟା କୁଆଡେ ଯିବ ? କେଉଁ ଦିଗକୁ ମୁହାଁଇବ ? ପୂର୍ବାନୁମାନ କଲେ ବିଭିନ୍ନ ପାଣିପାଗ ବିଭାଗ

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ବାତ୍ୟା ରୂପ ନେଇପାରେ । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ବାତ୍ୟା ମୋଖା ଦେଶର ପୂର୍ବ ଉପକୂଳରେ ଲ୍ୟାଣ୍ଡ ଫଲ କରିବାର ସମ୍ଭାବନା ରହିଛି । ଆଇଏମଡି ତଥ୍ୟ ଆଧାରରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ପକ୍ଷରୁ…

ଆଜିଠାରୁ ଡାଇମଣ୍ଡ ଲିଗ ଆଥଲେଟିକ୍ସ: ନୀରଜ ଚୋପ୍ରାଙ୍କ ଉପରେ ସମସ୍ତଙ୍କ ନଜର

ଦୋହ: ଶୁକ୍ରବାରଠାରୁ ଡାଇମଣ୍ଡ ଲିଗ ଆଥଲେଟିକ୍ସ ଆରମ୍ଭ ହେବାକୁ ଯାଉଛି । ଡାଇମଣ୍ଡ ଲିଗର ୧୪ତମ ସିଜନରେ ୫ମାସରେ ୧୪ଟି ସହରରେ ୧୪ଟି ସିରିଜ ଆୟୋଜିତ ହେବ । ବ୍ରୁସେଲ୍ସରେ ସେପ୍ଟମ୍ବର ୮ରେ ଶେଷ ସିରିଜ ଖେଳାଯିବ । ଏହା ପରେ ଆମେରିକାର ୟୁଜିନରେ ୧୬ ଡିସେମ୍ବରରୁ ଫାଇନାଲ୍ସ ଆୟୋଜିତ ହେବ । ଏଥିରେ…

କେନ୍ଦୁପତ୍ର ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି; ଦେବେ ୧୧୧ କୋଟିର ସହାୟତା

ଭୁବନେଶ୍ୱର: ୮ ଲକ୍ଷ କେନ୍ଦୁପତ୍ର ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି । ୨୦୨୨ ଫସଲ ବର୍ଷ ପାଇଁ ଏହି ସହାୟତା…

ଉଦାର କୂଟନୀତି : ଅଭିନବ କୌଶଳ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ନିକଟରେ ଘଟିଥିବା ତୁର୍କୀର ପ୍ରତ୍ୟେକ ଭିଡିଓ ଉତ୍ତୋଳନ ଅନେକଙ୍କ ଧ୍ୟାନ ଆକର୍ଷଣ କରିଛି । ଏଥିରେ ଦର୍ଶାଇଛି ଯେ ତୁର୍କୀରେ ଭୂକମ୍ପ ପରେ ଭାରତର ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ର ସଦସ୍ୟମାନେ ଉଦ୍ଧାର କାର୍ଯ୍ୟ ଶେଷ କରି ଗତ ମାର୍ଚ୍ଚ ମାସରେ…