Latest Odisha News

BREAKING NEWS

ଦେଶରେ ୨୪ ଘଣ୍ଟାରେ କରୋନାରେ ୨୭ ଜଣଙ୍କ ମୃତ୍ୟୁ, ୬୦ ହଜାର ଟପିଲା ସକ୍ରିୟ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ବଢ଼ୁଛି । ଗତ ୨୪ ଘଣ୍ଟାରେ କରୋନା ସଂକ୍ରମିତ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଶରେ ସକ୍ରିୟ ସଂକ୍ରମଣ ମାମଲା ୬୦ ହଜାର ପାର୍ କରିଛି । ଗତ ୨୪…

ଆଜି ସନ୍ଧ୍ୟାରେ ଭକ୍ତଙ୍କ ପାଇଁ କାଳିଆ ଦର୍ଶନ ବନ୍ଦ

ପୁରୀ: ଆଜି ପଇତାଲାଗି ହେବେ କଳାଠାକୁର । ବୈଶାଖ କୃଷ୍ଣ ଦ୍ଵାଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କୁ ଲାଗି ହେବ ପଇତା।।ଶ୍ରୀଜୀଉମାନଙ୍କଠାରେ ଦୈନଦିନ ଲାଗି ହେଉଥିବା ଚନ୍ଦନକୁ ବାସୁଙ୍ଗାପାଟରେ ଲଗାଇ  ପ୍ରସ୍ତୁତ  ହୋଇଥିବା ଏହି ପଇତା ସୁରକ୍ଷା ଦେବ ।ମହାପ୍ରଭୁଙ୍କର ଏହା ଏକ…

ସମ୍ବଲପୁରରେ କର୍ଫ୍ୟୁ କୋହଳ, ଆଉ ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ

ସମ୍ବଲପୁର: ସମ୍ବଲପୁରରେ ସ୍ଥିତି ସୁଧାର ଆସୁଛି । ଆଜିଠୁ କର୍ଫ୍ୟୁ କୋହଳ କରାଯାଇଥିବା ବେଳେ ଇଣ୍ଟରନେଟ୍ ସେବା ଆଉ ୨୪ ଘଣ୍ଟା ପାଇଁ ବନ୍ଦ ରହିବ । ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ୍‌ ସେବା । ସୋସିଆଲ ମିଡିଆ ଅପବ୍ୟବହାର ଆଶଙ୍କାରେ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ…

ପ୍ରବଳ ଖରାରେ ଭୂଷଣ ପୁରସ୍କାର ଉତ୍ସବ, ଚାଲିଗଲା ୧୧ ଜୀବନ

ମୁମ୍ବାଇ: ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଖୋଦ୍ ସରକାର ପରାମର୍ଶ ଦେଉଛନ୍ତି ଖରା ବେଳେ ଘରୁ ବାହାରନ୍ତୁ ନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଖୋଲା ଆକାଶ ତଳେ ଲକ୍ଷାଧିକ ଲୋକଙ୍କୁ ଏକାଠି କରାଯାଇଛି । ଆଉ ଅଂଶୁଘାତରେ ୧୧ ଜଣଙ୍କ ମୃତ୍ଯୁ ହୋଇଛି । ଏଭଳି ଅଘଟଣ…

ତାତିରୁ ମିଳିବ ଆଶ୍ୱସ୍ତି, ଘଡ଼ଘଡ଼ି ବର୍ଷା ନେଇ ଆଜି ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ତାତିରୁ ମିଳିବ ଆଶ୍ୱସ୍ତି, ଭିଜାଇବ ଘଡ଼ଘଡ଼ି ବର୍ଷା । ରାଜ୍ୟର ଅନେକ ସହରରେ ପାରଦ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିଥିବା ବେଳେ ଆଜି ଘଡ଼ଘଡ଼ି ବର୍ଷା ନେଇ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଆଜି ଘଡ଼ଘଡ଼ି ବର୍ଷା ନେଇ ବାଲେଶ୍ୱର, ଭଦ୍ରକ,…

ଆରମ୍ଭ ହେଲା ସକାଳୁଆ ସ୍କୁଲ୍, ଖୋଲିଲା ଅଙ୍ଗନୱାଡ଼ି

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ଭିତରେ ଆଜିଠୁ ପୁଣି ସକାଳୁଆ ସ୍କୁଲ୍ ଆରମ୍ଭ ହୋଇଛି । ଆଜି ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ, ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ବେସରକାରୀ ବିଦ୍ୟାଳୟ ଗୁଡ଼ିକରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ସକାଳ ସାଢ଼େ ୬ଟାରୁ ଆରମ୍ଭ ହୋଇଥିବା ବେଳେ ଦିନ…

ପେଟ ଗ୍ୟାସ୍‌ରେ ପୀଡ଼ିତ କି ? ତେବେ ଆପଣାନ୍ତୁ ଏହି ଉପାୟ…

ଖାଦ୍ୟ ହଜମ ନହେବା ଏକ ସାଧାରଣ ସମସ୍ୟା  । ଆଜିକାଲିର ଖାଦ୍ୟପାନୀୟ ପାଇଁ ପେଟ ସମସ୍ୟା ଅଧିକ ମାତ୍ରାରେ ବଢ଼ି ବଢ଼ି ଚାଲିଛି । କିନ୍ତୁ ଏହି ସମସ୍ୟା ଦୂର ନହେଲେ ଆପଣଙ୍କୁ ଭାରି ପଡ଼ିପାରେ । କାରଣ ସୁସ୍ଥ ଶରୀର ପାଇଁ ଖାଦ୍ୟ ଭଲ ଭାବେ ହଜମ ହେବା ନିତାନ୍ତ ଆବଶ୍ୟକ । ଖାଦ୍ୟପେୟରେ ଅନିୟମିତତା…

ୟଶରାଜ ପ୍ରଡକ୍ସନର ରଣବୀର ସିଂଙ୍କୁ ନାଁ

ମୁମ୍ବାଇ: ୟଶରାଜ ଫିଲ୍ମସ ବ୍ୟାଣ୍ଡ ବାଜା ବାରାତ ମାଧ୍ୟମରେ ରଣବୀର ସିଂ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ଅନେକଗୁଡିଏ ହିଟ ଫିଲ୍ମ ଦେଇ ନିଜ କ୍ୟାରିୟରକୁ ସୁଦୃଢ କରିଥିଲେ । କରୋନା ମହାମାରୀ ପରେ ତାଙ୍କ ବେଳା ଖରାପ ପଡିଛି କହିଲେ ଭୁଲ ହେବନି । ବହୁ ପ୍ରତୀକ୍ଷିତ ଫିଲ୍ମ ୮୩,…

ଏମିତି ଏକ ମନ୍ଦିର: ଯେଉଁଠି ଜୋତା, ଟୋପି, ଚଷମା କରାଯାଏ ପୂଜା

ଭୋପାଳ: ଲୋକେ ମନସ୍କାମନା ପୂରଣ ପାଇଁ କ’ଣ ନାହିଁ କ’ଣ କରିଥାନ୍ତି । କେହି ମିଠା, ପ୍ରସାଦ ଦେଉଥିବା ବେଳେ ଆଉ କେହି ଶାଢି,ଚୁଡ଼ି ଠାକୁରଙ୍କ ପାଖରେ ଅର୍ପଣ କରିଥାନ୍ତି । କିନ୍ତୁ ଏମିତି ଏକ ମନ୍ଦିର ଅଛି ଯେଉଁଠି ନିଜର ମାନସିକ ପୂରଣ କରିବାକୁ ଏକ ଅଜବ ପରମ୍ପରା ଚଳି ଆସୁଛି । ଶ୍ରଦ୍ଧାଳୁ ନିଜର…

ଅଫିସରେ ଆୟୋଜନ ହେଲା ଲଟେରୀ: କର୍ମଚାରୀ ଜିତିଲେ ବର୍ଷକର ଛୁଟି ସହ ପୁରା ଦରମା

ଚୀନ: ସରକାରୀ ହେଉ ବା ବେସରକାରୀ ଅଫିସରେ କର୍ମଚାରୀମାନଙ୍କୁ କିଛି ଦିନ ଛୁଟି ମିଳିଥାଏ । ଶରୀର ଅସୁସ୍ଥ ହେଉ ବା କୌଣସି ବ୍ୟକ୍ତିଗତ କାମ ପାଇଁ କର୍ମଚାରୀମାନେ ଛୁଟି ନେଇଥାନ୍ତି । କିନ୍ତୁ ଚୀନ୍‌ର ଏମିତି ଜଣେ ବ୍ୟକ୍ତିଙ୍କ ଭାଗ୍ୟ ବଦଳି ଯାଇଛି । ତାଙ୍କୁ କମ୍ପାନୀ ପକ୍ଷରୁ ବର୍ଷକ ପାଇଁ ଛୁଟି…