ବିଜେପିର ପସନ୍ଦ ନମ୍ବର କ’ଣ ? ମୁଖ୍ୟମନ୍ତ୍ରୀ ଆସନର ମୂଲ୍ୟ କେତେ ? ଉତ୍ତର ଦେଲେ ରାହୁଲ
ବେଙ୍ଗାଲୁର: ଅଙ୍କ କଷୁଛନ୍ତି ରାହୁଲ । ବିଜେପି ଅଙ୍କ । ବିଜେପି କର୍ଣ୍ଣାଟକ ଜନତାଙ୍କ ମୂଲ୍ୟ କେତେ ଆକଳନ କରୁଛି ? ବିଜେପି ପସନ୍ଦ ନମ୍ବର କ’ଣ ? ବିଜେପିକୁ କର୍ଣ୍ଣାଟକ ଜନତା କେତେ ଆସନ ଦେଲେ ଦଳ ଖୁସି ହେବ ?..ଏମିତି କିଛି । ନିର୍ବାଚନକୁ ନେଇ କର୍ଣ୍ଣାଟକ ରାଜନୀତି ଏବେ ସରଗରମ। ଦୁଇ…