ଧୁମ୍ଧାମ୍ରେ ଆୟୋଜିତ ହେଉଥିଲା ସୁନ୍ଦର ଗୋଡ଼ ପ୍ରତିଯୋଗିତା, ଭାଗ ନେଉଥିଲେ କେବଳ ମହିଳା
ଲଣ୍ଡନ: ମିସ୍ ୱାର୍ଲ୍ଡ, ମିସ୍ ୟୁନିଭର୍ସ ଭଳି ବିଭିନ୍ନ ପ୍ରତିଯୋଗିତା କରାଯାଏ, ଯେଉଁଥିରେ ମହିଳାମାନଙ୍କ ସୌନ୍ଦର୍ଯ୍ୟକୁ ପରଖା ଯାଇଥାଏ । ହେଲେ ମହିଳାଙ୍କ ଗୋଡ଼କୁ ନେଇ ପ୍ରତିଯୋଗିତା କରାଯାଇଥାଏ ତାହା ଶୁଣିଛନ୍ତି ? ପୁରାତନ କାଳରେ ମହିଳାଙ୍କ ଚେହେରାର ସୌନ୍ଦର୍ଯ୍ୟ ଅପେକ୍ଷା ପାଦର…