୪୨.୮ ଡିଗ୍ରୀ ତାପମାତ୍ରାରେ ଜଳିଲା ଝାରସୁଗୁଡା
ଭୁବନେଶ୍ୱର: ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳିରେ ଅତିଷ୍ଠ ହୋଇପଡିଛି ଆଜି ସାରା ଓଡ଼ିଶା । ଅଧିକାଂଶ ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି । ଅପରାହ୍ନ ସାଢେ ୨ଟା ସୁଦ୍ଧା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା ଝାରସୁଗୁଡା । ଏଠାରେ ପାରଦ ୪୨ ଦଶମିକ ୮ ଡିଗ୍ରୀ ଛୁଇଁଥିଲା । ସେହିପରି…