Latest Odisha News

BREAKING NEWS

ଜମି ବିବାଦକୁ ନେଇ ଗଣ୍ଡଗୋଳ: ପୋଲିସ ଅଧିକାରୀଙ୍କ ଆଙ୍ଗୁଠିକୁ କାମୁଡିଦେଲେ ଲୋକେ

କଟକ: ଆଠଗଡ଼ର କୋଳଥପାଙ୍ଗି ଗାଁରେ ମଙ୍ଗଳବାର ଅପରାହ୍ନରେ ଏକ ଜମି ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସମୟରେ ପୋଲିସ କର୍ମଚାରୀ ଏବଂ ଜନସାଧାରଣଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ପରେ ଉତ୍ତେଜନା ଦେଖାଦେଇଥିଲା। ଆନ୍ଦୋଳନକାରୀଙ୍କ ଆକ୍ରମଣରେ ଦୁଇ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା…

୩ ବର୍ଷ ପରେ ପରଦାକୁ ଫେରିବେ ରିୟା

ମୁମ୍ବାଇ: ୩ ବର୍ଷ ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପରଦାକୁ ଫେରିବେ । ଟିଭି ଶୋ’ ଏମଟିଭି ରୋଡିଜ-୧୯ରେ ସେ ଜଣେ ଗ୍ୟାଙ୍ଗଲିଡର ଭାବେ ନଜରକୁ ଆସିବେ । ନିକଟରେ ଏହାର ପ୍ରୋମୋ ମଧ୍ୟ ରିଲିଜ୍ ହୋଇଛି । ଏଥିରେ ସେ ଗାଙ୍ଗଲିଡ଼ର ବୋଲି ଦେଖିବାକୁ ମିଳିଛି । ଏନେଇ ରିୟା କହିଛନ୍ତି ଯେ, ଆପଣମାନେ…

ଗୋ ମୂତ୍ର ପାନୀୟ ମାନବ ପାଇଁ ଉପଯୁକ୍ତ ନୁହେଁ: ଆଇଭିଆରଆଇ

ବରେଲି: ଭାରତୀୟ ପଶୁ ଚିକିତ୍ସା ଅନୁସନ୍ଧାନ ସଂସ୍ଥା (ଆଇଭିଆରଆଇ) ପକ୍ଷରୁ କରାଯାଇଥିବା ଗବେଷଣାରେ ଗୋ ମୂତ୍ର ପାନୀୟ କରିବା ମଣିଷ ପକ୍ଷେ ଉପଯୁକ୍ତ ନୁହେଁ । ଏଥିରେ ହାନିକାରକ ବ୍ୟାକ୍ଟେରିଆ ଥାଇପାରନ୍ତି ବୋଲି ଉକ୍ତ ଗବେଷଣାରେ ସ୍ପଷ୍ଟ କରାଯାଇଛି । ୩ଜଣ ପିଏଚଡି ଛାତ୍ର ଭୋଜରାଜ ସିଂଙ୍କ…

ପୁରୁଷମାନେ ଶୌଚାଳୟକୁ ଫୋନ ନେବା ସାଂଘାତିକ ହୋଇପାରେ: ଡାକ୍ତର ଦେଲେ ଚେତାବନୀ

ନ୍ୟୁୟର୍କ: ଆଜିକାଲି ଲୋକମାନଙ୍କର ମୋବାଇଲ ଫୋନ୍ ବ୍ୟବହାର ମୁଖ୍ୟ ଆବଶ୍ୟକତା ପାଲଟିଯାଇଛି । ସକାଳେ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଲୋକେ ବିନା ମୋବାଇଲ ଫୋନରେ ରହିପାରୁ ନାହାନ୍ତି । ଅନେକ ପୁରୁଷ ଶୌଚାଳୟକୁ ଯିବା ସମୟରେ ମଧ୍ୟ ଫୋନକୁ ସାଙ୍ଗରେ ନେଇଯାଆନ୍ତି । କିନ୍ତୁ…

ସବୁବେଳେ କୁହନ୍ତି, ସବୁବେଳେ ହାରନ୍ତି !

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ କଣ ହେବ ରାଜନୈତିକ ଚିତ୍ର। ଦିନକ ପରେ ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ବିଜେଡି ବହୁ ଆଗରୁ ପ୍ରାର୍ଥୀ ଘୋଷଣା ସହ ପର୍ଯ୍ୟବେକ୍ଷକ ଘୋଷଣା କରି ବ୍ଲକ, ପଂଚାୟତ ଓ ତୃଣମୂଳ ସ୍ତରରେ ପ୍ରମୁଖ ନେତାଙ୍କୁ ଦାୟିତ୍ୱ ଦେଇ…

ରଥ ପାଇଁ ବୈଠକ, ଫୋକସରେ ଭିଡ଼ ନିୟନ୍ତ୍ରଣ

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି। ଶୃଙ୍ଖଳିତ ନୀତି, ଜନଗହଳି ନିୟନ୍ତ୍ରଣ, ବିଭିନ୍ନ ବିଭାଗର ସେବା ନେଇ ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ବିଶେଷ କରି ସ୍ଵାସ୍ଥ୍ୟ ଓ ବିଦ୍ୟୁତ୍ ଯୋଗାଣ…

ଆସନ୍ତାକାଲିଠୁ ସାରା ରାଜ୍ୟରେ ୧୬ ତାରିଖ ଯାଏ ସ୍କୁଲ ଛୁଟି

ଭୁବନେଶ୍ୱର: ବଢୁଥିବା ତାପମାତ୍ରା ଏବଂ ଆଇଏମଡି ଏପ୍ରିଲ ୧୩ରୁ ୧୫ ତାରିଖ ଯାଏ ହିଟ୍ ଓ୍ବେଭ୍ ଜାରି ରହିବ ବୋଲି ଆକଳନ କରିବା ପରେ ଆସନ୍ତାକାଲିଠୁ ସାରା ରାଜ୍ୟରେ ୧୬ ତାରିଖ ଯାଏ ସ୍କୁଲ ଛୁଟି ରହିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଜିଠାରୁ ସାରା ରାଜ୍ୟରେ ସକାଳୁଆ ସ୍କୁଲ ଆରମ୍ଭ…

ସି-ସୋର ଚିଟ୍‌ଫଣ୍ଡ ମାମଲା, ନିରାଶ ହେଲେ ପ୍ରଭାତ!

ଭୁବନେଶ୍ୱର: ସି-ସୋର ଚିଟ୍‌ଫଣ୍ଡ ମାମଲାରେ ଜାମିନରେ ଥିବା କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଆର୍ଥିକ କାରବାର ଅଭିଯୋଗର ହାଇକୋର୍ଟରେ ମଙ୍ଗଳବାର ଶୁଣାଣି ହୋଇଛି। ଆସନ୍ତା ୨ ମାସ ମଧ୍ୟରେ ଚାର୍ଜଫ୍ରେମ୍ ସହ ବର୍ଷକ ଭିତରେ ବିଚାର ଶେଷ କରିବାକୁ ସିବିଆଇ କୋର୍ଟକୁ ହାଇକୋର୍ଟ…

ଏପ୍ରିଲ ୧୩ରୁ ୧୫ ଅଗ୍ନିବର୍ଷା ଆଶଙ୍କା, ୪୧.୬ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଆକାଶରୁ ବର୍ଷିବ ଅଗ୍ନିବର୍ଷା। ଦିନ ହେବା ମାତ୍ରେ ତାତି ଉଠିବ ରାସ୍ତାଘାଟ ଆଉ ମୁଣ୍ଡ ଉପରକୁ ଖରା ଉଠିବା ବେଳକୁ ନଦୀ, ନାଳ ପାଣି ଗରମ ହୋଇଯାଇଥିବ। ଏଭଳି ଆକଳନ କରିଛି ପାଣିପାଗ ବିଭାଗ। ଯାହା ସୂଚାଉଛି ଯେ ଏପ୍ରିଲ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ଗ୍ରୀଷ୍ମ…

ଏଠି ବାଘ ସହ ଖେଳୁଥିଲେ ପର୍ଯ୍ୟଟକ: ହେଲେ ଏମିତି କିଛି ହେଲା ସବୁ ବାଘକୁ ହଟାଇ ଦିଆଗଲା

ଥାଇଲ୍ୟାଣ୍ଡ: ବାଘର ନାଁ ଶୁଣିଲେ ଲୋକେ ଡ଼ରିବା ଆରମ୍ଭ କରନ୍ତି । କିନ୍ତୁ ଥରେ ଭାବନ୍ତୁ ଯଦି ବାଘ ଆପଣଙ୍କ ସାମ୍ନାକୁ ଆସେ ତେବେ କ’ଣ ହେବ? ଅବସ୍ଥା ଆହୁରି ଖରାପ ହୋଇଯିବ । କିନ୍ତୁ ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଲୋକମାନେ ବାଘ ସହିତ ଖେଳିଥାନ୍ତି । ସେମାନଙ୍କ ସହିତ ସେଲଫି ବି…