କ୍ରାସ୍ ହେଲା ସେନା ହେଲିକପ୍ଟର; ବସିଥିଲେ ୩ ଯବାନ
ନୂଆଦିଲ୍ଲୀ: ଦୁର୍ଘଟଣାଗ୍ରସ୍ତ ହେଲା ସେନା ହେଲିକପ୍ଟର। ଜାମ୍ମୁ-କାଶ୍ମୀର କିସ୍ତୱାର ଜିଲ୍ଲା ମାରୱାହ ବ୍ଲକ୍ ମଛାନା ଗାଁରେ ହେଲିକପ୍ଟରଟି କ୍ରାସ୍ ହୋଇଛି। ଏଥିରେ ୩ ଆର୍ମି ଯବାନ ସବାର ଥିଲେ ବୋଲି ସୂଚନା ମିଳିଛି। ଆର୍ମି ଅଫିସରଙ୍କ ସୂଚନା ଅନୁସାରେ, ଏହି ଦୁର୍ଘଟଣାରେ ପାଇଲଟ୍ ସୁରକ୍ଷିତ…