ଦେଶରେ କରୋନା ସକ୍ରିୟ ସଂଖ୍ୟା ୫୩,୭୨୦କୁ ବୃଦ୍ଧି; କାଲି ଅପେକ୍ଷା ଆଜି ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ
ନୂଆଦିଲ୍ଲୀ: ଆଜି ବି(ଏପ୍ରିଲ ୧୫) ଦେଶରେ ୧୦ ହଜାରରୁ ଅଧିକ କୋଭିଡ୍ ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୧୦, ୭୫୩ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ସଂକ୍ରମଣ ପରେ ଦେଶରେ ମୋଟ…