ମର୍ଣ୍ଣିଂୱକ ବେଳେ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ
ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ନଗର ଉପସଭାପତି ତଥା ବିଜେପି ନେତା ଲୋକନାଥ ରାଉତଙ୍କୁ ମରଣାନ୍ତକ ଆକ୍ରମଣ । ସୋର ଥାନା ନିକଟରେ ଦୁବୃର୍ତ୍ତମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଲୋକନାଥ ମର୍ଣ୍ଣିଂୱାକରେ ଯାଉଥିବାବେଳେ ଏହି ଆକ୍ରମଣ ହୋଇଥିଲା । ସୋର ଥାନାଠାରୁ…