Latest Odisha News

BREAKING NEWS

ଆସିଲା ଭିସୁଟ ଛାତ୍ରୀଙ୍କ ଭିସେରା ରିପୋର୍ଟ; ମୃତ୍ୟୁ ପୂର୍ବରୁ ଆଲୋକହଲ ନେଇଥିଲେ ଚିନ୍ମୟୀ

ସମ୍ବଲପୁର:ଆସିଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ଭିସେରା ରିପୋର୍ଟ । ମୃତ୍ୟୁ ପୂର୍ବରୁ ଚିନ୍ମୟୀ ଆଲକୋହଲ ସେବନ କରିଥିବା ଏହି ରିପୋର୍ଟରୁ ଜଣାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ସମ୍ବଳପୁର ଏସପି ବି. ରଙ୍ଗାଧର । ଏସପିଙ୍କ କହିବା ଅନୁଯାୟୀ, ବୀର ସୁରେନ୍ଦ୍ର ସାଏ…

ତାରେକ ଫତେହଙ୍କ ଚର୍ଚ୍ଚିତ ବୟାନ

ନୂଆଦିଲ୍ଲୀ: ପାକିସ୍ତାନରେ ଜନ୍ମିତ ଲୋକପ୍ରିୟ ଲେଖକ ଓ ସାମ୍ବାଦିକ ତାରେକ ଫତେହଙ୍କ ସୋମବାର ନିଧନ ହୋଇଯାଇଛି । ୭୩ ବର୍ଷୀୟ ଏହି ଲେଖକ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ୧୯୪୭ରେ ଭାରତ-ପାକିସ୍ତାନ ବିଭାଜନ ହେବା ପରେ ତାଙ୍କ ପରିବାର କରାଚୀରେ ଆସି ରହିଥିଲେ । ଏହା ପୂର୍ବରୁ ସେମାନେ ମୁମ୍ବାଇରେ…

ନବ ଦାସ ହତ୍ୟା ମାମଲା, ଜେଲରେ ଗୋପାଳର ଯାଞ୍ଚ ଆବେଦନକୁ ଅଗ୍ରାହ୍ୟ କଲା ନିମହାନ୍ସ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାକୁ ଆଉ ୪ ଦିନ ପରେ ୩ ମାସ ପୂରିବ । ହେଲେ ଏଏସ୍ଆଇ ଗୋପାଳ କାହିଁକି ନବଙ୍କୁ କରିଥିଲା ଗୁଳି ? ଗୁଳିମାଡ଼ ପଛର କାରଣ କଣ ? ବ୍ୟକ୍ତିଗତ ରାଗ ଥିଲା ନା କାହାଠୁ ସୁପାରି ନେଇ ଗୋପାଳ, ନବଙ୍କୁ ଗୁଳି କରିଥିଲା । ନବ…

ସ୍ୱଳ୍ପ ଗଳ୍ପ : ଗଧର ପିଠିରେ ରକ୍ତଦାଗ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୫ ଗଧର ପିଠିରେ ରକ୍ତଦାଗ ସେ ଇଜିପ୍ଟର ଖଲିଫା। ନାଆଁ ଅଲ-ହକିମ୍ ବି-ଅମର । ତାଙ୍କର ମୁଣ୍ଡଦୋଷ ଥିଲା। ଆଉ ସେଇଥିପାଇଁ ଲୋକେ ତାଙ୍କୁ ପରୋକ୍ଷରେ କହୁଥିଲେ ହକିମ୍ ପାଗଳା। ହକିମ କହିଲେ ବୈଦ୍ୟଙ୍କୁ ବୁଝାଏ । ମାତ୍ର…

ପୁସ୍ତକ ପରିଚୟ : ବିମ୍ଵ ପୁରୁଷ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା ଗଳ୍ପ ସଙ୍କଳନ : ବିମ୍ଵ ପୁରୁଷ ଗାଳ୍ପିକ : ମଳୟ ମିଶ୍ର ପ୍ରକାଶକ : ଦୃଷ୍ଟିପାତ ପ୍ରଥମ ପ୍ରକାଶ : ୨୦୧୧ ପୃଷ୍ଠା ସଂଖ୍ୟା : ୧୨୯ ମୂଲ୍ୟ : ୧୫୦ ଟଙ୍କା ଗାଳ୍ପିକ ମଳୟ ମିଶ୍ରଙ୍କ ଗଳ୍ପ ସଙ୍କଳନ 'ବିମ୍ବ ପୁରୁଷ' ଏକ ନିଆରା ସୃଷ୍ଟି । ହେଲେ ବିମ୍ବ…

ସର୍ଭିସ ରିଭଲଭରରୁ ଗୁଳି କରି ସିଆରପିଏଫ ଅଫିସରଙ୍କ ଆତ୍ମହତ୍ୟା

ରାୟଗଡା:ରାୟଗଡାରେ ସିଆରପିଏଫ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟଙ୍କ ଆତ୍ମହତ୍ୟା ।  ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସୁନୀଲ କୁମାର ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି । ସେ ଚତୁର୍ଥ ବାଟାଲିୟନ ସିଆରପିଏଫ ମୁଖ୍ୟ କାର୍ଯ୍ୟାଳୟରେ ସେକେଣ୍ଡ ଇନ୍‌ କମାଣ୍ଡାଣ୍ଟ ଭାବେ କାର୍ଯ୍ୟରତ ଥିଲେ…

ରେସଲର ଯୌନ ଉତ୍ପୀଡନ ମାମଲା: ଏଫଆଇଆର ରୁଜୁ ନ କରିବା ନେଇ ଦିଲ୍ଲୀ ପୋଲିସକୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନ୍ୟାୟ ପାଇବାରେ ବିଳମ୍ବ ନେଇ ଭାରତର ଷ୍ଟାର ରେସଲରମାନେ ପୁନର୍ବାର ଧାରଣରେ ବସିଛନ୍ତି । ମହିଳା ରେସଲରଙ୍କ ପ୍ରତି କରାଯାଇଥିବା ଯୌନ ନିର୍ଯ୍ୟାତନା ନେଇ ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିପକ୍ଷରେ ସେମାନେ ଏହି ଆନ୍ଦୋଳନ କରୁଛନ୍ତି ।…

ଝାରସୁଗୁଡା ଉପନିର୍ବାଚନ: ୩ ସ୍ୱାଧୀନଙ୍କ ସମେତ ମୈଦାନରେ ରହିଲେ ୯ ପ୍ରାର୍ଥୀ

ଝାରସୁଗୁଡା:ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ଇତି ମଧ୍ୟରେ ନାମାଙ୍କନ ଦାଖଲ ସରି ପ୍ରତ୍ୟାହାର ବି ସରିଲାଣି । ସୋମବାର ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ।  ନିର୍ବାଚନ ଲଢିବା ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ତାଙ୍କର…

ଫରହାଦଙ୍କ ହାତରୁ ଖସିଯିବ କି ହେରାଫେରୀ ୪

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ସଲମାନ ଖାଁଙ୍କ କିସି କା ଭାଇ କିସି କା ଜାନ ଫିଲ୍ମ ଦର୍ଶକଙ୍କୁ ଆକୃଷ୍ଟ କରିପାରି ନାହିଁ । ଏପରିକି ପ୍ରଶଂସକମାନେ ଏହାର ବିଫଳତା ନେଇ ନିର୍ଦ୍ଦେଶକ ଫରହାଦ ସାମଜୀଙ୍କୁ ଦାୟୀ କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି । ବଲିଉଡ ହଙ୍ଗାମାରେ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ଆଜି ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଇଂଲଣ୍ଡର ଓଭାଲରେ ୭ରୁ ୧୧ ଜୁନ ପର୍ଯ୍ୟନ୍ତ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ଟିମ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ପାଇଁ ଫାଇନାଲରେ…