ରାମଚରଣଙ୍କ ପାର୍ଟିରେ ସାମିଲ ହେଲେ ଆଲୁ ଅର୍ଜୁନ, ସାନିଆ ମିର୍ଜା
ମୁମ୍ବାଇ: ସାଉଥ ସୁପରଷ୍ଟାର ରାମଚରଣ ଖୁବ୍ଶୀଘ୍ର ବାପା ହେବାକୁ ଯାଉଛନ୍ତି । ଏହି ଖୁସିରେ ସେ ନିଜ ଘରେ ଏକ ପାର୍ଟିର ଆୟୋଜନ କରିଥିଲେ । ଏଥିରେ ସାଉଥର ବହୁ ଅଭିନେତା ଅଭିନେତ୍ରୀଙ୍କ ସହ ପ୍ରଯୋଜକ ଓ ନିର୍ଦ୍ଦେଶକ ସାମିଲ ହୋଇଥିଲେ । ଏହି ପାର୍ଟିରେ ଅଭିନେତା ଆଲୁ ଅର୍ଜୁନ,ଟେନିସ ଖେଳାଳି…