କମଳ ହାସନଙ୍କୁ ଧନ୍ୟବାଦ ଜଣାଇଲେ ନିର୍ଦ୍ଦେଶକ ଶଙ୍କର
ଚେନ୍ନାଇ: ଭାରତର ଶ୍ରେଷ୍ଠ କଳାକାରଙ୍କ ମଧ୍ୟରେ ପରିଗଣିତ କମଳ ହାସନଙ୍କ ଇଣ୍ଡିଆନ ୨ ଫିଲ୍ମ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ମଙ୍ଗଳବାର ଏହାର ଦ୍ୱିତୀୟ ପର୍ଯ୍ୟାୟ ଶୁଟିଂ ଶେଷ ହୋଇଛି । ନିର୍ଦ୍ଦେଶକ ଶଙ୍କର ଶୁଟିଂ ଶେଷ ହେବା ପରେ କମଳ ହାସନଙ୍କ ସହଯୋଗ ନେଇ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।…