ଅନୁବାଦ କବିତା : ସେଇ ମୁହୂର୍ତ୍ତରେ ନୀରା
ମୂଳ ବଙ୍ଗଳା: ସୁନୀଲ ଗଙ୍ଗୋପାଧ୍ୟାୟ
ଶିଶିର ଭିଜା ଘାସ ଉପରେ
ତୁମର ଚମ୍ପା ରଙ୍ଗର ପାଦ
ତୁମ ଆଖିରେ ଆଖି ମିଳାଇଛି
ସଦ୍ୟ ଫୁଟା ଦୁଇ ଫୁଲ
ସେଇ ମୁହୂର୍ତ୍ତରେ ନୀରା
ତୁମେ ବୁଝିପାରିଲନି
ଫୁଲକୁ ଛାଡ଼ି କହୁଛି ଭ୍ରମର
କିଶୋରୀକୁ ଛୁଇଁବାର
ଅଭିଳାଷ ତାର।
ଯୁବତୀ ଥିଲ, କେଉଁ…