ଅକ୍ସଫାମ ଇଣ୍ଡିଆ ବିରୋଧରେ ମାମଲା ରୁଜୁ କଲା ସିବିଆଇ
ନୂଆଦିଲ୍ଲୀ: ଫରେନ କଣ୍ଟ୍ରିବ୍ୟୁସନ(ରେଗୁଲେସନ) ଆକ୍ଟର (FCRA)ର ଉଲ୍ଲଂଘନ ନେଇ ଏନ୍ଜିଓ ସଂସ୍ଥା ଅକ୍ସଫାମ ଇଣ୍ଡିଆ ବିରୋଧରେ ମାମଲା ରୁଜୁ କଲା ସିବିଆଇ। ଦିଲ୍ଲୀରେ ଥିବା ସଂସ୍ଥାର କାର୍ଯ୍ୟାଳୟରେ ଚଢ଼ାଉ କରିବା ପରେ ମାମଲା ରୁଜୁ କରିଛି ତଦନ୍ତକାରୀ ସଂସ୍ଥା। ଏହି ମାମଲାରେ ଗତବର୍ଷ ଜାନୁଆରୀରେ…