Latest Odisha News

BREAKING NEWS

୩୭୦୦ କିଲୋ ଖେଚୁଡ଼ି ରାନ୍ଧି ବିଶ୍ୱ ରେକର୍ଡ

ଭୋପାଳ: ଭୋପାଳରେ ଏକ ଅନନ୍ୟ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି । ଶିମଲା ପରେ ଏବେ ଭୋପାଳରେ ହଜାର ହଜାର କିଲୋଗ୍ରାମ ପନିପରିବା ସହିତ ୩୭୦୦ କିଲୋଗ୍ରାମ ଖେଚୁଡ଼ି ତିଆରି କରି ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ହୋଇଛି । ଭୋପାଳର ଆୱାଦପୁରୀର ସାଇ ମନ୍ଦିରରେ ହଜାର ହଜାର କିଲୋ ଖେଚୁଡ଼ିି…

ଏଥର ରଜରେ ଅନୁଭବଙ୍କ ‘ଲଭ ଇନ୍ ଲଣ୍ଡନ’

ଭୁବନେଶ୍ୱର: ନିକଟରେ ବର ବେଶରେ ଥିବା ଅନୁଭବ ମହାନ୍ତିଙ୍କ ଏକ ଫଟୋକୁ ନେଇ ସୋସିଆଲ ମିଡ଼ିଆରେ ହଇଚଇ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସମସ୍ତେ । ଆଉ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଆସିଥିଲା ଯେ କଣ ଅନୁଭବ ମହାନ୍ତି ଦ୍ୱିତୀୟ ବିବାହ କରିଛନ୍ତି କି? ଫଟୋ ଓ ଭିଡିଓରେ…

୧୧୦ ବର୍ଷ ପରେ ହରିୟାଣାରେ ଦେଖା ଦେଲା ମହାବଳ ବାଘ

ଯମୁନାନଗର : ପଶୁପ୍ରେମୀଙ୍କ ପାଇଁ ଖୁସି ଖବର । ହରିୟାଣାର କଲେସର ଜାତୀୟ ପାର୍କରେ ମହାବଳ ବାଘ ଦେଖିବାକୁ ମିଳିଛି । ୧୯୧୩ ପରେ ପ୍ରାୟତଃ ବିଲୁପ୍ତ ହେଉ ଯାଉଥିବା ଏହି ବାଘକୁ ଦେଖିବା ପରେ ପଶୁପ୍ରେମୀ ଉତ୍ସାହିତ ହୋଇ ପଡିଛନ୍ତି । ଜଙ୍ଗଲରେ ଲଗା ଯାଇଥିବା ଫ୍ଲାଶ ଆଣ୍ଡ କ୍ଲିକ କ୍ୟାମେରାରେ ଏହା…

ଅଜବ ପ୍ରେମ : ପ୍ରେମିକର ବାପାଙ୍କ ସହ ପ୍ରେମିକା ଛୁ

କାନପୁର: କଥାରେ ଅଛି ପ୍ରେମ କେତେବେଳେ କେଉଁଠି କାହାସହ ହେବ କେହି କହିପାରିବେ ନାହିଁ । ତେବେ ଉତ୍ତରପ୍ରଦେଶର କାନପୁର ସହରରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି,ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଯୁବତୀ ନିଜ ପ୍ରେମିକର ବାପା ସହ ଫେରାର ହୋଇଯାଇଛନ୍ତି । ଏହି ଘଟଣାଟି ଘଟଛି…

ଧାରାବାହିକ ବାଳିକା ବଧୁର ଆନନ୍ଦୀଙ୍କୁ ମିଳୁନି କାମ

ମୁମ୍ବାଇ: ଟିଭିର ଅନ୍ୟତମ ଲୋକପ୍ରିୟ ଧାରାବାହିକ ହେଉଛି ‘ବାଳିକା ବଧୁ' । ଏଥିରେ ଆନନ୍ଦୀ ଭୂମିକାରେ ଅଭିନୟ କରିଥିବା ତୋରାଲ ରସପୁତ୍ର ଘରେ ଘରେ ବେଶ୍ ପରିଚିତ ହୋଇଥିଲେ । ତାଙ୍କର ନିଖୁଣ ଅଭିନୟକୁ ଲୋକେ ଖୁବ୍ ପସନ୍ଦ ବି କରିଥିଲେ । ବାଳିକା ବଧୁ ଧାରାବାହିକରେ ୩ ଜଣ ଅଭିନେତ୍ରୀ ଆନନ୍ଦୀ…

ଏ କେଉଁ ରାଜ୍ୟ ଦେଇ ଯାଉଛି ବନ୍ଦେ ଭାରତ ଏକ୍ସପ୍ରେସ ? ଟ୍ୱିଟରରେ ପଚାରିଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ପରୀକ୍ଷାମୂଳକ ଭାବେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଆଜି ସକାଳ ୬.୧୦ରେ ହାୱଡାରୁ ବାହାରିଥିଲା । ପୁରୀରେ ପହଞ୍ଚିବାକୁ ପ୍ରାୟ ୬ ଘଣ୍ଟା ଲାଗିଥିଲା। ମଧ୍ୟାହ୍ନ ପ୍ରାୟ ୧୨.୩୫ ବେଳକୁ ଏହା ପୁରୀରେ ପହଞ୍ଚିଥିଲା । ଟ୍ରେନ…

ଆଇପିଏଲ ଇତିହାସର ଦ୍ୱିତୀୟ ସର୍ବାଧିକ ସ୍କୋର କଲା ଲକ୍ଷ୍ନୌ

ମୋହାଲୀ: ଚଳିତ ଆଇପିଏଲରେ ଶୁକ୍ରବାର ଲକ୍ଷ୍ନୌ ସୁପର ଜ୍ୟାଂଟସ ୨୫୮ ରନର ବିଶାଳ ଲକ୍ଷ୍ୟ ପଞ୍ଜାବ କିଙ୍ଗସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଦଳଗତ ପ୍ରଦର୍ଶନ କରି ୨୦ ଓଭରରେ ୫ ୱିକେଟ ବିନିମୟରେ ୨୫୭ ରନ କରିଥିଲା । ଆଇପିଏଲ ଇତିହାସରେ ଏହା ଦ୍ୱିତୀୟ ସର୍ବାଧିକ ସ୍କୋର ।…

ମଧୁବାବୁଙ୍କୁ ମିଳୁ ମରଣୋତ୍ତର ଭାରତ ରତ୍ନ, ଜୋର୍ ଧରିଲା ଦାବି

ସାଲେପୁର: କଟକ ଜିଲ୍ଲା ସାଲେପୁର ବ୍ଲକର ସତ୍ୟଭାମାପୁର । ଏଇଠି ଜନ୍ମ ହୋଇଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ । ଓଡ଼ିଆ ଜାତିର ଅସ୍ମିତାକୁ ଅକ୍ଷୂର୍ଣ୍ଣ ରଖିବାକୁ ବ୍ରିଟିଶ ସରକାର ସହ ଲଢ଼ି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିଥିଲେ । ମଧୁବାବୁ ଚାହୁଁଥିଲେ ଝିଅମାନେ କେବେ ଅବହେଳିକ ହେବେ ନାହିଁ…

ଓଡ଼ିଶାର ୧୦ଟି ସ୍ଥାନରେ ଏକକାଳୀନ ଜିଏସଟି ଚଢ଼ାଉ

ଭୁବନେଶ୍ୱର: ଟିକସ ଠକେଇ ଅଭିଯୋଗରେ ଶୁକ୍ରବାର ଓଡ଼ିଶାର ପ୍ରାୟ ୧୦ଟି ସ୍ଥାନରେ ଜିଏସଟି ଅଧିକାରୀ ଚଢ଼ାଉ କରିଛନ୍ତି । ସୂଚନା ଅନୁସାରେ, କେନ୍ଦ୍ରୀୟ ଜିଏସଟିର ୧୦ଟି ଟିମ୍ ଜଣେ ଖଣି ମାଲିକଙ୍କ ଷ୍ଟୋନ କ୍ରସର ୟୁନିଟକୁ ନେଇ ଭୁବନେଶ୍ୱର, ଚଣ୍ଡିଖୋଲ ଓ ଯାଜପୁରରେ ଚଢ଼ାଉ କରିଛି । ଅଭିଯୋଗ…

ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଚାପି ଦେଲା ଗାଡ଼ି, ୨ ଶିଶୁଙ୍କ ସହ ମହିଳା ମୃତ

ଅନୁଗୁଳ: ଅସ୍ତଗାମୀ ସୂର୍ଯ୍ୟର ଆଲୋକରେ ଗାଁ ଦାଣ୍ଡରେ ଖେଳୁଥିଲେ ଦୁଇ କୁନି କୁନି ଛୁଆ । ହେଲେ କିଏ ଜାଣିଥିଲା ଅସ୍ତଗାମୀ ସୂର୍ଯ୍ୟ ସହ ସେମାନଙ୍କ ଜୀବନ ବି ଅସ୍ତ ହୋଇଯିବ । ଶୁକ୍ରବାର ଅପରାହଣରେ ତାଳଚେର ଗୋବରା ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଏକ କାର ଧକ୍କାରେ ୨ ଛୁଆଙ୍କ ସହ ଜଣେ ବୟସ୍କ…