Latest Odisha News

BREAKING NEWS

ସମ୍ବଲପୁର ହିଂସାର ତଦନ୍ତ ପାଇଁ ବିଜେପି ଅଧ୍ୟକ୍ଷ ନଡ୍ଡା ଗଠନ କଲେ ୪ ଜଣିଆ ଟିମ୍

ଭୁବନେଶ୍ୱର: ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ନେଇ ସମ୍ବଲପୁରରେ ହିଂସାର ତଦନ୍ତ କରିବ ବିଜେପିର ୪ ଜଣିଆ ଟିମ୍ । ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସମ୍ବଲପୁର ହିଂସାକୁ ନେଇ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ପାଇଁ ୪ ଜଣିଆ ଟିମ୍ ଗଠନ କରିଛନ୍ତି । ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି…

ଖଡଗେଙ୍କୁ ପାଲଟା ଜବାବ ଦେଇ ସୋନିଆ ଗାନ୍ଧୀଙ୍କୁ ବିଷ କନ୍ୟା କହିଲେ ବିଜେପି ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ରାଲିରେ ନେତାମାନଙ୍କର ବିଷୋଦ୍‌ଗାର ଜାରି ରହିଛି। ଗତକାଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀଙ୍କୁ ବିଷାକ୍ତ ସାପ କହିଥିବା ବେଳେ ଆଜି ବିଜେପି ବିଧାୟକ ଯତନାଲ୍ ସୋନିଆ ଗାନ୍ଧୀଙ୍କୁ ବିଷ କନ୍ୟା କହିଛନ୍ତି। ଯାହାକୁ ନେଇ ପୁଣି ନୂଆ…

ରାଜ୍ୟର ୩ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ପାଇଁ ରେଳମନ୍ତ୍ରୀଙ୍କୁ ରାଜ୍ୟ ପରିବହନ ମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ଓଡ଼ିଶାର ୩ଟି ରୁଟରେ ଚାଲୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ । ଏନେଇ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି । ପୂର୍ବଭାରତର ପ୍ରଗତିଶୀଳ ରାଜ୍ୟ ହେଉଛି ଓଡ଼ିଶା । ବିଗତ ୨ ଦଶନ୍ଧି ଧରି ଓଡ଼ିଶାର…

ବଲିଉଡ ଅଭିନେତ୍ରୀ ଜିୟା ଖାନ ମୃତ୍ୟୁ ମାମଲାର ଶୁଣାଣି: ସୂରଜଙ୍କୁ ମିିଳିଲା ଆଶ୍ୱସ୍ତି

ମୁମ୍ବାଇ: ଆତ୍ମହତ୍ୟାର ୧୦ ବର୍ଷ ପରେ ହେଲା ବଲିଉଡ ଏକ୍ଟ୍ରିସ ଜିୟା ଖାନ ମାମଲାର ରାୟ ଶୁଣାଣି । ଏହି ମାମଲାରେ ମୁମ୍ବାଇର ସ୍ୱତନ୍ତ୍ର ସିବିଆଇ କୋର୍ଟ ସୁରଜ ପାଞ୍ଚୋଲିଙ୍କୁ ଦୋଷମୁକ୍ତ  କରିଛନ୍ତ । କୋର୍ଟଙ୍କ ରାୟ ପରେ ଜିୟା ଖାନଙ୍କ ମା’ଙ୍କୁ ଲାଗିଛି ଝଟକା । ୨୦୧୩ ଜୁନ ୩ ତାରିଖରେ…

ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଦେଇଥିବା ୬୦ ବର୍ଷୀୟ ବୟସ୍କ ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ: ଭାରତ ଯୋଡ଼ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଦେଇଥିବା ୬୦ ବର୍ଷୀୟ ବୟଷ୍କଙ୍କୁ ଗୁରୁବାର ଗିରଫ କରିଛି ମଧ୍ୟପ୍ରଦେଶ ପୁଲିସ। ରାଜ୍ୟରେ ଭାରତ ଯୋଡ଼ ଯାତ୍ରା ପ୍ରବେଶ କରିବା ପୂର୍ବରୁ ଦୟା ସିଂହ ନାମକ ବୟସ୍କ ବ୍ୟକ୍ତି ରାହୁଲଙ୍କ ଉପରେ ବୋମାମାଡ଼ କରିବେ ବୋଲି ଧମକ…

ତେଜାବ ରିମେକରେ ରଣବୀରଙ୍କ ସ୍ଥାନରେ କାର୍ତ୍ତିକ

ମୁମ୍ବାଇ: ୯୦ ଦଶକର ସୁପରହିଟ ଫିଲ୍ମ ତେଜାବର ରିମେକ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କବୀର ସିଂର ନିର୍ମାତା ମୁରାଦ ଖେତାନୀ ପ୍ରଥମେ କାର୍ତ୍ତିକ ଆର୍ଯ୍ୟନ ଓ ଶ୍ରଦ୍ଧା କାପୁରଙ୍କୁ ନେଇ ଏହା କରିବାକୁ ଚାହୁଁଥିଲେ । ମାତ୍ର ପରେ ଅନୀଲ କାପୁରଙ୍କ ଭୂମିକା ପାଇଁ ରଣବୀର ସିଂ ଓ…

ମନୋଜ ଦାସଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ସଭା

ଭୁୁବନେଶ୍ୱର : ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମନୋଜ ଦାସ ସ୍ମୃତି ସଂସଦ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଏକ ସ୍ମୃତି ସଭା ଆୟୋଜିତ ହୋଇଯାଇଛି । ସଂସଦର ସଭାପତି କଥାକାର ଅଧ୍ୟାପକ ବିଶ୍ୱରଞ୍ଜନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତିସଭାକୁ ପୂର୍ବତନ…

ଡାକୋଟା ବିମାନ ଦେଖି ଭାବବିହ୍ୱଳ ହେଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ

ଭୁବନେଶ୍ୱର: ଡାକୋଟା ବିମାନ ଦେଖିଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା ଏଚ କ୍ରିଷ୍ଣମୂର୍ତ୍ତି । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଥିବା ବିଜୁ ବାବୁଙ୍କ ଡାକୋଟା ଦେଖି ଅତୀତର ସ୍ମୃତି ରୋମନ୍ଥନ କଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ।  କ୍ରିଷ୍ଣମୂର୍ତ୍ତିଙ୍କ ସହ ଥିଲେ ବିଜ୍ଞାନ ଓ…

ଏସିଆ ବକ୍ସିଂ ଚାମ୍ପିୟନସିପ୍‌ ଗୋଲ୍ଡ ମେଡାଲିଷ୍ଟ ବକ୍ସର କୌର ସିଂହଙ୍କର ପରଲୋକ

ନୂଆଦିଲ୍ଲୀ: ଏସିଆ ବକ୍ସିଂ ଚାମ୍ପିୟନସିପ୍‌ ଗୋଲ୍ଡ ମେଡାଲିଷ୍ଟ ବକ୍ସର କୌର ସିଂହଙ୍କର ପରଲୋକ। ଗତକାଲି କୁରୁକ୍ଷେତ୍ର ହସ୍‌ପିଟାଲ୍‌ରେ ଚିକିତ୍ସିତ ଅବସ୍ଥାରେ ଆଖି ବୁଜିଲେ ୭୪ ବର୍ଷୀୟ କିମ୍ବଦନ୍ତୀ ମୁଷ୍ଟି ଯୋଦ୍ଧା ପଦ୍ମଶୀ କୌର ସିଂହ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ତାଙ୍କ ବିୟୋଗ…

ହାୱଡାରୁ ପୁରୀ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରାଏଲ ଟ୍ରେନ

ଭୁବନେଶ୍ୱର: ଓଡ଼ିଶାରେ ପରୀକ୍ଷାମୂଳକ ଭାବେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ  । ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଆଜି ସକାଳ ୬.୧୦ରେ ହାୱଡାରୁ ବାହାରିଥିଲା ।  ପୁରୀରେ ପହଞ୍ଚିବାକୁ ପ୍ରାୟ ୬ ଘଣ୍ଟା ଲାଗିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ମଧ୍ୟାହ୍ନ ପ୍ରାୟ ୧୨.୩୫ ବେଳକୁ…